କାର୍ଲ ମାର୍କସ
କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି ।[୪][୫][୬][୭] ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାବାଲ୍ୟକାଳ ଓ ଶିକ୍ଷା : ୧୮୧୮-୧୮୩୫
ସମ୍ପାଦନାକାର୍ଲ ମାର୍କସ ୫ ମଇ, ୧୮୧୮ରେ ପ୍ରୋସିଆର ତ୍ରିଏରଠାରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୯] କାର୍ଲଙ୍କର ପିତା ହର୍ସେଲ ମାର୍କସ ଧର୍ମ ନିରପେକ୍ଷ ଶିକ୍ଷା ପାଇଥିଲେ ଏବଂ ଅପେକ୍ଷାକୃତ ବିତ୍ତଶାଳୀ ଥିଲେ, ଏବଂ ଅନେକ ଗୁଡ଼ିଏ ଅଙ୍ଗୁର ବଗିଚାର ଅଧିକାରୀ ଥିଲେ । ଜୀଉମାନଙ୍କ ବିରୁଦ୍ଧରେ ହେଉଥିବା ବିରୋଧାଭାସ ପାଇଁ ସେ ଇହୁଦୀରୁ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି, ହେନେରିକ ଭଳି ଏକ ଜର୍ମାନ ନାମକୁ ଆଦରି ନେଇଥିଲେ ।[୧୦] କାର୍ଲଙ୍କର ବାଲ୍ୟକାଳରେ ଏକ କମ ଜଣାଥିବା ତଥ୍ୟ ହେଉଛି[୧୧], ପିତାମାତାଙ୍କ ୯ଟି ସନ୍ତାନ ମଧ୍ୟରୁ ସେ ତୃତୀୟ ଥିଲେ ମଧ୍ୟ ତାଙ୍କ ବଡ଼ଭାଇ ମୋରିଜଙ୍କ ୧୮୧୯ରେ ମୃତ୍ୟୁ[୧୨] ହେବାପରେ ସେ ପରିବାରର ବଡ଼ ସନ୍ତାନ ହୋଇଥିଲେ; ଏବଂ ଅନ୍ୟ ଭାଇଭଉଣୀ ଯଥା ସୋଫି, ହର୍ମାନ, ହେନେରିଟା, ଲୁଇସ, ଏମିଲି ଓ କାରୋଲିନଙ୍କ ସହ ଅଗଷ୍ଟ ୧୮୨୪ରେ ଖ୍ରୀଷ୍ଟଧର୍ମ ପାଇଁ ଦୀକ୍ଷିତ ହୋଇଥିଲେ ।[୧୩] ୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ । ପ୍ରଶାସନକୁ କ୍ରୋଧିତ କରି ୱେଟେନବାକ ଅନେକ ମାନବବାଦୀ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ, ଯଦ୍ୱାରା ୧୮୩୨ରେ ବିଦ୍ୟାଳୟ ଉପରେ ପୁଲିସ ଚଢ଼ଉ ହୋଇଥିଲା ।[୧୪] ୧୮୩୫ରେ, ୧୭ ବର୍ଷ ବୟସରେ କାର୍ଲ ବୋନ ବିଶ୍ୱବିଦ୍ୟାଳୟକୁ ସାହିତ୍ୟ ଓ ଦର୍ଶନ ପଢ଼ିବାର ଇଚ୍ଛାନେଇ ଯାଇଥିଲେ ମଧ୍ୟ ପିତାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ପଢ଼ିଥିଲେ ।[୧୫] ଦୁର୍ବଳ ସ୍ୱାସ୍ଥ୍ୟ[୧୬] ପାଇଁ ୧୮ ବର୍ଷରେ ବାଧ୍ୟତାମୂଳକ ସୈନ୍ୟବାହିନୀରେ ଯୋଗଦେବରୁ ସେ ମୁକ୍ତ ହୋଇଥିଲେ, ଏବଂ ବୋନଠାରେ ପୋଲିସଦ୍ୱାରା ନିୟନ୍ତ୍ରିତ "ପୋଏଟ କ୍ଲବ"ରେ ଯୋଗ ଦେଇଥିଲେ ।[୧୭] ଆହୁରି ମଧ୍ୟ "ତ୍ରିଏର ଟ୍ରାଭର୍ଣ କ୍ଲବ"ରେ ସେ ଯୋଗ ଦେଇ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।[୧୮] ଏହାବ୍ୟତୀତ ସେ ଅନ୍ୟ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ; ଯାହା ମଧ୍ୟରୁ ଅଗଷ୍ଟ ୧୮୩୬ରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଯୁକ୍ତିତର୍କ ଅନ୍ୟତମ ।[୧୯] ଶିକ୍ଷାବର୍ଷର ପ୍ରଥମ ଭାଗରେ ତାଙ୍କର ପ୍ରଦର୍ଶନ ଆଶାଜନକ ଥିଲେ ମଧ୍ୟ, ପରେ ଦ୍ରୁତ ଅବନ୍ନତି ଘଟିବାରୁ ତାଙ୍କ ପିତା ପାଠ୍ୟ ଖସଡ଼ା ଉପରେ ଅଧିକ ଧ୍ୟାନ ଦେଉଥିବା "ବର୍ଲିନ ବିଶ୍ୱବିଦ୍ୟାଳୟ"ରେ ପଢିବାକୁ ପଠେଇ ଦେଇଥିଲେ ।[୨୦]
=== ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ : ୧୮୩୬-୧୮୪୩ ===ଏକ
ସାମ୍ୟବାଦ
ସମ୍ପାଦନାପ୍ୟାରିସ : ୧୮୪୩-୧୮୪୫
ସମ୍ପାଦନାବ୍ରସେଲସ : ୧୮୪୫-୧୮୪୭
ସମ୍ପାଦନାକଲୋଜିନ : ୧୮୪୮-୧୮୪୯
ସମ୍ପାଦନାଲଣ୍ଡନରେ ବିତାଇଥିବା ସମୟ
ସମ୍ପାଦନାଚିନ୍ତାଧାରା
ସମ୍ପାଦନାଆଧାର
ସମ୍ପାଦନା- ↑ Mehring, Franz, Karl Marx: The Story of His Life (Routledge, 2003) pg. 75
- ↑ John Bellamy Foster. "Marx's Theory of Metabolic Rift: Classical Foundations for Environmental Sociology", American Journal of Sociology, Vol. 105, No. 2 (September 1999), pp. 366-405.
- ↑ Allen Oakley, Marx's Critique of Political Economy: 1844 to 1860, Routledge, 1984, p. 51.
- ↑ Roberto Mangabeira Unger. Free Trade Reimagined: The World Division of Labor and the Method of Economics. Princeton: Princeton University Press, 2007.
- ↑ John Hicks, "Capital Controversies: Ancient and Modern." The American Economic Review 64.2 (May, 1974) p. 307: "The greatest economists, Smith or Marx or Keynes, have changed the course of history..."
- ↑ Joseph Schumpeter Ten Great Economists: From Marx to Keynes. Volume 26 of Unwin University books. Edition 4, Taylor & Francis Group, 1952 ISBN 0-415-11078-5, 9780415110785
- ↑ "Karl Marx to John Maynard Keynes: Ten of the greatest economists by Vince Cable". Daily Mail. 16 July 2007. Retrieved 7 December 2012.
- ↑ Wheen 2001. pp. 12–13.
- ↑ Nicolaievsky and Maenchen-Helfen 1976, p. 7 ; Wheen 2001, pp. 8, 12 ; McLellan 2006, p. 1 .
- ↑ Nicolaievsky and Maenchen-Helfen 1976, pp. 4–6 ; McLellan 2006, pp. 2–4 .
- ↑ Nicolaievsky and Maenchen-Helfen 1976, p. 12 ; Wheen 2001, p. 13 .
- ↑ McLellan 2006, p. 7 .
- ↑ Nicolaievsky and Maenchen-Helfen 1976, p. 6 ; McLellan 2006, p. 4 .
- ↑ Nicolaievsky and Maenchen-Helfen 1976, pp. 12–15 ; Wheen 2001, p. 13 ; McLellan 2006, pp. 7–11 .
- ↑ Nicolaievsky and Maenchen-Helfen 1976, pp. 15–16 ; Wheen 2001, p. 14 ; McLellan 2006, p. 13 .
- ↑ Wheen 2001, p. 15 .
- ↑ Nicolaievsky and Maenchen-Helfen 1976, p. 20 ; McLellan 2006, p. 14 .
- ↑ Wheen 2001, p. 16 ; McLellan 2006, p. 14 .
- ↑ Nicolaievsky and Maenchen-Helfen 1976, pp. 21–22 ; McLellan 2006, p. 14 .
- ↑ Nicolaievsky and Maenchen-Helfen 1976, p. 22 ; Wheen 2001, pp. 16–17 ; McLellan 2006, p. 14 .
ଅଧିକା ପଢ଼ନ୍ତୁ
ସମ୍ପାଦନାଜୀବନୀ
ସମ୍ପାଦନା- Vincent Barnett. Marx (Routledge, 2009)
- Isaiah Berlin. Karl Marx: His Life and Environment (Oxford University Press, 1963) ISBN 0-19-520052-7
- McLellan, David. Karl Marx: his Life and Thought Harper & Row, 1973 ISBN 978-0-06-012829-6
- Franz Mehring|Mehring, Franz. Karl Marx: The Story of His Life (Routledge, 2003)
- David McLellan (academic). Marx before Marxism (1980), Macmillan, ISBN 978-0-333-27882-6
- Maximilien Rubel. Marx Without Myth: A Chronological Study of his Life and Work (Blackwell, 1975) ISBN 0-631-15780-8
- Sperber, Jonathan. Karl Marx: A Nineteenth-Century Life (W.W. Norton & Company; 2013) 648 pages; by a leading academic scholar
- Walker, Frank Thomas. 'Karl Marx: a Bibliographic and Political Biography. (bj.publications), 2009.
- Francis Wheen|Wheen, Francis. Karl Marx: A Life Archived 2013-04-10 at the Wayback Machine., (Fourth Estate, 1999), ISBN 1-85702-637-3
ମାର୍କସଙ୍କ ଉପରେ ବିଭିନ୍ନ ମତ
ସମ୍ପାଦନା- Althusser, Louis. For Marx. London: Verso, 2005.
- Althusser, Louis and Balibar, Étienne. Reading Capital. London: Verso, 2009.
- Shlomo Avineri. The Social and Political Thought of Karl Marx (Cambridge University Press, 1968) ISBN 0-521-09619-7
- Kostas Axelos. Alienation, Praxis, and Techne in the Thought of Karl Marx (translated by Ronald Bruzina, University of Texas Press, 1976).
- Blackledge, Paul. Reflections on the Marxist Theory of History (Manchester University Press, 2006)
- Bottomore, Tom, ed. A Dictionary of Marxist Thought. Oxford: Blackwell, 1998.
- Alex Callinicos. The Revolutionary Ideas of Karl Marx (Bookmarks, 1983)
- Harry Cleaver. Reading Capital Politically (AK Press, 2000)
- Gerald Cohen. Karl Marx's Theory of History: A Defence (Princeton University Press, 1978) ISBN 0-691-07068-7
- Collier, Andrew. Marx (Oneworld, 2004)
- Hal Draper, Karl Marx's Theory of Revolution (4 volumes) Monthly Review|Monthly Review Press
- Duncan, Ronald and Colin Wilson. (editors) Marx Refuted, (Bath, UK, 1987) ISBN 0-906798-71-X
- Eagleton, Terry. Why Marx Was Right (New Haven & London: Yale University Press, 2011).
- Ben Fine. Marx's Capital. 5th ed. London: Pluto, 2010.
- John Bellamy Foster. Marx's Ecology: Materialism and Nature. New York: Monthly Review Press, 2000.
- Stephen Jay Gould. A Darwinian Gentleman at Marx's Funeral – E. Ray Lankester Archived 2013-07-26 at the Wayback Machine., Page 1, Find Articles.com (1999)
- David Harvey (geographer). A Companion to Marx's Capital. London: Verso, 2010.
- Harvey, David. The Limits of Capital. London: Verso, 2006.
- Iggers, Georg G. "Historiography: From Scientific Objectivity to the Postmodern Challenge."(Wesleyan University Press, 1997, 2005)
- Leszek Kołakowski. Main Currents of Marxism Oxford: Clarendon Press, OUP, 1978
- Little, Daniel. The Scientific Marx, (University of Minnesota Press, 1986) ISBN 0-8166-1505-5
- Ernest Mandel. Marxist Economic Theory. New York: Monthly Review Press, 1970.
- Mandel, Ernest. The Formation of the Economic Thought of Karl Marx. New York: Monthly Review Press, 1977.
- István Mészáros (professor). Marx's Theory of Alienation (The Merlin Press, 1970)
- Miller, Richard W. Analyzing Marx: Morality, Power, and History. Princeton, N.J: Princeton University Press, 1984.
- Postone, Moishe. Time, Labour, and Social Domination: A Reinterpretation of Marx's Critical Theory. Cambridge [England]: Cambridge University Press, 1993.
- Murray Rothbard. An Austrian Perspective on the History of Economic Thought Volume II: Classical Economics (Edward Elgar Publishing Ltd., 1995) ISBN 0-945466-48-X
- Alfredo Saad-Filho. The Value of Marx: Political Economy for Contemporary Capitalism. London: Routledge, 2002.
- Alfred Schmidt (philosopher). The Concept of Nature in Marx. London: NLB, 1971.
- Seigel, Jerrold. Marx's fate: the shape of a life (Princeton University Press, 1978) ISBN 0-271-00935-7
- Paul Strathern. "Marx in 90 Minutes", (Ivan R. Dee, 2001)
- Thomas, Paul. Karl Marx and the Anarchists. London: Routledge & Kegan Paul, 1980.
- Fernando Vianello, F. [1989], “Effective Demand and the Rate of Profits: Some Thoughts on Marx, Michał Kalecki and Piero Sraffa”, in: Sebastiani, M. (ed.), Kalecki's Relevance Today, London, Macmillan, ISBN 978-0-312-02411-6.
- Wendling, Amy. Karl Marx on Technology and Alienation (Palgrave Macmillan, 2009)
- Wheen, Francis. Marx's Das Kapital, (Atlantic Books, 2006) ISBN 1-84354-400-8
ବାହାର ଆଧାର
ସମ୍ପାଦନା- Works by Karl Marx at Zeno.org
- Karl Marx at Libcom.org
- Karl Marx on In Our Time at the BBC. (listen now)
- Marxists.org, homepage of the Marxists Internet Archive
- Works by Karl Marx in audio format from LibriVox
- Works by Karl Marx at Project Gutenberg