କଲମ

ଲେଖିବା ପାଇଁ ବ୍ୟବହାର କରାଯାଇଉଥିବା ଏକ ସାଧନ

କଲମ କହିଲେ ସାଧାରଣତଃ ଏକ ଲେଖନୀକୁ ବୁଝାଇଥାଏ । ଏହି ଲେଖନୀଦ୍ୱାରା କାଗଜ ବା ସେହିଭଳି କିଛି ଜିନିଷ ଉପରେ ଲେଖିହୁଏ ବା କିଛି ଚିହ୍ନ କରିହୁଏ ।[]

ଏକ କଲମ
A Luxury ballpoint pen

ଇତିହାସ

ସମ୍ପାଦନା

ପୂର୍ବ କାଳରେ ଲୋକମାନେ ଏକ ଟାଣ ଧାତୁ ସାହାଯ୍ୟରେ ତାଳ ପତ୍ରରେ ଲେଖୁଥିଲେ । ଏହା ପରେ ପରେ ମୟୁର ପର ଓ ଦୁଆତରେ ଲେଖିବା ଆରମ୍ଭ କଲେ । ମୟୁର ପର ପରିବର୍ତେ କିଛିଦିନ ପରେ ଏକ ଲେଖନୀ ଯେଉଁଥିରେ କିଛି କାଳି ବା ଦୁଆତ ଭରା ଯାଇପାରିବ ତାହା ବ୍ୟବହାର କରାଗଲା । ଏହାକୁ ଫାଉଣ୍ଟେନ ପେନ କୁହାଯାଉଥିଲା । ଏହାପରେ ଆଧୁନିକ ଯୁଗର କଲମର ଉଦ୍ଭାବନ ହେଲା ।୧୭୭୦ ମସିହାରେ ସାର ଜୋସେପ ପରିସେଟଲି ବଲ ପଏଣ୍ଟ କଲମ ଉଦ୍ଭାବନ କଲେ।

କଲମର ତିଆରି ପରେ ପରେ ପେନସିଲର ଉଦଭାବନ ହେଲା

ପ୍ରକାର

ସମ୍ପାଦନା

ବିଭିନ୍ନ ପ୍ରକାରର କଲମ ଦେଖିବାକୁ ମିଳିଥାଏ ।

ଏହା ଜେଲ କଲମ ଓ ବଲ ପଏଣ୍ଟ ଭାବରେ ମିଲିଥାଏ।

  1. http://www.merriam-webster.com/dictionary/pen

ଆହୁରି ପଢ଼ନ୍ତୁ

ସମ୍ପାଦନା