କିଆରା ଆଡଭାନୀ
କିଆରା ଆଡଭାନୀ (ଜନ୍ମ: ୩୧ ଜୁଲାଇ ୧୯୯୨)[୧][୨][୩][୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯେଏକି ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।
କିଆରା ଆଡଭାନୀ | |
---|---|
ଜନ୍ମ | ଆଲିଆ ଅଡଭାନୀ ୩୧ ଜୁଲାଇ ୧୯୯୨ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ଉଚ୍ଚତା | ୧.୬୫ m (୫ ft 5 in) |
ବୈବାହିକ-ସାଥୀ | |
ପିତାମାତା | ଜେନେଭାଇବ୍ ଜାଫ୍ରୀ (ମାଆ) ଜଗଦୀପ୍ ଆଡଭାନୀ (ବାପା) |
ସମ୍ପର୍କୀୟ | ଜୁହି ଚାୱଲା (ମାଉସୀ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାକିଆରା ଆଡଭାନୀଙ୍କର ୩୧ ଜୁଲାଇ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କ ନାମ ଆଲିଆ ଆଡଭାନୀ ଥିଲା । ତାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବ୍ୟବସାୟୀ । ତାଙ୍କର ଜଣେ ସାନ ଭାଇ ଅଛି ।[୫][୬][୭][୮][୯]
ଅଭିନୟ ଜୀବନ
ସମ୍ପାଦନାକିଆରାଙ୍କ କହିବା ଅନୁସାରେ ତାଙ୍କ ବାପା ୨୦୦୯ର ୩ ଇଡିଅଟ୍ସ୍ ଦେଖିଲା ପରେ ତାଙ୍କ ପିଲାମାନଙ୍କୁ ତାଙ୍କ ନିଜ ଇଚ୍ଛାନୁସାର କାର୍ଯ୍ୟକରିବାର ଅନୁମତି ଦେଇଥିଲେ । ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ କିଆରା ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ପ୍ରଶିକ୍ଷଣ ନେଇଥିଲେ ।
କିଆରା ୨୦୧୪ରେ ହିନ୍ଦୀ କଥାଚିତ୍ର ଫୁଗ୍ଲି ଜରିଆରେ ଅଭିନୟ ଜଗତରେ ପ୍ରେବେଶ କରିଥିଲେ ।[୧୦] ତାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୧] ମାତ୍ର କିଛି ସମୀକ୍ଷକ ତାଙ୍କ ଅଭିନୟକୁ ନାପସନ୍ଦ କରିଥିଲେ ।[୧୨]
୨୦୧୬ ମସିହାରେ ସେ ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ରେ ହିନ୍ଦୀ କଥାଚିତ୍ର ମେସିନ୍ରେ ଅଭିନୟ କରିଥିଲେ । ୨୦୧୭ରେ ସେ ତେଲୁଗୁ କଥାଚିତ୍ର ଭାରତ ଆନେ ନାନୁ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୧୪: ଫୁଗ୍ଲି (ହିନ୍ଦୀ)
- ୨୦୧୬: ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ (ହିନ୍ଦୀ)
- ୨୦୧୭: ମେସିନ୍ (ହିନ୍ଦୀ)
- ୨୦୧୭: ଭାରତ ଆନେ ନାନୁ (ତେଲୁଗୁ)
ଆଧାର
ସମ୍ପାଦନା- ↑ "Kiara Alia Advani on Twitter". Retrieved 29 May 2017.
- ↑ Kiara Advani (23 July 2014). "hey guys, so I believe it's been misprinted on wiki.. My birthday is on the 31st of July! :)". Twitter. Retrieved 29 May 2017.
- ↑ Singh, Prashant (2 June 2014). "Salman Khan ensures Bollywood doesn't get another Alia". Hindustan Times. Archived from the original on 3 June 2014. Retrieved 29 May 2017.
{{cite web}}
: CS1 maint: numeric names: authors list (link) - ↑ Kiara Advani to play Sakshi Dhoni in MS Dhoni-The Untold Story!
- ↑ Kiara Advani's unseen side
- ↑ Agrawal, Stuti (26 May 2014). "Having a film background can only get you to meet the right people: Kiara Advani". Times of India. Retrieved 29 May 2017.
{{cite web}}
: CS1 maint: numeric names: authors list (link) - ↑ Gupta, Priya (5 May 2014). "My father saw '3 Idiots' and decided to let me do what I wanted to: Kiara Advani". Times of India. Retrieved 29 May 2017.
{{cite web}}
: CS1 maint: numeric names: authors list (link) - ↑ "Yeh Fugly Fugly kya hai? | The Lucknow Observer". lucknowobserver.com. Archived from the original on 22 November 2015. Retrieved 29 May 2017.
- ↑ "Gene Junction: Kiara Alia Advani". Verve Magazine. Retrieved 29 May 2017.
- ↑ Taran Adarsh (13 June 2014). "Movie Review: 'Fugly' (2014)". Bollywood Hungama. Retrieved 29 May 2017.
- ↑ Mehul S Thakkar (13 June 2014). "Movie Review 'Fugly': Raises disturbing and thought provoking questions". Deccan Chronicle. Retrieved 29 May 2017.
- ↑ Suprateek Chatterjee (13 June 2014). "Fugly review: Atrocious mish-mash of Rang De Basanti and Shaitan". First Post. Retrieved 29 May 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କିଆରା ଆଡଭାନୀ