କିଟୋଟିଫେନ
କିଟୋଟିଫେନ, ଏକ ବିକ୍ରୟ ନାମ ଜାଡିଟର, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ ଏବଂ ଆଲର୍ଜିକ ନାକ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] [୧] ଏହା ପାଟିରେ ଦିଆଯାଏ କିମ୍ବା ଆଖି ବୁନ୍ଦା ଭାବରେ ପ୍ରୟୋଗ କରାଯାଏ ।[୨] [୧]
Clinical data | |
---|---|
Trade names | Zaditor,[୧] Zaditen[୨] |
Synonyms | Ketotifen fumarate |
AHFS/Drugs.com | monograph |
MedlinePlus | a604033 |
Pregnancy category | |
Routes of administration | By mouth (tablets), topical eye drops |
Legal status | |
Legal status |
|
Pharmacokinetic data | |
Bioavailability | 60% |
Protein binding | 75% |
Metabolism | Hepatic |
Elimination half-life | 12 hours |
Identifiers | |
| |
ECHA InfoCard | 100.047.348 |
Chemical and physical data | |
Formula | C19H19NOS |
Molar mass | ୩୦୯.୪୩ g·mol−1 |
3D model (JSmol) | |
| |
| |
(verify) |
ପାଟିରେ ଔଷଧ ନେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍ବେଗ, ଶୋଇବାରେ ଅସୁବିଧା ଏବଂ ବିରକ୍ତି ଭାବ ହୋଇପାରେ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା, ଯେତେବେଳେ ଆଖି ବୁନ୍ଦା ଭାବରେ ବ୍ୟବହାର କଲାବେଳେ ଆଖି ଲାଲ ଦେଖାଯାଇପାରେ, ନାକରୁ ପାଣି ପ୍ରବାହିତ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ପ୍ରାୟ ସୁପାରିଶ କରାଯାଏ ନାହିଁ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବାର ପ୍ରମାଣ ନାହିଁ ।[୨] ଏହା ଏକ ଏଚ୧-ଆଣ୍ଟିହିଷ୍ଟାମିନ ଏବଂ ମାଷ୍ଟ ସେଲ ଷ୍ଟାବିଲାଇଜର ଔଷଧ ।[୩]
୧୯୭୦ ମସିହାରେ କିଟୋଟିଫେନ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୬ରେ ଚିକିତ୍ସା ବ୍ୟବହାରରେ ଆସିଥିଲା ।[୪] ଯୁକ୍ତରାଜ୍ୟରେ ୧ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୮ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ୫ ମିଲି ଆଖି ବୁନ୍ଦା ବୋତଲର ମୂଲ୍ୟ ପ୍ରାୟ ୭ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Zaditor- ketotifen fumarate solution". DailyMed. 13 February 2020. Archived from the original on 11 June 2021. Retrieved 4 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 302. ISBN 978-0857114105.
- ↑ ୩.୦ ୩.୧ "Ketotifen Monograph for Professionals". Drugs.com (in ଇଂରାଜୀ). Archived from the original on 11 June 2021. Retrieved 1 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 548. ISBN 9783527607495. Archived from the original on 2020-08-13. Retrieved 2021-07-12.
- ↑ "Compare Ketotifen Prices - GoodRx". GoodRx. Archived from the original on 2020-11-23. Retrieved 2021-12-01.