କାଶୀନାଥ ଯାଦବ

ଭାରତୀୟ କଣ୍ଠଶିଳ୍ପୀ ଏବଂ ରାଜନେତା


କାଶୀନାଥ ଯାଦବ ଜଣେ ଭାରତୀୟ ଲୋକଗୀତ ଗାୟକ ଏବଂ ରାଜନେତା । ଉତ୍ତର ପ୍ରଦେଶର ଗାଜିପୁରର ଏହି ଗାୟକ ଭୋଜପୁରୀ ଲୋକଗୀତର ବିରହ ଶୈଳୀର ଗୀତ ପାଇଁ ଜଣାଶୁଣା । ସମାଜବାଦୀ ପାର୍ଟି ସରକାରରେ ସେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[] ସେ ଉତ୍ତର ପ୍ରଦେଶର ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[] ମାର୍ଚ୍ଚ ୨୦୨୧ରେ ତାଙ୍କୁ ସମାଜବାଦୀ ପାର୍ଟିର ଜାତୀୟ ସାଂସ୍କୃତିକ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା ।[]

୨୦୧୬ ମସିହାରେ ଉତ୍ତର ପ୍ରଦେଶର ସେତେବେଳର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ କୃଷି ଉତ୍ପାଦନ ପରିଷଦର ଅଧକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ପଦର ଦାୟିତ୍ୱ ଦିଆଯାଇଥିଲା ।[]

ସେ ମୁଲାୟମ ସିଂହ ଯାଦବଙ୍କ ଜଣେ ସହଯୋଗୀ ଥିଲେ । ସେ ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ପରାମର୍ଶଦାତା ଭାବରେ ମଧ୍ୟ କରିଥିଲେ ।[] ୨୦୧୬ ମସିହାରେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦା ପାଇଁ ତାଙ୍କୁ ଉତ୍ତର ପ୍ରଦେଶର ସର୍ବୋଚ୍ଚ ସମ୍ମାନ ଯଶ ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।[]

  1. Mishra, Sarveshwari (October 13, 2017). "सपा के पूर्व राज्य मंत्री ने बिरहा गाकर बताया बेटियों का महत्व" (in Hindi). Patrika.com.{{cite news}}: CS1 maint: unrecognized language (link)
  2. "विजय को एमएलसी की उम्मीदवारी" (in Hindi). Dainik Jagran. April 6, 2012.{{cite news}}: CS1 maint: unrecognized language (link)
  3. "सपा ने काशीनाथ यादव को सांस्कृतिक प्रकोष्ठ का राष्ट्रीय अध्यक्ष किया घोषित" (in Hindi). Livehindustan.com. March 22, 2021. Archived from the original on February 8, 2023. Retrieved April 12, 2023.{{cite news}}: CS1 maint: unrecognized language (link)
  4. ୪.୦ ୪.୧ "CM अखिलेश ने दिया मंडी परिषद के चेयरमैन पद से इस्तीफा, काशीनाथ यादव को मिली जिम्मेदारी" (in Hindi). News18. September 22, 2018.{{cite news}}: CS1 maint: unrecognized language (link)
  5. "54 eminent persons named for UP's 'Yash Bharti' awards". Business Standard. October 23, 2016.