କବିତା ଦ୍ୱିବେଦୀ

ଓଡ଼ିଶୀ ନୃତ୍ୟଶିଳ୍ପୀ
(କବିତା ଦ୍ଦିବେଦୀରୁ ଲେଉଟି ଆସିଛି)

କବିତା ଦ୍ୱିବେଦୀ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ[୧][୨] ସେ ଓଡ଼ିଶୀ ନୃତ୍ୟ ଗୁରୁ ହରେକୃଷ୍ଣ ବେହେରାଙ୍କର ଝିଅ । କବିତା ଛୋଟବେଳୁ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ କରିବା ଆରମ୍ଭ କରିଥିଲେ ଏବଂ ଭାରତ ସରକାରଙ୍କର ସଂସ୍କୃତି ବିଭାଗଦ୍ୱାରା ଜାତୀୟ ବୃତ୍ତି ମଧ୍ୟ ପାଉଥିଲେ ।

କବିତା ଦ୍ୱିବେଦୀ
ବୃତ୍ତିଓଡ଼ିଶୀ ନୃତ୍ୟଶିଳ୍ପୀ
ପିତାମାତାହରେକୃଷ୍ଣ ବେହେରା (ବାପା)
ପୁରସ୍କାରନୃତ୍ୟ ଶିରୋମଣୀ ସମ୍ମାନ, ୨୦୦୭
ୱେବସାଇଟhttp://www.kavitadwibedi.org

ପୁରସ୍କାର ଓ ସମ୍ମାନ ସମ୍ପାଦନା

ସିଙ୍ଗାର ମଣି ପୁରସ୍କାର ୧୯୯୨ (ମୁମ୍ବାଇ), ସନାତନ ନୃତ୍ୟ ପୁରସ୍କାର ୧୯୯୪, ଗୁରୁ ସିଙ୍ଗାରୀ ଶ୍ୟାମ ସୂନ୍ଦର ପୁରସ୍କାର ୧୯୯୫, ମହିଳା ପ୍ରଗତି ପୁରସ୍କାର ୧୯୯୬, ମହିଳା ଶିରମଣୀ ପୁରସ୍କାର ୧୯୯୭, ଉତ୍କଳ ପ୍ରତିଭା ପୁରସ୍କାର ୧୯୯୮, ଆନ୍ତର୍ଜାତୀୟ ମହିଳା ଦିବସ ପୁରସ୍କାର ୧୯୯୯, ରାଷ୍ଟ୍ରୀୟ ଏକତା ପୁରସ୍କାର ୧୯୯୯, ପଲ୍ଲିଶ୍ରୀ ସମ୍ମାନ ୨000, ମାହାରୀ ପୁରସ୍କାର ୨000 (ଓଡ଼ିଶା), ସ୍ପେସିୟାଲ ମିଲେନିଯମନ ଟ୍ରଫି ୨000, ଇନ୍ଦ୍ରଣୀ ରେହେମାନ ସମ୍ମାନ ୨୦୦୧, ପ୍ରତିଭା ଶ୍ରୀ ସମ୍ମାନ ୨୦୦୩ (ଓଡ଼ିଶା), ରାଜିବ ଗାନ୍ଧୀ ସଦ୍‌ଭାବନା ସମ୍ମାନ ୨୦୦୪, ନୃତ୍ୟ ଶିରମଣୀ ସମ୍ମାନ ୨୦୦୭, ଭବିଷ୍ୟଜ୍ୟତି ସମ୍ମାନ-୨୦୦୭, ବାରୀ ଗୌରଭ-୨୦୦୮.[୩]

ଆଧାର ସମ୍ପାଦନା

  1. Lowen, Sharon (4 July 2017). "How to ruin a dance performance". The Asian Age. Retrieved 4 January 2019.
  2. Venkataraman, Leela (28 August 2014). "A movement in progress". The Hindu (in Indian English). Retrieved 4 January 2019.
  3. "Awards". www.kavitadwibedi.org. Retrieved 4 January 2019.

ବାହାର ଆଧାର ସମ୍ପାଦନା