କାଙ୍ଗରୀ ଭାଷା

ଉତ୍ତର ଭାରତର ଭାଷା |

Kangri ଏକ ଭାରତୀୟ ଭାଷା । ଏହା ଉତ୍ତର ଭାରତର କଙ୍ଗରା , ହମୀରପୁର , ବିଳାସପୁର ଓ ଊଣା ଜିଲ୍ଲାରେ ପ୍ରଚଳିତ । ମାଣ୍ଡୀ ଜିଲ୍ଲା ତଥା ହିମାଚଳ ପ୍ରଦେଶ ଓ ଗୁରୁଦାସପୁର ଓ ପଞ୍ଜାବର ହୋଶିୟାରପୁର ଜିଲ୍ଲାରେ ମଧ୍ୟ କିଛି କଙ୍ଗରା ବାସା ବ୍ୟବହାର କରୁଥିବା ଲୋକ ରହନ୍ତି । 1960 ମସିହାରୁ କଙ୍ଗରା ଭାଷାକୁ ପହରୀ ଭାଷାର ଉପଭାଷା ହିସାବରେ ମାନ୍ୟତା ଦିଆଯାଇଛି । ଏହାର ଭାଷା ଗତ ବନାନରେ ପଞ୍ଜାବୀ ଭାଷାର ମେଲ ଥିବାର ଦେଖାଯାଇଥାଏ । 

Kangri
Native toIndia
ଅଞ୍ଚଳKangra Valley
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Devanagari
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
No official status
ଭାଷା କୋଡ୍
ISO ୬୩୯-୩xnr

ଆଧାର   ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା