କମଲିକା ବାନାର୍ଜୀ

ଭାରତୀୟ ଅଭିନେତ୍ରୀ

କମଲିକା ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ କମଲିକା ବନ୍ଦୋପାଧ୍ୟାୟ ଭାବରେ ମଧ୍ୟ ଜଣାଶୁଣା ।[୧][୨][୩] ତାଙ୍କ ଅଭିନୀତ କଥାଚିତ୍ର ମଧ୍ୟରେ ଗାଣ୍ଡୁ (୨୦୧୦), ଅଟୋଗ୍ରାଫ୍ (୨୦୧୦) ଆଦି ଅନ୍ୟତମ ।

କମଲିକା ବାନାର୍ଜୀ
ଜନ୍ମ
ଜାତୀୟତାଭାରତୀୟ
ଅନ୍ୟ ନାମକମଲିକା ବନ୍ଦୋପାଧ୍ୟାୟ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ କଥାଚିତ୍ର ସମ୍ପାଦନା

  • ଆଇ ଲଭ୍ ୟୁ
  • ଟଲି ଲାଇଟସ
  • ଭାଲବାସା ଭାଲବାସା
  • କ୍ରସ କାନେକଶନ
  • ଓୟାନ୍ଟେଡ
  • ଅଟୋଗ୍ରାଫ୍
  • ଗାଣ୍ଡୁ
  • ନାତବର ନୋଟନ
  • ବଉ ବଉ ଖେଲା
  • ନନ୍ଦିନୀ
  • ଅବଶେଷେ

ଅଭିନୀତ ଧାରାବାହିକ ସମ୍ପାଦନା

  • ଚେକ୍‌ମିଟ୍
  • ଏଖାନେ ଆକାଶ ନୀଲ୍
  • ବେହୁଲା
  • ଚୋଖେର ତାରା ତୁଇ
  • ଇଷ୍ଟି କୁଟୁମ୍
  • ରାଜଜୋଟକ
  • ଜାପାନୀ ଟଏ
  • ଉମା
  • ଏକ୍ ଆକାଶେର୍ ନିଚେ
  • ଅଗ୍ନିପରୀକ୍ଷା
  • ବସନ୍ତ ବିଳାସ ମେସ୍‌ବାରି
  • ଉମାର ସଂସାର
  • ନୀଲ୍ ସୀମାନା
  • ରୋଶ୍ନୀ

ଆଧାର ସମ୍ପାଦନା

  1. "Kamalika Banerjee in Sujoy Ghosh's Next". Thaindian.com. Archived from the original on 14 March 2013. Retrieved 30 October 2012.
  2. "Kamalika Banerjee - Movies, Biography, News, Age & Photos". BookMyShow. Retrieved 20 December 2021.
  3. "Kamalika Banerjee: Movies, Photos, Videos, News, Biography & Birthday | eTimes". timesofindia.indiatimes.com. Retrieved 20 December 2021.

ବାହାର ଲିଙ୍କ୍ ସମ୍ପାଦନା