କୀର୍ତ୍ତନ ନାରାୟଣ ପାଢ଼ୀ

ଓଡ଼ିଆ ସାହିତ୍ୟିକ ଓ ସଂଗୀତଜ୍ଞ

କୀର୍ତ୍ତନ ନାରାୟଣ ପାଢ଼ୀ, (ଜନ୍ମ:୧୧ ଜାନୁଆରୀ ୧୯୫୧)[୧] ଜଣେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତର ଗବେଷକ, ଗୀତିକବି, ସଙ୍ଗୀତଜ୍ଞ ଓ ଗାୟକ ଅଟନ୍ତି ।[୨][୩] ତାଙ୍କଦ୍ୱାରା ରଚିତ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଏବଂ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଚାଲିଥିବ ପ୍ରୟାସରେ ସହାୟକ ହୋଇଛି । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକବି ଓ କଣ୍ଢଶିଳ୍ପୀ ଅଟନ୍ତି । ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ।

କୀର୍ତ୍ତନ ନାରାୟଣ ପାଢ଼ୀ
ଜନ୍ମ (1951-01-11) ୧୧ ଜାନୁଆରୀ ୧୯୫୧ (ବୟସ ୭୩)
ଭାଟପଡ଼ା, ତିହିଡ଼ି, ଭଦ୍ରକ
ଜାତୀୟତାଭାରତୀୟ
ପିତାମାତା(s)ପୁରୁଷୋତ୍ତମ ପାଢ଼ୀ, ହାରାମଣୀ ପାଢ଼ୀ

ରଚନାବଳୀ ସମ୍ପାଦନା

  • ସତ ଓ ସପନ
  • ଗୀତ ଓ ଗୀତିକବିତା
  • ଓଡ଼ିଶୀ ସଙ୍ଗୀତ - ଏକ ତତ୍ତ୍ୱଭିତ୍ତିକ ବିଶ୍ଳେଷଣ
  • ଓଡ଼ିଶୀ ସଙ୍ଗୀତର ଇତିହାସ
  • ମନ ଓ ମିଳନ
  • ନାଦ ଦର୍ଶନ
  • ଓଡ଼ିଶୀ ସଙ୍ଗୀତ - କିଛି ଜଣା ଅଜଣା ତଥ୍ୟ
  • Odissi Vocal- a model classicism
  • ଗୀତିକବିତାର ବ୍ୟାକରଣ
  • ଓଡ଼ିଆ ଭାଷାର ଶାସ୍ତ୍ରୀୟତା
  • The classicallity of Odissi music
  • ପ୍ରୀତିଗୀତିକା-ଭକ୍ତିଗୀତିକା
  • Odia a classical language of Indo-European Origin
  • ଗନ୍ଧର୍ବ ପରମ୍ପରାର ଶ୍ରୀ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ନିରଞ୍ଜନ ଦାସ ଭାଷା ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୫]

ଆଧାର ସମ୍ପାଦନା

  1. "ସ୍ୱୀକୃତି ପାଇଁ ଗଭୀର ଅଧ୍ୟୟନ ଓ ଗବେଷଣା ଭିତ୍ତିକ ଉପସ୍ଥାପନା ଲୋଡ଼ା". sakalaepaper.com. ୧୧ ଅପ୍ରେଲ ୨୦୨୧. p. ୮. Archived from the original on ୧୧ ଅପ୍ରେଲ ୨୦୨୧. Retrieved 11 April 2021. {{cite web}}: Check date values in: |date= and |archivedate= (help)
  2. Leela Venkataraman. "Odisha vignettes". www.thehindu.com. The Hindu. Archived from the original on 9 April 2021. Retrieved 9 April 2021.
  3. "Festival for classical tag for Odishi music from February 1". www.dailypioneer.com. The Pioneer. Archived from the original on 9 April 2021. Retrieved 9 April 2021.
  4. "ବ୍ୟକ୍ତିତ୍ୱ". No. ନିତିଦିନ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ନିତିଦିନ. 9 April 2021. Retrieved 9 April 2021.
  5. "କବି ସୀତାକାନ୍ତ ମହାପାତ୍ର ପାଇବେ 'ଉତ୍କଳରତ୍ନ'". prameya.com. Retrieved 11 April 2021.