କାର୍ବିନୋକ୍ସାମାଇନ

କାର୍ବିନୋକ୍ସାମାଇନ, ବେପାର ନାମ ଆର୍ବିନୋକ୍ସା , ଏକ ଔଷଧ ଯାହା ହେ ଜ୍ୱର (ଘାସ ଜ୍ୱର), ଆଲର୍ଜିକ କଞ୍ଜକ୍ଟିଭାଇଟିସ ଏବଂ ହାଇଭ୍‌ସ ସହିତ ଆଲର୍ଜି ପ୍ରସୂତ ରୋଗମାନଙ୍କର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ । [୧] ଏହା ପାଟିରେ ଦିଆଯାଏ । [୧] ସାଧାରଣତଃ ଶର୍ଦ୍ଦି କିମ୍ବା 2 ବର୍ଷରୁ କମ୍ ପିଲାମାନଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [୧]

କାର୍ବିନୋକ୍ସାମାଇନ
Clinical data
Trade namesClistin, Rotoxamine, others
SynonymsCarbinoxamine maleate
AHFS/Drugs.commonograph
MedlinePlusa606008
Pregnancy
category
  • C
Routes of
administration
By mouth: 4 mg tablet or 4 mg/5 mL liquid
Legal status
Legal status
  • US: 4 mg is FDA approved
  • OTC
Pharmacokinetic data
Elimination half-life10 to 20 hours
Identifiers
  • 2-[(4-Chlorophenyl)-pyridin-2-yl-methoxy]-N,N-
    dimethyl-ethanamine
ECHA InfoCard100.006.935 Edit this at Wikidata
Chemical and physical data
FormulaC16H19ClN2O
Molar mass୨୯୦.୭୯ g·mol−1
3D model (JSmol)
  • Clc1ccc(cc1)C(OCCN(C)C)c2ncccc2
  • InChI=1S/C16H19ClN2O/c1-19(2)11-12-20-16(15-5-3-4-10-18-15)13-6-8-14(17)9-7-13/h3-10,16H,11-12H2,1-2H3 checkY
  • Key:OJFSXZCBGQGRNV-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁଭାବ, ମୁଣ୍ଡ ବୁଲାଇବା, ଖରାପ ସମନ୍ୱୟ ଏବଂ ପେଟ ଯନ୍ତ୍ରଣା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ ୟୁରିନାରି ରିଟେନସନ ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଏକ ଆଣ୍ଟିହାଇଷ୍ଟାମାଇନ୍ । [୧]

୧୯୪୭ ମସିହାରେ କାର୍ବିନୋକ୍ସାମାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୩ରେ ଚିକିତ୍ସା ବ୍ୟବହାରରେ ଆସିଥିଲା । [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୪ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୦ ଡଲାର୍ ଥିଲା । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Carbinoxamine Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 30 December 2021.
  2. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 545. ISBN 9783527607495. Archived from the original on 2021-10-31. Retrieved 2021-01-26.
  3. ୩.୦ ୩.୧ "Carbinoxamine Maleate Prices, Coupons & Savings Tips - GoodRx". GoodRx. Archived from the original on 23 August 2016. Retrieved 30 December 2021.