କାଳିବାରି ମନ୍ଦିର , ପେଶାୱାର
କାଳିବାରି ମନ୍ଦିର , ପେଶାୱାର, ଏକ ହିନ୍ଦୁ ମନ୍ଦିର । ଏହା ପାକିସ୍ଥାନର ପେଶାବର ଅଞ୍ଚଳରେ ଖ୍ଇବର ପାଖଟୁନ ଖାବାଠାରେ ରହିଛି ।ଦେବୀ କାଲୀ ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଓ ଏଠାରେ ଦୂର୍ଗା ପୂଜା ମୁଖ୍ୟ ଉତଶବ ଭାବରେ ପାଳିତ କରାଯାଏ । [୧][୨][୩][୪]
Kalibari Mandir, Peshawar | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Peshwar |
Governing body | Pakistan Hindu Council |
Location | |
Country | Pakistan |
Architecture | |
Type | Hindu temple |
Website | |
http://www.pakistanhinducouncil.org/ |
ଇତିହାସ
ସମ୍ପାଦନାIଗୋରଖନାଥ ମନ୍ଦିର , ଗୋଆର କ୍ଷତ୍ରିୟ ଓ ଦରଗହ ପିର , ଝଣ୍ଡା ବଜାରର ରତନ ନାଥ ଜୀ ସହ ଏହା ପାକିସ୍ତାନର ପେଶୱାରଠାରେ ଅଦ୍ୟାବଧି ରହିଥିବା ମନ୍ଦିର ଭିତରୁ ଅନ୍ୟତମ ।ଏହି ମନ୍ଦିର ଓ ଦରଗହ ପିର ନାଥ ମନ୍ଦିର କେବଳ ଦୁଇଟି ମନ୍ଦିର ଯାହା ସବୁଦିନେ ଖୋଲା ରହେ । କୋର୍ଟର ଆଦେଶ ମୁତାବିକ ଗୋରଖନାଥ ମନ୍ଦିର ଓ ଗୋଆର କ୍ଷତ୍ରିୟ ମନ୍ଦିର ବର୍ଷକୁ ଦିନେ କେବଳ ଦୀପାବଳି ଦିନ ଖୋଲାଯାଇଥାଏ । .[୧][୨][୩][୪]