କାପ୍ଲାସିଜୁମାବ
କାପ୍ଲାସିଜୁମାବ, ଏକ ବେପାର ନାମ କ୍ୟାବଲିଭି, ଏକ ଔଷଧ ଯାହା ଥ୍ରୋମାବୋଟିକ୍ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ୍ ପୁରପୁରା (TTP)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା ପ୍ଲାଜମା ବିନିମୟ ଏବଂ ଇମ୍ୟୁନୋସପ୍ରେସିଭ୍ ଥେରାପି ସହିତ ବ୍ୟବହୃତ ହୁଏ । [୩] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୪]
Monoclonal antibody | |
---|---|
Type | Single domain antibody |
Source | Humanized |
Target | von Willebrand factor (VWF) |
Clinical data | |
Trade names | Cablivi |
Synonyms | ALX-0081, caplacizumab-yhdp |
AHFS/Drugs.com | monograph |
MedlinePlus | a619030 |
data |
|
Pregnancy category | |
Routes of administration | Intravenous, subcutaneous |
Legal status | |
Legal status | |
Chemical and physical data | |
Formula | C1213H1891N357O380S10 |
Molar mass | ୨୭,୮୭୬.୧୯ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା ଏବଂ ରକ୍ତସ୍ରାବ ହୁଏ । [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର ରକ୍ତସ୍ରାବ ହେବାର ଆଶଙ୍କା ଥାଇପାରେ । [୨] ଏହା ଏକ ଛୋଟ ଆଣ୍ଟିବଡି ଯାହା ଭନ୍ ୱିଲବ୍ରାଣ୍ଡ ଫ୍ୟାକ୍ଟର ସହିତ ସଂଲଗ୍ନ ହୁଏ ଏବଂ ତାକୁ ନିଷ୍କ୍ରିୟ କରିଥାଏ । [୫]
୨୦୧୮ ମସିହାରେ ୟୁରୋପରେ ଏବଂ ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ କ୍ୟାପ୍ଲାସିଜୁମାବ ଅନୁମୋଦିତ ହୋଇଥିଲା । [୨] [୪] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୨୫,୦୦୦ ପାଉଣ୍ଡ ଥିଲା । [୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୨୩୦,୦୦୦ ଡଲାର ଅଟେ । [୭]
ଆଧାର
ସମ୍ପାଦନା- ↑ "Cablivi 10 mg powder and solvent for solution for injection - Summary of Product Characteristics (SmPC)". (emc). 22 June 2020. Archived from the original on 12 August 2021. Retrieved 22 August 2020.
- ↑ ୨.୦ ୨.୧ ୨.୨ "Caplacizumab-yhdp Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
- ↑ "Caplacizumab-yhdp Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
- ↑ ୪.୦ ୪.୧ ୪.୨ "Cablivi EPAR". European Medicines Agency (EMA). Archived from the original on 7 June 2020. Retrieved 7 September 2020.
- ↑ "Cablivi EPAR". European Medicines Agency (EMA). Archived from the original on 7 June 2020. Retrieved 7 September 2020.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1081. ISBN 978-0857114105.
- ↑ "Cablivi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 December 2021.