[] Error: {{Lang}}: no text (help)Religionଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମDistrictChittoorGoverning bodyTirumala Tirupati DevasthanamsLocationସ୍ଥାନTirupatiCountryIndiaArchitectureTypeDravidian architectureInscriptionsSanskrit and Dravidian languagesWebsitetirupati.orgକପିଳ ତୀର୍ଥମ ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତତୁର ଜିଲ୍ଲାର ତିରୁପତିଠାରେ ଏହି ଶିବ ମନ୍ଦିର ଓ ତୀର୍ଥସ୍ଥଳୀ ରହିଛି । ଏଠାରେ ପୂଜିତ ହାଉଥିବା ମୂର୍ତିକୁ କପିଳ ମୁନି ସ୍ଥାନିତ କରିଥିଲେ ବୋଲି ବିଶ୍ୱାସ କରାଯାଇଥାଏ । ତେଣୁ ଏଠାରେ ଶିବଙ୍କୁ କପିଳେଶ୍ୱର ବୋଲି କୁହାଯାଏ । 

Kapila Theertham

ଶେଷଞ୍ଚଳମ ପର୍ବତ ଶ୍ରେଣୀର ତିରୁମାଳା ପର୍ବତର ପାଦଦେଶର ଗଡାଣିରେ ଏକ ପର୍ବତ ଗୁମ୍ଫା ମୁଖ ଆଗରେ ଏହି ମନ୍ଦିର ଅବସ୍ଥିତ । ଏହା ଉପରେ ପର୍ବତରୁ ଆସିଥିବା ଜଳଧାରା ମନ୍ଦିରରେ ପଡିଥାଏ । ଏକ ବିଶାଳ ପ୍ରସ୍ତର ଖୋଦିତ ଶିବଙ୍କ ବାହନ  " ନନ୍ଦୀ" ମୁଖଶାଳା ପାଖରେ ରହିଛି । 

ବ୍ୟୁପତ୍ତି  ସମ୍ପାଦନା

କପିଲା ମୁନିଙ୍କ ନାମାନୁସାରେ ଏହାର ନାମ କପିଳ ତୀର୍ଥମ ହେଇଛି ।  [୧]

କିମ୍ବଦନ୍ତୀ  ସମ୍ପାଦନା

କଥିତ ଅଛି କପିଲା ମୁନି ଏଠାରେ ଘୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଇ ଭଗବାନ ଶିବ ଓ ମାଁ ପାର୍ବତୀ ସେଠାରେ ତାଙ୍କ ସମ୍ମୁଖରେ ଉଭା ହେଇଥିଲେ । [୧] ଏଠାରେ ଥିବା ଶିବ ଲିଙ୍ଗା ପ୍ରକୃତିକ ଭାବରେ ବାହାରିଥିବା କୁହା ଯାଏ । .[୧]ବିଶ୍ୱାସ କରାଯାଏ ଯେ କପିଲା ମୁନି ପୁଷ୍କରିଣୀ ସ୍ଥ ଗରତାରୁ ନିର୍ଗତ ହେଇଥିଲେ । .[୧]

ଇତିହାସ  ସମ୍ପାଦନା

ତିରୁମାଲା ଓ ତିରୁଚାଣୁର ମନ୍ଦିରର ଉପସ୍ଥିତି ଯୋଗୁଁ ଏହି ମନ୍ଦିରର ଗୁରୁତ୍ୱ କମ ରହୁଥିଲେ ମଧ୍ୟ ଏହା ବିଜଯନଗରର ତତ୍ କାଳୀନ ରାଜାଙ୍କଦ୍ୱାରା 13 ଶ ଶତାବ୍ଦୀରୁ 16 ଶ ଶତାବ୍ଦୀ ଯାଏ ଦେଖା ରେଖାରେ ରହିଥିଲା । ରାଜା କୃଷ୍ଣ ଦେବା ରାୟ ଏହି ମନ୍ଦିରର ବହ ଉନ୍ନତି କରେଇଥିଲେ । 

Administration ସମ୍ପାଦନା

ତିରୁମାଳା ତିରୁପତି ଦେବସ୍ଥାନମ ପ୍ରତିଷ୍ଠାନ ତରଫରୁ ଏହି ମନ୍ଦିରର ପରିଚାଳନା କରା ଯାଇଥାଏ । ).[୨] ମଦିରରେ ରୀତିମତ ଭାବରେ ଯାନିଯାତରା ସମ୍ପନ୍ନ କରିବାର ଦାୟିତ୍ୱ ସେମାନେ ନେଇଥାନ୍ତି । .[୨]

ଧାର୍ମିକ ଗୁରୁତ୍ୱ  ସମ୍ପାଦନା

କାର୍ତିକ ପୁର୍ଣିମା ସମୟରେ ଏଠାରେ ବିଶେଷ ଭାବରେ ପୂଜା ରୀତି ଅନୁଷ୍ଠିତ ହେଇଥାଏ । .[୧] 

ଯାନୀ ଯାତ୍ରା  ସମ୍ପାଦନା

ଏଠାରେ ଶିବଙ୍କ ମନ୍ଦିର ମାନଙ୍କୁ ହଉଥିବା ସମସ୍ତ ପୂଜା ପାର୍ବଣ ସହ ପ୍ରତି ବର୍ଷ 9 ଦିନ ଧରି ଶୋଭାଯାତ୍ରା ସହ ଏକ ମେଳା ଏଠାରେ ହେଇଥାଏ । .[୩][୪]

ଉପ ମନ୍ଦିର  ସମ୍ପାଦନା

ମୁଖ୍ୟ ମନ୍ଦିର ସନ୍ନିକଟରେ ଅଗସ୍ଥେଶ୍ୱର , ରୁକ୍ମିଣୀ , ସତ୍ୟଭାମା , ଶ୍ରୀକୃଷ୍ଣଙ୍କ ମନ୍ଦିର ମାନ ମଧ୍ୟ ରହିଛି । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Hindu Temples in Tirupati
  • Kapila

ଆଧାର  ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tirumala Tirupati Devasthanams-Sri Kapileswara Swamy Temple". Tirumala Tirupati Devasthanams. Archived from the original on 9 October 2015. Retrieved 31 July 2015.
  2. ୨.୦ ୨.୧ {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)