କାନାକିନୁମାବ
କାନାକିନୁମାବ, ବେପାର ନାମ ଇଲାରିସ, ଔଷଧ ଯାହା ସାମୟିକ ଜ୍ୱର ସିଣ୍ଡ୍ରୋମ, ଗାଉଟ ଓ ଷ୍ଟିଲ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ସାମୟିକ ଜ୍ୱର ସିଣ୍ଡ୍ରୋମଗୁଡିକ ମଧ୍ୟରେ କ୍ରାୟୋପାଇରିନ-ସଂୟୁକ୍ତ ସାମୟିକ ସିଣ୍ଡ୍ରୋମ,(CAPS), ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର (FMF), ଅର୍ବୁଦ ନେକ୍ରୋସିସ୍ ଫ୍ୟାକ୍ଟର୍ ରିସେପ୍ଟର ଜଡିତ ପର୍ଯ୍ୟାୟ ସିଣ୍ଡ୍ରୋମ (TRAPS) ଏବଂ ଏଚଆଇଡି/ଏମକେଡି (HIDS / MKD) ଅନ୍ତର୍ଭୁକ୍ତ । [୩] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୩]
Monoclonal antibody | |
---|---|
Type | Whole antibody |
Source | Human |
Target | IL-1β |
Clinical data | |
Trade names | Ilaris |
Synonyms | ACZ885, ACZ-885 |
AHFS/Drugs.com | monograph |
data |
|
Pregnancy category | |
Routes of administration | Intravenous, subcutaneous |
Legal status | |
Legal status |
|
Chemical and physical data | |
Formula | C6452H9958N1722O2010S42 |
Molar mass | 145200 |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ସଂକ୍ରମଣ, ପେଟ ଯନ୍ତ୍ରଣା, ବାନ୍ତି, ଏବଂ ଇଞ୍ଜେକ୍ସନ୍-ସାଇଟ୍ ପ୍ରତିକ୍ରିୟା ହୋଇପାରେ । [୨] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହି ଔଷଧ ଖାଉଥିଲେ ଜୀବନ୍ତ ଟିକା ଗ୍ରହଣ କରିବା ଉଚିତ୍ ନୁହେଁ। [୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୧ ବିଟାକୁ ବନ୍ଧନଯୁକ୍ତ ହୁଏ ଏବଂ ଅବରୋଧ କରେ । [୩]
୨୦୦୯ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କାନାକିନୁମାବ ଅନୁମୋଦିତ ହୋଇଥିଲା । [୬] [୨] ୨୦୨୧ରେ ଯୁକ୍ତରାଜ୍ୟରେ ୧୫୦ ମିଗ୍ରାର ମୂଲ୍ୟ ୯୯୦୦ ପାଉଣ୍ଡ ଥିଲା । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୭,୫୦୦ ଡଲାର । [୮]
ଆଧାର
ସମ୍ପାଦନା- ↑ Rondeau JM, Ramage P, Zurini M, Gram H (2015). "The molecular mode of action and species specificity of canakinumab, a human monoclonal antibody neutralizing IL-1β". mAbs. 7 (6): 1151–60. doi:10.1080/19420862.2015.1081323. PMC 4966334. PMID 26284424.
- ↑ ୨.୦ ୨.୧ ୨.୨ "Ilaris". Archived from the original on 11 June 2020. Retrieved 29 December 2021.
- ↑ ୩.୦ ୩.୧ ୩.୨ "Ilaris". Archived from the original on 11 June 2020. Retrieved 29 December 2021.
- ↑ "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
- ↑ ୫.୦ ୫.୧ "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
- ↑ "Canakinumab Monograph for Professionals". Drugs.com (in ଇଂରାଜୀ). Archived from the original on 4 July 2018. Retrieved 29 December 2021.
- ↑ "Ilaris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 29 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 890. ISBN 978-0857114105.