କମଳାକାନ୍ତ କର
ଭାରତୀୟ ହୋମିଓପାଥି ଚିକିତ୍ସକ ଓ ସାହିତ୍ୟିକ
କମଳାକାନ୍ତ କର ଜଣେ ହୋମିଓପାଥି ଚିକିତ୍ସକ ଓ ସାହିତ୍ୟିକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କଲିଖିତ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇସାରିଛି ।
କମଳାକାନ୍ତ କର | |
---|---|
ଜନ୍ମ | ମୂଳବସନ୍ତ, ମାହାଙ୍ଗା, କଟକ ମେହେନ୍ଦିପୁର,କଟକ |
ମୃତ୍ୟୁ | ୧୫ ଫେବୃଆରୀ ୨୦୨୪ ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ହୋମିଓପାଥି ଚିକିତ୍ସକ |
ପିତାମାତା | ସୂର୍ଯ୍ୟମଣି କର |
ଜୀବନୀ
ସମ୍ପାଦନାସେ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୂର୍ଯ୍ୟମଣି କର ।[୧] ୨୦୨୪ ମସିହା ଫେବୃଆରୀ ୧୫ ତାରିଖରେ ତାଙ୍କ ଭୁବନେଶ୍ୱରର ନୂଆପଲୀସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା ।[୨]
ସାହିତ୍ୟ କୃତି
ସମ୍ପାଦନା- ବିବିଧ ପ୍ରସଙ୍ଗ
- ହୋମିଓପାଥି ବ୍ୟବସ୍ଥା ଓ ଅବ୍ୟବସ୍ଥା
- ସାଉଁଟାଫୁଲ ଓ ବିରିୟାନୀ
- ହୋମିଓପାଥି ଷ୍ଟେଟ୍ ଆଣ୍ଡ ଆର୍ଫାୟାସ[୩]
ଆଧାର
ସମ୍ପାଦନା- ↑ "ଲିଭିଗଲା ମାହାଙ୍ଗାର ଦୀପ, ଆଉ ନାହାନ୍ତି ବାଣୀପୁତ୍ର ଡାକ୍ତର କମଳାକାନ୍ତ କର". www.eodishasamachar.com. eodishasamachar. Archived from the original on 16 February 2024. Retrieved 16 February 2024.
- ↑ "Ace homeopathic Physician Dr Kamalakant Kar passes away". www.prameyanews.com. prameya. Archived from the original on 16 February 2024. Retrieved 16 February 2024.
- ↑ "ଡାକ୍ତର କମଳାକାନ୍ତ କରଙ୍କ ପରଲୋକ". www.middayodisha.com. mid day odisha. Archived from the original on 16 February 2024. Retrieved 16 February 2024.