କାଶୀନାଥ ଯାଦବ

ଭାରତୀୟ କଣ୍ଠଶିଳ୍ପୀ ଏବଂ ରାଜନେତା


କାଶୀନାଥ ଯାଦବ ଜଣେ ଭାରତୀୟ ଲୋକଗୀତ ଗାୟକ ଏବଂ ରାଜନେତା । ଉତ୍ତର ପ୍ରଦେଶର ଗାଜିପୁରର ଏହି ଗାୟକ ଭୋଜପୁରୀ ଲୋକଗୀତର ବିରହ ଶୈଳୀର ଗୀତ ପାଇଁ ଜଣାଶୁଣା । ସମାଜବାଦୀ ପାର୍ଟି ସରକାରରେ ସେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ଉତ୍ତର ପ୍ରଦେଶର ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୨] ମାର୍ଚ୍ଚ ୨୦୨୧ରେ ତାଙ୍କୁ ସମାଜବାଦୀ ପାର୍ଟିର ଜାତୀୟ ସାଂସ୍କୃତିକ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା ।[୩]

୨୦୧୬ ମସିହାରେ ଉତ୍ତର ପ୍ରଦେଶର ସେତେବେଳର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ କୃଷି ଉତ୍ପାଦନ ପରିଷଦର ଅଧକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ପଦର ଦାୟିତ୍ୱ ଦିଆଯାଇଥିଲା ।[୪]

ସେ ମୁଲାୟମ ସିଂହ ଯାଦବଙ୍କ ଜଣେ ସହଯୋଗୀ ଥିଲେ । ସେ ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ପରାମର୍ଶଦାତା ଭାବରେ ମଧ୍ୟ କରିଥିଲେ ।[୪] ୨୦୧୬ ମସିହାରେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦା ପାଇଁ ତାଙ୍କୁ ଉତ୍ତର ପ୍ରଦେଶର ସର୍ବୋଚ୍ଚ ସମ୍ମାନ ଯଶ ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୫]

ଆଧାର ସମ୍ପାଦନା

  1. Mishra, Sarveshwari (October 13, 2017). "सपा के पूर्व राज्य मंत्री ने बिरहा गाकर बताया बेटियों का महत्व" (in Hindi). Patrika.com.{{cite news}}: CS1 maint: unrecognized language (link)
  2. "विजय को एमएलसी की उम्मीदवारी" (in Hindi). Dainik Jagran. April 6, 2012.{{cite news}}: CS1 maint: unrecognized language (link)
  3. "सपा ने काशीनाथ यादव को सांस्कृतिक प्रकोष्ठ का राष्ट्रीय अध्यक्ष किया घोषित" (in Hindi). Livehindustan.com. March 22, 2021.{{cite news}}: CS1 maint: unrecognized language (link)
  4. ୪.୦ ୪.୧ "CM अखिलेश ने दिया मंडी परिषद के चेयरमैन पद से इस्तीफा, काशीनाथ यादव को मिली जिम्मेदारी" (in Hindi). News18. September 22, 2018.{{cite news}}: CS1 maint: unrecognized language (link)
  5. "54 eminent persons named for UP's 'Yash Bharti' awards". Business Standard. October 23, 2016.