କକବରକ ଭାଷା
ଭାରତର ତ୍ରିପୁରା ରାଜ୍ୟ ଓ ବାଂଲାଦେଶରେ ରହିଥିବା ତ୍ରିପୁରୀ ଜାତିର ଭାଷା
(କକରର ଭାଷାରୁ ଲେଉଟି ଆସିଛି)
କକବରକ ଭାଷା (ତିପ୍ରାକ୍ କିମ୍ବା ତ୍ରିପୁରୀ ଭାଷା ନାମରେ ବି ପରିଚିତ) ହେଉଛି ଭାରତର ତ୍ରିପୁରା ଏବଂ ପଡ଼ୋଶୀ ଦେଶ ବଙ୍ଗଳାଦେଶେ ରହୁଥିବା ତ୍ରିପୁରୀ ଲୋକଙ୍କ ମାତୃଭାଷା; କକବରକ ଶବ୍ଦ ଦୁଇଟି ଅଂଶରେ ଗଠିତ। କକର ଅର୍ଥ ହେଉଛି “ଭାଷା” ଏବଂ ବରକର ଅର୍ଥ ହେଉଛି “ଲୋକ”, ବିଶେଷକରି ତ୍ରିପୁରୀ ଜାତିର ଲୋକ; ଅର୍ଥାତ୍ କକବାରକ ଶବ୍ଦର ଅର୍ଥ ହେଉଛି ତ୍ରିପୁରୀ ଲୋକଙ୍କ ଭାଷା। [୧] [୨]
କକବରକ | |
---|---|
ତ୍ରିପୁରୀ, ତିପ୍ରା, ତିପ୍ରାଚା | |
ককবরক | |
Native to | ଭାରତ, ବାଂଲାଦେଶ |
Default
| |
ଭାଷା କୋଡ୍ | |
ISO ୬୩୯-୩ | – |
ଆଧାର
ସମ୍ପାଦନା- ↑ "Kok Borok". Ethnologue (in ଇଂରାଜୀ). Retrieved 2020-09-05.
- ↑ "KOHM - Kokborok Tei Hukumu Mission". web.archive.org. 2007-08-09. Archived from the original on ২০০৭-০৮-০৯. Retrieved 2020-09-05.
{{cite web}}
: Check date values in:|archive-date=
(help)