କାଞ୍ଚନ ଅବସ୍ତି

ଭାରତୀୟ ଅଭିନେତ୍ରୀ

କାଞ୍ଚନ ଅବସ୍ତି ଜଣେ ଭାରତୀୟ ମଡେଲ ଓ ଅଭିନେତ୍ରୀ । ସେ ଭାରତୀୟ ଦୂରଦର୍ଶନ କାର୍ଯ୍ୟକ୍ରମ ଆମ୍ମା ଏବଂ ହିନ୍ଦୀ କଥାଚିତ୍ର ମଣ୍ଟୋ ରିମିକ୍ସ, ଭୂତବାଲି ଲଭ୍ ଷ୍ଟୋରୀ , ଗୁଣୱାଲି ଦୁଲହନିଆ ଏବଂ ଫ୍ରାଉଡ୍ ସୈୟାଁରେ ଅଭିନୟ କରିଛନ୍ତି ।[୧] ସେ ଆଭନ ସାଇକେଲ ପାଇଁ ବ୍ରାଣ୍ଡ ଆମ୍ବସେଡର ଭାବରେ କାମ କରୁଛନ୍ତି ।[୨]

କାଞ୍ଚନ ଅବସ୍ତି
୨୦୨୨ ମସିହାରେ କାଞ୍ଚନ ଅୱସ୍ତି
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ୱେବସାଇଟkanchanawasthi.com

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଚରିତ୍ର
୨୦୨୨ ଲଭ୍ ହ୍ୟାକର୍ସ[୩] ଶାମଳି ଯାଦବ
୨୦୨୧ ମଣ୍ଟୋ ରିମିକ୍ସ[୪] କୁଲୱନ୍ତ କୌର
କୁତୁବମିନାର ଭୁଲ୍‌କି
୨୦୧୯ ଗୁନୱାଲି ଦୁଲହନିଆ[୫] ଶର୍ମିଲି ରାୟ[୬]
ଫ୍ରଡ୍ ସାଇୟାନା[୭] ନମିତା
୨୦୧୮ ଭୂତୱାଲି ଲଭ୍ ଷ୍ଟୋରୀ[୮] ମଧୁବାଲା (ଭୂତୁଣୀ)
ମେଁ ଖୁଦିରାମ ବୋଷ ହୁଁ[୯] ନାନିବାଲା
୨୦୧୩ ଅଙ୍କୁର୍ ଔର୍ ମର୍ଡ଼ର୍ କେସ୍ ଡ. ହିୟା ଶାହ

ଅଭିନୀତ ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଓଟିଟି ଚରିତ୍ର
୨୦୨୩ ହସୀ ତୋ ଫସୀ ଅମାଜନ ମିନି ଟିଭି ଅଞ୍ଜଳି
ଲାଲ ବତୀ[୧୦] ଭୁଟ୍ ମୋହିନୀ
ମଜନୁ ସେଲୁନ୍ ନେଟଫ୍ଲିକ୍ସ ମୋନା
କିସ୍ ମାର୍କ ହଟଷ୍ଟାର ମାୟା
ଶବାନା (ସୁର୍ଖ୍) ଅତରଙ୍ଗି ସାବା
୨୦୨୨ ଭୈୟା ଜି ସ୍ମାଇଲ୍ ଏମ୍‌ଏକ୍ସ୍ ପ୍ଲେୟାର୍ ସାଜନୀ
୨୦୨୧ ରନ୍‌ୱେ ଲୁଗାଇ[୧୧] ମଇନା
ରାତ୍ ବାକି ହୈ[୧୨] ଜି ୫ ଅତିଥି କଳାକାର

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଭାଷା ମନ୍ତବ୍ୟ
୨୦୧୬ ଆମ୍ମା ସର୍‌ଲା ହିନ୍ଦୀ ଜୀ ଟିଭି
୨୦୧୪ ଆତି ରାନେଗି ବାହାରେ ଆରୋହୀ ହିନ୍ଦୀ ଶଗୁନ୍ ଟିଭି
୨୦୧୩ ମେରା ଗାଓଁ ମେରା ଦେଶ୍ କୁସୁମ ହିନ୍ଦୀ ଦୂରଦର୍ଶନ

ପୁରସ୍କାର ସମ୍ପାଦନା

  • ମୁମ୍ବାଇ ଗ୍ଲୋବାଲ ଆଚିଭର୍ସ (୨୦୧୬)[୧୩]
  • ଇଣ୍ଡିଆ ଅନବାଉଣ୍ଡ ଶ୍ରେଷ୍ଠ ଉଦୀୟମାନ ଅଭିନେତ୍ରୀ (୨୦୧୮)
  • ଭାରତ ସମ୍ମାନ (୨୦୨୨)[୧୪]

ଆଧାର ସମ୍ପାଦନା

  1. "Kanchan Awasthi Filmograph". Bollywood Hungama (in ଆମେରିକୀୟ ଇଂରାଜୀ). Retrieved 18 September 2017.
  2. https://firstindia.co.in/news/press-releases/kanchan-awasthi-the-new-brand-ambassador-for-avon-cycles
  3. "I enjoy doing roles that challenge me as a performer: Kanchan Awasthi". 21 August 2020.
  4. "Director Shrivas Nydu's film "Manto Remix" will be released on OTT". Archived from the original on 12 November 2021. Retrieved 12 November 2021.
  5. "First Poster of Upcoming Rom-Com Bollywood Movie 'Gunwali Dulhaniya". 4 March 2019.
  6. "Kanchan Awasthi Interview: 'यहूदी की लड़की' कैसे बनी 'गन वाली दुल्हनिया': कंचन अवस्थी | Hari Bhoomi". 8 May 2019.
  7. "I enjoy doing roles that challenge me as a performer: Kanchan Awasthi". 21 August 2020.
  8. "Kanchan Awasthi : "I am Excited to be Part of a Biopic"". Cinebuster.in. 3 March 2018. Retrieved 9 December 2018.
  9. "'Wanted to be a part of historical cinema'- Rituparna Sengupta". Bollywood Helpline.
  10. "Dabang fame Bhaiya ji smiles in Chandigarh". 20 October 2021.
  11. "No casting couch issue but was asked to compromise in remunerations: Kanchan Awasthi". 28 April 2018.
  12. "Kanchan Awasthi on Her Movies, Web Series & Lockdown Paintings". 22 September 2020.
  13. "Mumbai Global Achiever's Award 2016 - Photos". International Business Times, India Edition. Retrieved 9 December 2018.
  14. "कंचन अवस्थी को मिला 'भारत सम्मान'-2022". 19 August 2022.

ବାହାର ଲିଙ୍କ୍ ସମ୍ପାଦନା