କନକ ଦୂର୍ଗା ମନ୍ଦିର

କନକ ଦୂର୍ଗା ମନ୍ଦିର ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିରରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରିସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀଙ୍କୁ ତୃତୀୟ କଳ୍ପରେ  ସ୍ୱୟଂଭୂ ( ନିଜେ ଉତ୍ଥିତ ହୋଇଥିବା )  ହେଇଥିବା ଉଲ୍ଲେଖ ରହିଛି । [୧]

Kanaka Durga Temple
Kanaka Durga Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନVijayawada
CountryIndia
Architecture
TypeDravidian
Website
Kanaka Durga Temple website

ଦେବୀ କିମ୍ବଦନ୍ତୀ  ସମ୍ପାଦନା

କିମ୍ବଦନ୍ତୀ କହେ , ବିଜୟୱାଡା ଅଞ୍ଚଳ ଏକଦା କଙ୍କରିତ ଅଞ୍ଚଳ ଥିଲା । ଏଠି ଯୋଗୁଁ କ୍ରୀଷ୍ଣା ନଦୀ ଏଠାରେ ପ୍ରବାହିତ ହେଇ ପାରୁନଥିଲା । ଏଠି ପାଇଁ ଏଠାରେ କୃଷି ବା ବସବାସ ସମ୍ଭବ ନଥିଲା । ଭଗବାନ ଶିବଙ୍କୁ ଆରାଧନା ପରେ ଶିବ ପାହାଡ ମଧ୍ୟରେ ଏକ ଟନେଲ ବା ବେଜ୍ଜାମ ନିର୍ମାଣ କରିଦେଲେ । ଏଥିପାଇଁ ଏ ସ୍ଥାନର ନାମ ବେଜୱାଡା ହେଇ ପରେ ବିଜୟୱାଡାହେଇଥିଲା । 

ଯାତାୟତ  ସମ୍ପାଦନା

 
ବିଜଯୱାଡା ଦୁର୍ଗ ମନ୍ଦିର 

ଏହି ସ୍ଥଳ ବିଜୟୱାଡା ସହରର କେନ୍ଦ୍ର ସ୍ଥଳୀରେ ରହିଥିବାରୁ ରାସ୍ତା ଓ ରେଳପଥ ଯୋଗେ ପହଞ୍ଚିବାର ପର୍ଯ୍ୟାପ୍ତ ସୁବିଧା ରହିଛି । ବିଜୟବାଦ ବିମାନ ପଥରେ ମଧ୍ୟ ମୁଖ୍ୟ ସ୍ଥାନମାନଙ୍କ ସହ ସଂଯୁକ୍ତ । 

ଦଶହରା  ସମ୍ପାଦନା

Sଏଠାରେ ଦଶହରା ବଡ଼ ଉଲ୍ଲାସର ସହ ପାଳିତ ହେଇଥାଏ । ଦଶହରାର ଦଶ ଦିନ ବିଭିନ୍ନ ଦେବୀଙ୍କ ନାମରେ ଆରାଧନା ହେଇଥାଏ । 

ଆଧାର  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-11-04. Retrieved 2016-12-14. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ  ସମ୍ପାଦନା