ଓମାଡାସାଇକ୍ଲିନ
ଓମାଡାସାଇକ୍ଲିନ (ଇଂରାଜୀ ଭାଷାରେ Omadacycline), ନ୍ୟୁଜାଇରା ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସମ୍ପ୍ରଦାୟ-ପ୍ରାପ୍ତ ନିମୋନିଆ ଏବଂ ଚର୍ମ ଏବଂ ଚର୍ମ ଅଂସମାନଙ୍କର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
Clinical data | |
---|---|
Pronunciation | oh mad" a sye' kleen |
Trade names | Nuzyra |
Synonyms | PTK-0796,[୧] BAY 73-6944 |
AHFS/Drugs.com | monograph |
MedlinePlus | a618066 |
data |
|
Pregnancy category |
|
Routes of administration | By mouth, intravenous |
Legal status | |
Legal status |
|
Chemical and physical data | |
Formula | C29H40N4O7 |
Molar mass | ୫୫୬.୬୬ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତଚାପ, ଶୋଇବାରେ ଅସୁବିଧା, ତରଳ ଝାଡ଼ା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ୮ ବର୍ଷରୁ କମ୍ ବୟସରେ ଦାନ୍ତର ରଙ୍ଗ ବଦଳିଯିବା ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ୍ ସଂକ୍ରମଣ ହୋଇପାରେ ।[୨] ଆମିନୋମିଥାଇଲସାଇକ୍ଲିନ ଉପଶ୍ରେଣୀର ଏହା ଏକ ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ । [୨]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓମାଡାସାଇକ୍ଲିନ୍ ଅନୁମୋଦିତ ହୋଇଥିଲା ।[୨] ୨୦୨୧ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୩] ଯୁକ୍ତରାଷ୍ଟ୍ରରେ ୧୪ ଦିନର ଚିକିତ୍ସା ନିମନ୍ତେ ୨୦୨୧ ମସିହାର ପ୍ରାୟ ୭,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।[୪]
ଆଧାର
ସମ୍ପାଦନା- ↑ Boggs J. "Antibiotic Firm Paratek Joins IPO Queue; Aiming for $92M". bioworld.com. Clarivate Analytics. Archived from the original on October 18, 2017. Retrieved October 17, 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Omadacycline Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 7 November 2021.
- ↑ "Omadacycline". SPS - Specialist Pharmacy Service. 1 January 2016. Archived from the original on 8 November 2021. Retrieved 7 November 2021.
- ↑ "Nuzyra Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 7 November 2021.