କମାର ହେଉଛି ଏକ ଇଣ୍ଡିକ ଭାଷା ଯାହା କେନ୍ଦ୍ରୀୟ ଭାରତର କମାର ଆଦିବାସୀ ଲୋକମାନଙ୍କ ଦ୍ୱାରା କଥିତ ହୋଇଥାଏ । ଏହା ଦୁଇଟି ଜିଲ୍ଲା, ଗୋଟିଏ ମଧ୍ୟପ୍ରଦେଶ ଏବଂ ଗୋଟିଏ ଛତିଶଗଡ଼ରେ କଥିତ ।

କମାର
Native toଭାରତ
ଅଞ୍ଚଳମଧ୍ୟପ୍ରଦେଶ, ଛତିଶଗଡ଼
ମାତୃଭାଷୀ
[]
ଇଣ୍ଡୋ-ୟୁରୋପୀୟ
  • ଇଣ୍ଡୋ-ଇରାନ ଭାଷା
    • ଇଣ୍ଡୋ-ଆର୍ଯ୍ୟ ଭାଷା
      • ପୂର୍ବ ଇଣ୍ଡୋ-ଆର୍ଯ୍ୟ ଭାଷା
        • ହଲବୀକ୍ ଭାଷା[]
          • କମାର
ଭାଷା କୋଡ୍
ISO ୬୩୯-୩keq
ଗ୍ଲୋଟୋଲୋଗkama1350

୨୦୦୩ ମସିହାରେ, କମାର ଭାଷାଭାଷୀ ମାନଙ୍କ ସଂଖ୍ୟା ପ୍ରାୟ ୪୦,୦୦୦ ଲୋକ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, କମାର ଆର୍ଯ୍ୟ ଗୋଷ୍ଠୀ ସମୂହ ଅଟନ୍ତି ।

କମାର ସମ୍ପ୍ରଦାୟ

ସମ୍ପାଦନା

କମାର ଏକ ଭାରତୀୟ ଜାତି ଅଟେ । ଏହି ଜାତି ମୁଖ୍ୟତଃ ଓଡ଼ିଶାରେ ଦେଖିବାକୁ ମିଳିଥାନ୍ତି । କମାର ସମ୍ପ୍ରଦାୟ ବଙ୍ଗଳାର ଶ୍ରମିକ ଜାତି ସହିତ ସମାନ ଅଟନ୍ତି ।[][] ଓଡ଼ିଶାରେ କମାରମାନେ ଅନ୍ୟ ପଛୁଆ ବର୍ଗ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି ।[]

  1. କମାର at Ethnologue (18th ed., 2015)
  2. Hammarström, Harald; Forke, Robert; Haspelmath, Martin; Bank, Sebastian, eds. (2020). "Kamar". Glottolog 4.3.
  3. Geir Heierstad (2 January 2017). Caste, Entrepreneurship and the Illusions of Tradition: Branding the Potters of Kolkata. Anthem Press. pp. 22–. ISBN 978-1-78308-518-7.
  4. Śaratcandra Caṭṭopādhyāya; Aruna Chakravarti (2005). The Saratchandra Omnibus: Srikanta. Penguin Books India. pp. 420–. ISBN 978-0-14-400014-2.
  5. "www.bcmbcmw.tn.gov.in" (PDF).