କାଙ୍ଗ୍ରେଲୋର

ପ୍ଲାଟେଲେଟ ଜମାଟ ହେବାକୁ ଅବରୋଧ କରେ ।

କାଙ୍ଗ୍ରେଲୋର, ଏକ ବେପାର ନାମ କେଙ୍ଗ୍ରିଆଲ, ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରି ଇଣ୍ଟରଭେନସନ ଅସ୍ତ୍ରୋପଚାର ସମୟରେ ରକ୍ତ ଜମାଟ ନ ବାନ୍ଧିବା ନିମନ୍ତେ ଦିଆଯାଏ । [୧] ଏହା ଆସ୍ପିରିନ୍ ସହିତ ବ୍ୟବହୃତ ହୁଏ | [୧] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୨]

କାଙ୍ଗ୍ରେଲୋର
Clinical data
Trade namesKengreal, Kengrexal, Canreal
SynonymsAR-C69931MX
AHFS/Drugs.commonograph
data
Routes of
administration
Intravenous
Legal status
Legal status
Pharmacokinetic data
Bioavailability100% (IV)
Protein binding~97–98%.
MetabolismRapid deactivation in the circulation (independent of CYP system)
Elimination half-life~3–6 minutes
ExcretionKidney (58%), Bile duct (35%)
Identifiers
  • [dichloro-[[[(2R,3S,4R,5R)-3,4-dihydroxy-5-[6-(2-methylsulfanylethylamino)-2-(3,3,3-trifluoropropylsulfanyl)purin-9-yl]oxolan-2-yl]methoxy-hydroxyphosphoryl]oxy-hydroxyphosphoryl]methyl]phosphonic acid
Chemical and physical data
FormulaC17H25Cl2F3N5O12P3S2
Molar mass୭୭୬.୩୫ g·mol−1
3D model (JSmol)
  • CSCCNC1=NC(=NC2=C1N=CN2[C@H]3[C@@H]([C@@H]([C@H](O3)COP(=O)(O)OP(=O)(C(P(=O)(O)O)(Cl)Cl)O)O)O)SCCC(F)(F)F
  • InChI=1S/C17H25Cl2F3N5O12P3S2/c1-43-5-3-23-12-9-13(26-15(25-12)44-4-2-16(20,21)22)27(7-24-9)14-11(29)10(28)8(38-14)6-37-42(35,36)39-41(33,34)17(18,19)40(30,31)32/h7-8,10-11,14,28-29H,2-6H2,1H3,(H,33,34)(H,35,36)(H,23,25,26)(H2,30,31,32)/t8-,10-,11-,14-/m1/s1 ☒N
  • Key:PAEBIVWUMLRPSK-IDTAVKCVSA-N ☒N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ପି୨ୱାଇ୧୨ (P2Y <sub id="mwGw">12</sub>) ଇନହିବିଟର ଅଟେ ଯାହା ପ୍ଲାଟେଲେଟ ଗୁଡ଼ିକ ଏକତ୍ର ରହିବାକୁ ଅବରୋଧ କରିଥାଏ । [୨] [୧]

୨୦୧୫ ମସିଜାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କାଙ୍ଗେଲୋରକୁ ଅନୁମୋଦନ କରାଯାଇଥିଲା। [୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାରର ମୂଲ୍ୟ ପ୍ରାୟ £ ୨୫୦ ଅଟେ। [୩] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୮୩୦ ଡଲାର ଅଟେ | [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Kengrexal". Archived from the original on 17 April 2021. Retrieved 29 December 2021.
  2. ୨.୦ ୨.୧ ୨.୨ ୨.୩ "Cangrelor Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 29 December 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 225. ISBN 978-0857114105.
  4. "Kengreal Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 29 December 2021.