କିରଣ ମନୀଷା ମହାନ୍ତି
ଓଡ଼ିଆ ଚେସ ଖେଳାଳି
'କିରଣ ମନୀଷା ମହାନ୍ତି' ( ଜନ୍ମ ଏପ୍ରିଲ ୯ ୧୯୮୯)ଜଣେ ଓଡ଼ିଶାର ଚେସ ଖେଳାଳୀ। ସେ ଜଣେ ମହିଳା ଗ୍ରାଣ୍ଡମାଷ୍ଟର । ସେ ଏସିଆ ଜୁନିଅର ବାଳିକା ଚେସ ଚାମିୟଂଶିପର ଉପବିଜେତା।
Kiran Manisha Mohanty | |
---|---|
ଦେଶ | ଭାରତ |
ଜନ୍ମ | Bhubaneswar, Orissa | ୯ ଅପ୍ରେଲ ୧୯୮୯
ଉପାଧୀ | International Master (2006) Woman Grandmaster (2010) |
ଫିଡେ ମାନ୍ୟତା | 2160 (No. 557 ranked woman in the April 2015 FIDE World Rankings) |
ସର୍ବଶ୍ରେଷ୍ଠ ରେଟିଂ | 2316 (April 2008) |
ପୁରସ୍କାର
ସମ୍ପାଦନା- ଏକଲବ୍ୟ ପୁରସ୍କାର ୨୦୧୦
ସଫଳତା
ସମ୍ପାଦନା- ୨୦୦୬ ନିଉ ଦିଲ୍ଲୀ ଏସିଆ ବାଳିକା ଚ୍ଯାମ୍ପିୟନଶିପର ଉପବିଜେତା।
- ଓଡ଼ିଶାର ପ୍ରଥମ ମହିଳା ଆଇଏମ ।
- ଜାତୀୟ ମହିଳା ବି ଟାଇଟେଲ ୨୦୦୭
- ମହିଳା ଗ୍ରାଣ୍ଡମାଷ୍ଟର ୨୦୧୦
ଶିକ୍ଷା
ସମ୍ପାଦନାକଳିଙ୍ଗ ଇନ୍ସଟିଟିଉଟ ଅଫ ଇନଡସ୍ଟ୍ରିୟାଲ ଟେକ୍ନୋଲୋଜି ,ଭୁବନେଶ୍ୱରରେ ଇଞ୍ଜିନିୟରିଂ।