ଓପନ-ସୋର୍ସ ସଫ୍ଟୱେର

ଓପନ ସୋର୍ସ ସଫ୍ଟବେର (OSS) ଗୋଟିଏ କମ୍ପ୍ୟୁଟର ସଫ୍ଟୱେର ଯାହା ସୋର୍ସ-କୋଡ଼ ସହ ମିଳିଥାଏ ଓ କେତେଗୋଟି ଅଧିକାର ଏକ ସଫ୍ଟବେର ଲାଇସେନ୍ସ ଭିତରେ କପିରାଇଟ ପାଇଁ ସାଇତାହୋଇଥାଏ ଯାହା ବ୍ୟବାହାରକାରୀଙ୍କୁ ସଫ୍ଟବେରଟିରେ ଗବେଷଣା କରିବା, ବଦଳାଇବା, ଉନ୍ନତ କରିବା ଓ କେବେକେବେ ବନତିବାକୁ ଅନୁମତି ଦେଇଥାଏ ।

ଓପନ ସୋର୍ସ ଉଦ୍ୟମର ଲୋଗୋ

କେତେକ ଓପନ-ସୋର୍ସ ସଫ୍ଟବେର ପବ୍ଲିକ ଡୋମେନରେ ମିଳିଥାଏ ।

ଆଗକୁ ପଢ଼ିବା ସମ୍ପାଦନା

  • Lui, K.M.; Chan, K.C.C. (2008). Software Development Rhythms: Harmonizing Agile Practices for Synergy. John Wiley and Sons. ISBN 978-0-470-07386-5.

Free Open Source Software Book Author "Understanding FOSS" K.S.Sampathkumar Coimbatore India

ଆଇନଗତ ଓ ଆର୍ଥିକ ବିଷୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା