କାର୍ବିମାଜୋଲ

ଏହା ଏକ ଔଷଧ ଯାହା ଗ୍ରେଭସ ରୋଗ ସମେତ ହାଇପୋଥାଇରଏଡିଜମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

କାର୍ବିମାଜୋଲ (ଇଂରାଜୀ ଭାଷାରେ Carbimazole/ CMZ ) ହେଉଛି ଏକ ପ୍ରକାର ଔଷଧ ଯାହାକି ଗ୍ରେଭସ ରୋଗ ସମେତ ହାଇପୋଥାଇରଏଡିଜମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଆଣ୍ଟିଥାଇରଏଡ ଔଷଧ ମଧ୍ୟରେ ଯୁକ୍ତରାଜ୍ୟରେ ଏହା ପ୍ରଥମ ପସନ୍ଦ ଔଷଧ ।[] ପୂର୍ଣ୍ଣ ପ୍ରଭାବ ପୂର୍ବରୁ ଏହା ଏକ କିମ୍ବା ଦୁଇ ମାସ ଲାଗିପାରେ ।[] ଏହା ପାଟିରେ ଦିଆଯାଏ ।[]

କାର୍ବିମାଜୋଲ
Clinical data
Trade namesNeo-mercazole, others
AHFS/Drugs.comInternational Drug Names
Routes of
administration
By mouth[]
Legal status
Legal status
  • ℞ (Prescription only)
Pharmacokinetic data
Protein binding85%
Elimination half-life5.3h
Excretion>90%Kidney
Identifiers
  • ethyl 3-methyl-2-sulfanylidene-imidazole-1-carboxylate
ECHA InfoCard100.040.762 Edit this at Wikidata
Chemical and physical data
FormulaC7H10N2O2S
Molar mass୧୮୬.୨୩ g·mol−1
3D model (JSmol)
Melting point122 to 125 °C (252 to 257 °F)
  • S=C1N(\C=C/N1C(=O)OCC)C
  • InChI=1S/C7H10N2O2S/c1-3-11-7(10)9-5-4-8(2)6(9)12/h4-5H,3H2,1-2H3 checkY
  • Key:CFOYWRHIYXMDOT-UHFFFAOYSA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ରାସ ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ଯାହା ଫଳରେ କମ୍ ଶ୍ୱେତ ରକ୍ତ କଣିକା ହୋଇଥାଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ; ଯଦିଓ, ଉଚ୍ଚ ଥାଇରଏଡ୍ର କ୍ଷତି ହେତୁ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇଛି | [] []

ଏହା ପ୍ରୋପାଇଲଥାୟୋୟୁରାସିଲ୍ (PTU) ସହିତ ଏହା ଏକ ପ୍ରକାର ଏକ ପ୍ରକାର ଥାୟୋମାଇଡ ।[] [] ଅବଶୋଷଣ ପରେ ଏହା ସକ୍ରିୟ ଥିଆମାଜୋଲରେ ପରିଣତ ହୋଇଯାଏ ।[] ମିଥାଇମାଜୋଲ, ଥାଇରଏଡ ପେରକ୍ସାଇଡେଜ ଏନଜାଇମକୁ ଆୟୋଡିନ୍ ଯୋଗାଇବା ଏବଂ ଥାଇରୋଗ୍ଲୋବୁଲିନରେ ଟାଇରୋସିନ୍ ଅବଶିଷ୍ଟାଂଶକୁ ଯୋଡିବାରେ ରୋକିଥାଏ, ତେଣୁ ଟି୩ ଓ ଟି୪ (T<sub id="mwPA">୩</sub> ଏବଂ T) ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[]

୧୯୫୨ ମସିହାରେ ଚିକିତ୍ସା କ୍ଷେତ୍ରରେ କାର୍ବିମାଜୋଲ ବ୍ୟବହାର ଆରମ୍ଭ ହୋଇଥିଲା ।[] ଥିଆମାଜୋଲର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଦିନକୁ ୨୦ ମିଗ୍ରା ମାତ୍ରାରେ ତିନି ମାସ ଔଷଧର ମୂଲ୍ୟ ୨୦୨୩ ସୁଦ୍ଧା ୬ ପାଉଣ୍ଡ ଅଟେ ।[]

  1. Ritter, James M.; Flower, Rod; Henderson, Graeme; Loke, Yoon Kong; Rang, Humphrey P. (2020). "35. Drugs affecting major organ systems". Rang & Dale's Pharmacology (in English). Elsevier. pp. 452–453. ISBN 978-0-7020-7448-6. Archived from the original on 2021-08-28. Retrieved 2021-10-08.{{cite book}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ BNF 83 (British National Formulary) March 2022 (83 ed.). Pharmaceutical Press. 13 Aug 2022. p. 829. ISBN 9780857114341.
  3. ୩.୦ ୩.୧ ୩.୨ ୩.୩ Francis, Thanuya; Francis, Niroshan; Lazarus, John H.; Okosieme, Onyebuchi E. (3 May 2020). "Safety of antithyroid drugs in pregnancy: update and therapy implications". Expert Opinion on Drug Safety. 19 (5): 565–576. doi:10.1080/14740338.2020.1748007. ISSN 1474-0338.
  4. ୪.୦ ୪.୧ Dong, Betty J. (2020). "38. Thyroid and antithyroid drugs". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology 15e (in ଇଂରାଜୀ). New York: McGraw-Hill. pp. 718–719. ISBN 978-1-260-45231-0. Archived from the original on 2021-10-10. Retrieved 2021-10-10.
  5. Rifai, Nader (3 February 2022). Tietz Textbook of Laboratory Medicine - E-Book: Tietz Textbook of Laboratory Medicine - E-Book (in ଇଂରାଜୀ). Elsevier Health Sciences. p. 807. ISBN 978-0-323-83467-4. Archived from the original on 10 September 2023. Retrieved 9 September 2023.
  6. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.