ଓର୍ଲିଷ୍ଟାଟ
ଓର୍ଲିଷ୍ଟାଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜେନିକାଲ୍, ଏକ ପ୍ରକାର ଔଷଧ ଯାହା ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହି ଔଷଧର ମଧ୍ୟମ ଧରଣର ପ୍ରଭାବ ରହେ ଓ ଏକ ବର୍ଷ ମଧ୍ୟରେ ପ୍ରାୟ ୨-୩ କେଜି ଓଜନ ହ୍ରାସ କରେ ।[୩] ମେଦବହୁଳ ବ୍ୟକ୍ତିଙ୍କର ମଧୁମେହ ଟାଇପ୍-୨ ରୋଗ ଆଶଙ୍କା ହ୍ରାସ କରିଥାଏ ଓ ଏହା ଜୀବନଚର୍ଯ୍ୟା ପ୍ରଳୀରେ ପରିବର୍ତ୍ତନ ଆଣେ ।[୪] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Xenical, Alli, others |
Synonyms | Tetrahydrolipstatin |
AHFS/Drugs.com | monograph |
MedlinePlus | a601244 |
data | |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | Negligible[୧] |
Protein binding | >99% |
Metabolism | In the GI tract |
Elimination half-life | 1 to 2 hours |
Excretion | Fecal |
Identifiers | |
| |
ECHA InfoCard | 100.167.400 |
Chemical and physical data | |
Formula | C29H53NO5 |
Molar mass | ୪୯୫.୭୫ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତେଲିଆ ମଳ ଜାତ ହୁଏ ଓ ଅନ୍ତନଳୀ ନିୟନ୍ତ୍ରଣ ରହେ ନାହିଁ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କେତେକ ଭିଟାମିନ୍ ଅଭାବ, ଯକୃତ ସମସ୍ୟା, ବୃକ୍କ ପଥର ରୋଗ ଏବଂ ପିତ୍ତାସ୍ମରୀ ରୋଗ ହୋଇପାରେ ।[୨] ଗର୍ଭାବସ୍ଥାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଏ ।[୫] ଖାଦ୍ୟରୁ ଚର୍ବିର ଅବଶୋଷଣକୁ ରୋକିବାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ ।[୨] ଏହା ଉପଯୁକ୍ତ ଖାଦ୍ୟ ସହିତ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ । [୬]
୧୯୯୮ ମସିହାରେ ୟୁରୋପରେ ଏବଂ ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଓର୍ଲିଷ୍ଟାଟ ଅନୁମୋଦିତ ହୋଇଥିଲା ।[୨] [୬] ଏହା ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୫] ଅଷ୍ଟ୍ରେଲିଆ, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[୭] [୨] [୮] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ପାଇଁ ପ୍ରାୟ £ ୨୫ ଖର୍ଚ୍ଚ ହୁଏ । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୮୦ ଡଲାର ଅଟେ ।[୯]
ଆଧାର
ସମ୍ପାଦନା- ↑ Zhi J, Melia AT, Eggers H, Joly R, Patel IH (1995). "Review of limited systemic absorption of orlistat, a lipase inhibitor, in healthy human volunteers". J Clin Pharmacol. 35 (11): 1103–8. doi:10.1002/j.1552-4604.1995.tb04034.x. PMID 8626884. S2CID 23618845.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Orlistat Monograph for Professionals". Drugs.com (in ଇଂରାଜୀ). Archived from the original on 5 January 2021. Retrieved 9 November 2021.
- ↑ Padwal R, Li SK, Lau DC (2004). Padwal RS (ed.). "Long-term pharmacotherapy for obesity and overweight". Cochrane Database Syst Rev (3): CD004094. doi:10.1002/14651858.CD004094.pub2. PMC 8078201. PMID 15266516.
- ↑ Gillies, CL; Abrams, KR; Lambert, PC; Cooper, NJ; Sutton, AJ; Hsu, RT; Khunti, K (10 February 2007). "Pharmacological and lifestyle interventions to prevent or delay type 2 diabetes in people with impaired glucose tolerance: systematic review and meta-analysis". BMJ (Clinical Research Ed.). 334 (7588): 299. doi:10.1136/bmj.39063.689375.55. PMC 1796695. PMID 17237299.
- ↑ ୫.୦ ୫.୧ ୫.୨ BNF 81: March-September 2021. BMJ Group and the Pharmaceutical Press. 2021. p. 100. ISBN 978-0857114105.
- ↑ ୬.୦ ୬.୧ "Xenical". Archived from the original on 15 April 2021. Retrieved 9 November 2021.
- ↑ "POISONS STANDARD JUNE 2017". Federal Register of Legislation. Therapeutic Goods Administration. June 2017. Archived from the original on 13 December 2020. Retrieved 18 August 2017.
- ↑ "Chemists to provide obesity pill". BBC News Online. 21 January 2009. Archived from the original on 23 January 2009. Retrieved 22 January 2009.
- ↑ "Compare Alli Prices - GoodRx". GoodRx. Retrieved 9 November 2021.