କାଞ୍ଜିଆ ହ୍ରଦ
କାଞ୍ଜିଆ ହ୍ରଦ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ଦିଗରେ ନିକଟସ୍ଥସ୍ଥିତ ଏକ ପ୍ରାକୃତିକ ହ୍ରଦ । ଏହାର ଆୟତନ ପ୍ରାୟ ୭୫ହେକ୍ଟର ବା ୧୯୦ ଏକର । ତେବେ ଏହା ସମୁଦାୟ ୨୬୦ ଏକର ପରିମିତ ସ୍ଥାନ ଆର୍ଦ୍ର ଭୂମି ହିସାବରେ ପରିବ୍ୟାପ୍ତ କରିଥାଏ ।
ଜୀବଜନ୍ତୁ
ସମ୍ପାଦନାଏହି ହ୍ରଦରେ ୩୭ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ସରୀସୃପ, ୪୬ ପ୍ରକାର ମାଛ ଓ ଚିଙ୍ଗୁଡି ସହ ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି । ଏହା ସହ ଏଠାରେ ୨୪ ପ୍ରକାରର ମାଇକ୍ରୋଫାଇଟ[୧] ଜାତୀୟ ପ୍ରାଣୀ ମଧ୍ୟ ରହନ୍ତି ।
ପରିବେଶ
ସମ୍ପାଦନାଏହି ହ୍ରଦ ସହରର ପରିବେଶ ସନ୍ତୁଳନ[୨] ପାଇଁ ବହୁତ ଅବଦାନ ଦେଇଥାଏ ।
ସମସ୍ୟା ସମୂହ
ସମ୍ପାଦନାଏହି ହ୍ରଦ ନିକଟରେ ଅବାରିତ ପ୍ରସ୍ତରଖନନ ହୋଇ ଏହାର ପରିବେଶକୁ ନଷ୍ଟ କରୁଛି । ପୁଣି ସହରରୁ ନିଷ୍କାସିତ ମଇଳା ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି ।[୩][୨][୪]
ପର୍ଯ୍ୟଟନ
ସମ୍ପାଦନାଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କର ଏକ ଅଂଶ ଭାବରେ ପରିଚାଳିତ ହୁଏ । ଏଠାରେ ସ୍କୁବା-ଡାଇଭିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ ।[୨]
ଆଧାର
ସମ୍ପାଦନା- ↑ "Kanjia Lake". Nandankanan Zoo. Retrieved 27 January 2013.
- ↑ ୨.୦ ୨.୧ ୨.୨ "Kanjia lake outlet faces threat of being clogged". The Hindu. 9 June 2009. Archived from the original on 2 June 2013. Retrieved 14 December 2012.
{{cite news}}
: More than one of|accessdate=
and|access-date=
specified (help) - ↑ "Kanjia lake shrinking?". The Hindu. 10 August 2010. Retrieved 27 January 2013.
{{cite news}}
: More than one of|accessdate=
and|access-date=
specified (help) - ↑ "Nandankanan lake chokes - Encroachment threat to wetlands". The Telegraph. 30 December 2012. Retrieved 27 January 2013.
{{cite news}}
: More than one of|accessdate=
and|access-date=
specified (help)