କଲ୍ୟାଣେଶ୍ଵରୀ ମନ୍ଦିର

ଏହି ମନ୍ଦିର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଆସାନସୋଲ ସଦର ଉପକ୍ଷେତ୍ର ବା ସବଡିଭିଜନ ଅନ୍ତର୍ଗତ କଲ୍ୟାଣେଶ୍ଵରୀ

କଲ୍ୟାଣେଶ୍ୱରୀ ମନ୍ଦିର, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର (Paschim Bardhaman district) ଆସାନସୋଲ ସଦର ଉପକ୍ଷେତ୍ର ବା ସବଡିଭିଜନ ଅନ୍ତର୍ଗତ କଲ୍ୟାଣେଶ୍ୱରୀ ସ୍ଥାନରେ ଅବସ୍ଥିତ । ଏହା ଭାରତର ପଶ୍ଚିମ ବଙ୍ଗ ପ୍ରଦେଶରେ ଅଛି ।

କଲ୍ୟାଣେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictPaschim Bardhaman
ଦେବାଦେବୀଦେବୀ କଲ୍ୟାଣେଶ୍ୱରୀ
Location
ସ୍ଥାନକଲ୍ୟାଣେଶ୍ୱରୀ, Asansol
Stateପଶ୍ଚିମ ବଙ୍ଗ
Countryଭାରତ
କଲ୍ୟାଣେଶ୍ଵରୀ ମନ୍ଦିର is located in West Bengal
କଲ୍ୟାଣେଶ୍ଵରୀ ମନ୍ଦିର
Location in West Bengal
କଲ୍ୟାଣେଶ୍ଵରୀ ମନ୍ଦିର is located in India
କଲ୍ୟାଣେଶ୍ଵରୀ ମନ୍ଦିର
କଲ୍ୟାଣେଶ୍ଵରୀ ମନ୍ଦିର (India)
ଭୌଗଳିକ ଅବସ୍ଥିତି23°46′38″N 86°49′42″E / 23.77722°N 86.82833°E / 23.77722; 86.82833
Website
paschimbardhaman.co.in


ଭୂଗୋଳ ସମ୍ପାଦନା

ଦାମୋଦର ଭାଲି କର୍ପୋରେସନ ଅନ୍ତର୍ଗତ ବରକର ନଦୀରେ (Barakar River) ଉପରେ ନିର୍ମିତ ମୈଥନ ସେତୁର (Maithon Dam) ତଳ ଶ୍ରୋତର କୂଳରେ ଏହି ମନ୍ଦିର ଅବସ୍ଥିତ । ଏହି ନଦୀ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ସୀମାରେ ପ୍ରବାହିତ ହେଉଛି । ଗ୍ରାଣ୍ଡ ଟ୍ରଙ୍କ ରାସ୍ତାଠାରୁ (Grand Trunk Road) ୭ କିମି ଦୂରରେ ଓ ସଦ୍ୟ ନିର୍ମିତ ଜାତୀୟ ରାଜପଥ ୧୯ ବାଇପାସଠାରୁ ୧ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।

ଏଥି ସହିତ ପ୍ରଦର୍ଶିତ ମାନଚିତ୍ରରେ ଏ ସମସ୍ତ ପ୍ରଦର୍ଶିତ ହୋଇଛି ।

ଇତିହାସ ସମ୍ପାଦନା

ପ୍ରାୟ ୫୦୦ ବର୍ଷର ପୁରାତନ ଶକ୍ତି Shakti ପୂଜା ସ୍ଥଳ ଥିଲା ଏହି କଲ୍ୟାଣେଶ୍ୱରୀ ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରରେ ପୂର୍ବେ ନରବଳି ଦିଆଯାଉଥିଲା । ଆଧୁନିକ ମନ୍ଦିର କିନ୍ତୁ ଅତି ପୂରାତନ ମନ୍ଦିର ନୁହେଁ ଓ ଏହାକୁ ଶ୍ରୀ ଗୁରୁଦିନ ପ୍ରସାଦ ପାଲ ନିର୍ମାଣ କରିଥିଲେ ।[୧][୨]

ଆଧାର ସମ୍ପାଦନା

  1. Ghosh, Binoy, Paschim Banger Sanskriti, (in Bengali), part I, 1976 edition, p. 221, Prakash Bhaban
  2. "Kalyaneshwari Temple". india9.com. Retrieved 2009-09-25.

Video of Temple

ବାହ୍ୟ ଲିଙ୍କ ସମ୍ପାଦନା

ମନ୍ଦିର ପରିଦର୍ଶନର ତଥ୍ୟ ଦିଆଯାଇଛି ।