କପିଳ ତୀର୍ଥମ
[] Error: {{Lang}}: no text (help)Religionଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମDistrictChittoorGoverning bodyTirumala Tirupati DevasthanamsLocationସ୍ଥାନTirupatiCountryIndiaArchitectureTypeDravidian architectureInscriptionsSanskrit and Dravidian languagesWebsitetirupati.orgକପିଳ ତୀର୍ଥମ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତତୁର ଜିଲ୍ଲାର ତିରୁପତିଠାରେ ଏହି ଶିବ ମନ୍ଦିର ଓ ତୀର୍ଥସ୍ଥଳୀ ରହିଛି । ଏଠାରେ ପୂଜିତ ହାଉଥିବା ମୂର୍ତିକୁ କପିଳ ମୁନି ସ୍ଥାନିତ କରିଥିଲେ ବୋଲି ବିଶ୍ୱାସ କରାଯାଇଥାଏ । ତେଣୁ ଏଠାରେ ଶିବଙ୍କୁ କପିଳେଶ୍ୱର ବୋଲି କୁହାଯାଏ ।
Kapila Theertham |
---|
ଶେଷଞ୍ଚଳମ ପର୍ବତ ଶ୍ରେଣୀର ତିରୁମାଳା ପର୍ବତର ପାଦଦେଶର ଗଡାଣିରେ ଏକ ପର୍ବତ ଗୁମ୍ଫା ମୁଖ ଆଗରେ ଏହି ମନ୍ଦିର ଅବସ୍ଥିତ । ଏହା ଉପରେ ପର୍ବତରୁ ଆସିଥିବା ଜଳଧାରା ମନ୍ଦିରରେ ପଡିଥାଏ । ଏକ ବିଶାଳ ପ୍ରସ୍ତର ଖୋଦିତ ଶିବଙ୍କ ବାହନ " ନନ୍ଦୀ" ମୁଖଶାଳା ପାଖରେ ରହିଛି ।
ବ୍ୟୁପତ୍ତି
ସମ୍ପାଦନାକପିଲା ମୁନିଙ୍କ ନାମାନୁସାରେ ଏହାର ନାମ କପିଳ ତୀର୍ଥମ ହେଇଛି । [୧]
କିମ୍ବଦନ୍ତୀ
ସମ୍ପାଦନାକଥିତ ଅଛି କପିଲା ମୁନି ଏଠାରେ ଘୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଇ ଭଗବାନ ଶିବ ଓ ମାଁ ପାର୍ବତୀ ସେଠାରେ ତାଙ୍କ ସମ୍ମୁଖରେ ଉଭା ହେଇଥିଲେ । [୧] ଏଠାରେ ଥିବା ଶିବ ଲିଙ୍ଗା ପ୍ରକୃତିକ ଭାବରେ ବାହାରିଥିବା କୁହା ଯାଏ । .[୧]ବିଶ୍ୱାସ କରାଯାଏ ଯେ କପିଲା ମୁନି ପୁଷ୍କରିଣୀ ସ୍ଥ ଗରତାରୁ ନିର୍ଗତ ହେଇଥିଲେ । .[୧]
ଇତିହାସ
ସମ୍ପାଦନାତିରୁମାଲା ଓ ତିରୁଚାଣୁର ମନ୍ଦିରର ଉପସ୍ଥିତି ଯୋଗୁଁ ଏହି ମନ୍ଦିରର ଗୁରୁତ୍ୱ କମ ରହୁଥିଲେ ମଧ୍ୟ ଏହା ବିଜଯନଗରର ତତ୍ କାଳୀନ ରାଜାଙ୍କଦ୍ୱାରା 13 ଶ ଶତାବ୍ଦୀରୁ 16 ଶ ଶତାବ୍ଦୀ ଯାଏ ଦେଖା ରେଖାରେ ରହିଥିଲା । ରାଜା କୃଷ୍ଣ ଦେବା ରାୟ ଏହି ମନ୍ଦିରର ବହ ଉନ୍ନତି କରେଇଥିଲେ ।
Administration
ସମ୍ପାଦନାତିରୁମାଳା ତିରୁପତି ଦେବସ୍ଥାନମ ପ୍ରତିଷ୍ଠାନ ତରଫରୁ ଏହି ମନ୍ଦିରର ପରିଚାଳନା କରା ଯାଇଥାଏ । ).[୨] ମଦିରରେ ରୀତିମତ ଭାବରେ ଯାନିଯାତରା ସମ୍ପନ୍ନ କରିବାର ଦାୟିତ୍ୱ ସେମାନେ ନେଇଥାନ୍ତି । .[୨]
ଧାର୍ମିକ ଗୁରୁତ୍ୱ
ସମ୍ପାଦନାକାର୍ତିକ ପୁର୍ଣିମା ସମୟରେ ଏଠାରେ ବିଶେଷ ଭାବରେ ପୂଜା ରୀତି ଅନୁଷ୍ଠିତ ହେଇଥାଏ । .[୧]
ଯାନୀ ଯାତ୍ରା
ସମ୍ପାଦନାଏଠାରେ ଶିବଙ୍କ ମନ୍ଦିର ମାନଙ୍କୁ ହଉଥିବା ସମସ୍ତ ପୂଜା ପାର୍ବଣ ସହ ପ୍ରତି ବର୍ଷ 9 ଦିନ ଧରି ଶୋଭାଯାତ୍ରା ସହ ଏକ ମେଳା ଏଠାରେ ହେଇଥାଏ । .[୩][୪]
ଉପ ମନ୍ଦିର
ସମ୍ପାଦନାମୁଖ୍ୟ ମନ୍ଦିର ସନ୍ନିକଟରେ ଅଗସ୍ଥେଶ୍ୱର , ରୁକ୍ମିଣୀ , ସତ୍ୟଭାମା , ଶ୍ରୀକୃଷ୍ଣଙ୍କ ମନ୍ଦିର ମାନ ମଧ୍ୟ ରହିଛି ।
ପୁନଶ୍ଚ ଦେଖଣା
ସମ୍ପାଦନା- Hindu Temples in Tirupati
- Kapila
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tirumala Tirupati Devasthanams-Sri Kapileswara Swamy Temple". Tirumala Tirupati Devasthanams. Archived from the original on 9 October 2015. Retrieved 31 July 2015.
- ↑ ୨.୦ ୨.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)