କମଳାକାନ୍ତ କର

ଭାରତୀୟ ହୋମିଓପାଥି ଚିକିତ୍ସକ ଓ ସାହିତ୍ୟିକ

କମଳାକାନ୍ତ କର ଜଣେ ହୋମିଓପାଥି ଚିକିତ୍ସକ ଓ ସାହିତ୍ୟିକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କଲିଖିତ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇସାରିଛି ।

କମଳାକାନ୍ତ କର
ଜନ୍ମ
ମୂଳବସନ୍ତ, ମାହାଙ୍ଗା, କଟକ

ମେହେନ୍ଦିପୁର,କଟକ
ମୃତ୍ୟୁ୧୫ ଫେବୃଆରୀ ୨୦୨୪
ଭୁବନେଶ୍ୱର
ଜାତୀୟତା ଭାରତୀୟ
ପ୍ରସିଦ୍ଧିହୋମିଓପାଥି ଚିକିତ୍ସକ
ପିତାମାତାସୂର୍ଯ୍ୟମଣି କର

ଜୀବନୀ ସମ୍ପାଦନା

ସେ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୂର୍ଯ୍ୟମଣି କର ।[୧] ୨୦୨୪ ମସିହା ଫେବୃଆରୀ ୧୫ ତାରିଖରେ ତାଙ୍କ ଭୁବନେଶ୍ୱରର ନୂଆପଲୀସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା ।[୨]

ସାହିତ୍ୟ କୃତି ସମ୍ପାଦନା

  • ବିବିଧ ପ୍ରସଙ୍ଗ
  • ହୋମିଓପାଥି ବ୍ୟବସ୍ଥା ଓ ଅବ୍ୟବସ୍ଥା
  • ସାଉଁଟାଫୁଲ ଓ ବିରିୟାନୀ
  • ହୋମିଓପାଥି ଷ୍ଟେଟ୍ ଆଣ୍ଡ ଆର୍ଫାୟାସ[୩]

ଆଧାର ସମ୍ପାଦନା

  1. "ଲିଭିଗଲା ମାହାଙ୍ଗାର ଦୀପ, ଆଉ ନାହାନ୍ତି ବାଣୀପୁତ୍ର ଡାକ୍ତର କମଳାକାନ୍ତ କର". www.eodishasamachar.com. eodishasamachar. Archived from the original on 16 February 2024. Retrieved 16 February 2024.
  2. "Ace homeopathic Physician Dr Kamalakant Kar passes away". www.prameyanews.com. prameya. Archived from the original on 16 February 2024. Retrieved 16 February 2024.
  3. "ଡାକ୍ତର କମଳାକାନ୍ତ କରଙ୍କ ପରଲୋକ". www.middayodisha.com. mid day odisha. Archived from the original on 16 February 2024. Retrieved 16 February 2024.