କରୁଣାକର
ଭାରତୀୟ କଣ୍ଠଶିଳ୍ପୀ
କରୁଣାକର ସେଠୀ ଜଣେ ଭାରତୀୟ ଓଡ଼ିଆ ଗାୟକ । ସେ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗୀତ ସହ ଲଘୁସଂଗୀତ, ଭଜନ, ଆକାଶବାଣୀ, ଦୂରଦର୍ଶନରେ ଜଣେ କଣ୍ଠଦାନ କରିଛନ୍ତି ।
ଜୀବନୀ
ସମ୍ପାଦନାକରୁଣାକରଙ୍କ ଜନ୍ମନାମ କରୁଣାକର ସେଠୀ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ କୁଜଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ଜୀବନ ତାଙ୍କ ନିଜ ଗ୍ରାମରେ ବିତିଥିଲା । ପରେ ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ କଟକରେ ତାଙ୍କର ସଂଗୀତ ବୃତ୍ତି ଆରମ୍ଭ କରିଥିଲେ ।
ଲୋକପ୍ରିୟ ଗୀତ
ସମ୍ପାଦନାକରୁଣାକର ଗାଇଥିବା ଲୋକପ୍ରିୟ ଗୀତ:
- ହାଏ ହାଏ ଲୋ ମୋର ଫୁଲେଇ ରାଣୀ- ଫୁଲେଇ ରାଣୀ
- ତାଳଫଟକା- ତାଳଫଟକା
- ଲହରୀରେ ଲହରୀରେ ଲହରୀ- ଜାଇଫୁଲ
- ସେଇ ଶୀତ ସକାଳ.... ଚାଲ୍ ଗାଁକୁ ଜିବା ଫେରି- ଖାସ୍ ତମ ପାଇଁ
- ଦେ ବୋଳିଦେ - ଆ ଜହ୍ନରେ ଲେଖିବା ନାଁ
- କାଚର କବାଟ ଦେଇ ମୁହଁ ସିନା ଦେଖାଜାଏ- ଶତୃସଂହାର
- ଛାମୁ ଜାହା ଦେଲେ ହରସେ
- ବାଟ ଭୁଲ୍ ଥିଲା ବୋଲି ଜାଣିଲି ସେଦିନ
- ଖୁସି ଲୋ ଖୁସି- ଡନ୍
- କେତେ ମୁଁ ପାପ ଫଳର ଚାଖିଚି ସୁଆଦ
- ନିଆଁଲଗା ପ୍ରେମ
- ନାତିଆରେ ନାତିଆ
- ବ୍ୟାଡ ଗ୍ୟାଲ୍
- ଜୀବନ ତ କିଛି ନୁହଁ - ଶତୃସଂହାର
- ଭୋର ହେଲେ
- ସମୟତ କେବେ ଫେରି ଚାହେଁନା- ଅନାମିକା ନାୟିକା
- ହେ ଚକ୍ରଧର
- ତୁ ଗଲୁ ମତେ ଭୁଲି- କବାଟ ଖୋଲ
- ରାତିର ଫୁଲକୁ ପଚାରି ବୁଝନା- ଆଉ କେତେଦିନ
- ସେଇ ମୋର ପ୍ରେମିକା- ପ୍ରେମିକା
- ଶରଣ ଦେ କି ମରଣ ଦେ
- ତୁମେ ମୋର ସକାଳ ବିଭୁତି
- ସାଇ ତୁମ ଶରଣ ଗଙ୍ଗାରେ
- ପାହାଡ ଘାଟି ସିମାରେ ଛୁଟେ
- ବନ୍ଦେ ମାତରମ୍
- ହୋ ଗେଇହେ ପିର୍ ପରବତ୍
- ତେଲର ଶିଶି ଭାଙ୍ଗିଦେଲି ବୋଲି
- ତୁମ ଦୀପରମାନେ କିଛି ନାହିଁ ଏ ଅନ୍ଧର- ଆହେ ଚକାଡୋଳା
- ଏଇନେ ଏଇନେ ......ରାମ୍ ନାମ୍ ସତ୍ୟ ହେ- ଆହେ ଚକାଡୋଳା
- ସହିଲି ବୋଲି.....ଆହେ ଚାକାଡୋଳା
- ମାୟା ଗୋଲାପି
- ଏ ବାଟ ପ୍ରେମର....
- ବୋଉ
- ଆଜିବି ଶ୍ରାବଣକୁ
- ଆଖି ବୁଜି ଆଖିତୁ ଖୋଲିବୁ ଲୋ
- ବଗିଚାକୁ ତତୋର ଫଗୁଣ ଆସିଛି
- ବାଟ ଭୁଲ୍ ଥିଲା ବୋଲି...
- ଚେହେରା ବଜଳେ- ତମ ବାଟ ରହିଚି ଚାହିଁ
- ଏ କେଉଁ ସହର - ପୁଣିଥରେ
- ଏଇ ସହରର ରାଜ ପଥ ଧାରେ - ଜହ୍ନରାତି
- ଏଇ ସହରର ଅନ୍ଧ ଗଳିରେ ତମକୁ ଭେଟିଲି ଚିତ୍ରଲେଖା
- ଏମିତି ରାତି- ପୁଣିଥରେ
- କଥା ଥିଲା ଅାମ
- ମହୁ ମହୁ ସେ ସମୟ ଚାହୁଁ ଚାହୁଁ ବତିଗଲା
- ମୁଁ ହେବି ପବନ
- ସିମା ହିନ ଦରିଆ- ପୁଣିଥରେ
- ଏତେ ବଡ଼ ଦୁନିଆ
- ଢାଳିଦିଆ ସାରା ଧରଣୀରେ ଆଜି- ପୁଣିଥରେ
- ଘୋଡେଇ ଦେ ମା ପଣତ
- ହେ ମା ତତେ ପ୍ରଣାମ- ବୋଉ
- ଜଗତରେ ପରା
- ଝୁଣ୍ଟିବା ଲୋକକୁ ମାଟିରୁ ଉଠେଇ
- ମହାବାହୁ
- ମନ ଚଗଲାରେ
- ମୋ ଦୁନିଆ ଲୋ ବୋଉ- ବୋଉ
- ମୁଁ କେବେ କହିପାରେ ନା- ବୋଉ
- ରୁଚୁ ନରୁଚୁ ଖା ପିତା
- ସବୁ ଅଭିନୟ
- ତତେ ସଖା ବୋଲି
- ମୋ ପୁଅ ଜଗନ୍ନାଥ
- ଟୋପାଏ ଚନ୍ଦନ- ନିମଦାରୁ
ଆହୁରି ଅନେକ ଚଳଚ୍ଚିତ୍ର ଓ କ୍ୟାସେଟ୍ରେ ସେ କଣ୍ଠ ଦାନ କରିଛନ୍ତି ଓ ଅନେକ ଲୋକପ୍ରିୟ ଗୀତର ଅଧିକାରୀ କରୁଣାକର ।