କଥା (ପତ୍ରିକା)

ମାସିକ ଓଡ଼ିଆ ଗଳ୍ପ ପତ୍ରିକା


କଥା ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ଗଳ୍ପ ପତ୍ରିକା ।[୩] ପତ୍ରିକାଟିର ମାଲିକାନା, ସମ୍ବାଦର ମାଲିକ ଇଷ୍ଟର୍ଣ ମିଡିଆ ଲିମିଟେଡ଼ ପାଖରେ ଅଛି । ଏଥିରେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଭଳି କେବଳ କେବଳ ଗଦ୍ୟସାହିତ୍ୟ ପ୍ରକାଶିତ ହୋଇଥାଏ । ଏହି ପତ୍ରିକା ବର୍ଷରେ ଦୁଇଥର ବିଶେଷାଙ୍କ ପ୍ରକାଶ କରିଥାଏ । ଅକ୍ଟୋବର ମାସର ସଂସ୍କରଣଟି "ନବ ପ୍ରତିଭା ବିଶେଷାଙ୍କ"ଭାବରେ ପ୍ରକାଶିତ ହୁଏ ।[୪]

କଥା
କଥା (ପତ୍ରିକା)
ମାଲିକଇଷ୍ଟର୍ଣ ମିଡିଆ ଲିମିଟେଡ଼
ପ୍ରତିଷ୍ଠାତାସୌମ୍ୟରଞ୍ଜନ ପଟ୍ଟନାୟକ
ପ୍ରକାଶକବିଜୟ କୁମାର ପଟ୍ଟନାୟକ
ମୁଖ୍ୟ ସମ୍ପାଦକସୌମ୍ୟରଞ୍ଜନ ପଟ୍ଟନାୟକ
ସମ୍ପାଦକଗୌରହରି ଦାସ[୧]
ସହକାରୀ ସମ୍ପାଦକଆଶିଷ ଗଡନାୟକ[୨]
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା
Sister newspapersସମ୍ବାଦ (ଖବରକାଗଜ)

ଆଧାର ସମ୍ପାଦନା

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5. Retrieved 13 September 2012.
  2. http://www.indianexpress.com/news/best-young-writers/980361/7
  3. Press and Advertisers Year Book. Infa Publications. 2000.
  4. "In search of quality". telegraphindia. Retrieved 22 October 2018.

ବାହାର ଲିଙ୍କ ସମ୍ପାଦନା