କିରଣ ମନୀଷା ମହାନ୍ତି

ଓଡ଼ିଆ ଚେସ ଖେଳାଳି


'କିରଣ ମନୀଷା ମହାନ୍ତି' ( ଜନ୍ମ ଏପ୍ରିଲ ୯ ୧୯୮୯)ଜଣେ ଓଡ଼ିଶାର ଚେସ ଖେଳାଳୀ। ସେ ଜଣେ ମହିଳା ଗ୍ରାଣ୍ଡମାଷ୍ଟର । ସେ ଏସିଆ ଜୁନିଅର ବାଳିକା ଚେସ ଚାମିୟଂଶିପର ଉପବିଜେତା।

Kiran Manisha Mohanty
ଦେଶ ଭାରତ
ଜନ୍ମ (1989-04-09) ୯ ଅପ୍ରେଲ ୧୯୮୯ (ବୟସ ୩୪)
Bhubaneswar, Orissa
ଉପାଧୀInternational Master (2006)
Woman Grandmaster (2010)
ଫିଡେ ମାନ୍ୟତା2160
(No. 557 ranked woman in the April 2015 FIDE World Rankings)
ସର୍ବଶ୍ରେଷ୍ଠ ରେଟିଂ2316 (April 2008)

ପୁରସ୍କାର ସମ୍ପାଦନା

  • ଏକଲବ୍ୟ ପୁରସ୍କାର ୨୦୧୦

ସଫଳତା ସମ୍ପାଦନା

  • ୨୦୦୬ ନିଉ ଦିଲ୍ଲୀ ଏସିଆ ବାଳିକା ଚ୍ଯାମ୍ପିୟନଶିପର ଉପବିଜେତା।
  • ଓଡ଼ିଶାର ପ୍ରଥମ ମହିଳା ଆଇଏମ ।
  • ଜାତୀୟ ମହିଳା ବି ଟାଇଟେଲ ୨୦୦୭
  • ମହିଳା ଗ୍ରାଣ୍ଡମାଷ୍ଟର ୨୦୧୦

ଶିକ୍ଷା ସମ୍ପାଦନା

କଳିଙ୍ଗ ଇନ୍ସଟିଟିଉଟ ଅଫ ଇନଡସ୍ଟ୍ରିୟାଲ ଟେକ୍ନୋଲୋଜି ,ଭୁବନେଶ୍ୱରରେ ଇଞ୍ଜିନିୟରିଂ।