ଓଡ଼ିଆ ସଂଖ୍ୟା, ଏହି ଲେଖାର ଉଦ୍ଦେଶ୍ୟରେ ଓଡ଼ିଆ ଲିପିର ସଂଖ୍ୟା ପ୍ରଣାଳୀ ଏବଂ ବିଭିନ୍ନ ପ୍ରକାର ହିନ୍ଦୁ-ଆରବୀ ସଂଖ୍ୟା ପ୍ରଣାଳୀ ଅଟେ । ଓଡ଼ିଆ ଭାଷାରେ ସଂଖ୍ୟାଗୁଡ଼ିକ ଲେଖିବା ପାଇଁ ଏହିଗୁଡ଼ିକ ବ୍ୟବହାର କରାଯାଏ ।[][][][][]

କାର୍ଡ଼ିନାଲ ନମ୍ବର

ସମ୍ପାଦନା

ନିମ୍ନଲିଖିତ ସାରଣୀରେ ଓଡ଼ିଆ କାର୍ଡିନାଲ ନମ୍ବର ଏବଂ ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଓଡ଼ିଆ ଶବ୍ଦ ଦର୍ଶାଯାଇଛି:

ଓଡ଼ିଆ ସଂଖ୍ୟା ହିନ୍ଦୁ-ଆରବିକ ସଂଖ୍ୟା ଓଡ଼ିଆ ଅକ୍ଷର ରୋମାନାଇଜେସନ୍
0 ଶୂନ/ଶୂନ୍ୟ śūna/śūnya
1 ଏକ eka
2 ଦୁଇ dui
3 ତିନି tini
4 ଚାରି cāri
5 ପାଞ୍ଚ pāñca
6 ଛଅ cha'a
7 ସାତ sāta
8 ଆଠ āṭha
9 ନଅ na'a
୧୦ 10 ଦଶ daśa
୧୧ 11 ଏଗାର egāra
୧୨ 12 ବାର bāra
୧୩ 13 ତେର tera
୧୪ 14 ଚଉଦ cauda
୧୫ 15 ପନ୍ଦର pandara
୧୬ 16 ଷୋହଳ ṣohaḷa
୧୭ 17 ସତର satara
୧୮ 18 ଅଠର aṭhara
୧୯ 19 ଊଣେଇଶ ūṇeiśa
୨୦ 20 କୋଡ଼ିଏ/ବିଂଶତି koṛie/biṅśati
୩୦ 30 ତିରିଶ tiriśa
୪୦ 40 ଚାଳିଶ cāḷiśa
୫୦ 50 ପଚାଶ pacāśa
୬୦ 60 ଷାଠିଏ ṣāṭhie
୭୦ 70 ସତୁରୀ saturī
୮୦ 80 ଅଶୀ aśī
୯୦ 90 ନବେ/ନବ୍ବେ nabe/nabbe

ବୃହତ୍ତମ ସଂଖ୍ୟା

ସମ୍ପାଦନା
ଓଡ଼ିଆ ସଂଖ୍ୟା ହିନ୍ଦୂ-ଆରବିକ ସଂଖ୍ୟା ଓଡ଼ିଆ ଅକ୍ଷର ରୋମାନାଇଜେସନ୍ ଘାତାଙ୍କ
୧୦ 10 ଦଶ daśa 101
୧୦୦ 100 ଶହ/ଶତ śaha/śata 102
୧୦୦୦ 1000 ସହସ୍ର/ହଜାର sahasra/hajāra 103
୧୦୦୦୦ 10000 ଅୟୁତ/ଦଶ ହଜାର ayuta/daśa hajāra 104
୧୦୦୦୦୦ 100000 ଲକ୍ଷ lakṣa 105
୧୦୦୦୦୦୦ 1000000 ନିୟୁତ/ଦଶ ଲକ୍ଷ niyuta/daśa lakṣa 106
୧୦୦୦୦୦୦୦ 10000000 କୋଟି koṭi 107
୧୦୦୦୦୦୦୦୦ 100000000 ଅର୍ବୁଦ/ଦଶ କୋଟି arbuda/daśa koṭi 108
୧୦୦୦୦୦୦୦୦୦ 1000000000 ବୃନ୍ଦ/ଶହ କୋଟି brunda/śaha koṭi 109
୧୦୦୦୦୦୦୦୦୦୦ 10000000000 ଖର୍ବ/ହଜାର କୋଟି kharba/hajāra koṭi 1010
୧୦୦୦୦୦୦୦୦୦୦୦ 100000000000 ନିଖର୍ବ/ଦଶ ହଜାର କୋଟି nikharba/daśa hajāra koṭi 1011
୧୦୦୦୦୦୦୦୦୦୦୦୦ 1000000000000 ଶଙ୍ଖ/ଲକ୍ଷ କୋଟି saṅkha/lakṣa koṭi 1012
୧୦୦୦୦୦୦୦୦୦୦୦୦୦ 10000000000000 ପଦ୍ମ/ଦଶ ଲକ୍ଷ କୋଟି padma/daśa lakṣa koṭi 1013
୧୦୦୦୦୦୦୦୦୦୦୦୦୦୦ 100000000000000 ସାଗର/ଶହ ଲକ୍ଷ କୋଟି sāgara/śaha lakṣa koṭi 1014
୧୦୦୦୦୦୦୦୦୦୦୦୦୦୦୦ 1000000000000000 ଅନ୍ତ୍ୟ/ହଜାର ଲକ୍ଷ କୋଟି antya/hajāra lakṣa koṭi 1015
୧୦୦୦୦୦୦୦୦୦୦୦୦୦୦୦୦ 10000000000000000 ମଧ୍ୟ/ଦଶ ହଜାର ଲକ୍ଷ କୋଟି madhya/daśa hajāra lakṣa koṭi 1016
୧୦୦୦୦୦୦୦୦୦୦୦୦୦୦୦୦୦ 100000000000000000 ପରାର୍ଦ୍ଧ/ଶହ ହଜାର ଲକ୍ଷ କୋଟି parārddha/śaha hajāra lakṣa koṭi 1017

ପୂରଣବାଚକ ସଂଖ୍ୟା

ସମ୍ପାଦନା

ନିମ୍ନଲିଖିଗୁଡ଼ିକ ପୂରଣବାଚକ ସଂଖ୍ୟା ବା କ୍ରମସୂଚକ ସଂଖ୍ୟା ଅଟେ:

ଓଡ଼ିଆ ସଂଖ୍ୟା ହିନ୍ଦୂ-ଆରବିକ ସଂଖ୍ୟା ଓଡ଼ିଆ ପୂରଣବାଚକ ସଂଖ୍ୟା ରୋମାନାଇଜେସନ୍
1 ପ୍ରଥମ prathama
2 ଦ୍ୱିତୀୟ dwitīẏa
3 ତୃତୀୟ tr̥tīẏa
4 ଚତୁର୍ଥ caturtha
5 ପଞ୍ଚମ pañcama
6 ଷଷ୍ଠ ṣaṣṭha
7 ସପ୍ତମ saptama
8 ଅଷ୍ଟମ aṣṭama
9 ନବମ nabama
୧୦ 10 ଦଶମ daśama
୧୧ 11 ଏକାଦଶ ekādaśa
୧୨ 12 ଦ୍ୱାଦଶ dwādaśa
୧୩ 13 ତ୍ରୟୋଦଶ traẏodaśa
୧୪ 14 ଚତୁର୍ଦ୍ଦଶ caturddaśa
୧୫ 15 ପଞ୍ଚଦଶ pañcadaśa
୧୬ 16 ଷୋଡ଼ଶ ṣoṛaśa (ṣoḍaśa)
୧୭ 17 ସପ୍ତଦଶ saptadaśa
୧୮ 18 ଅଷ୍ଟାଦଶ aṣtādaśa
୧୯ 19 ଊନବିଂଶ ūnabiṁśa
୨୦ 20 ବିଂଶ biṁśa
୩୦ 30 ତ୍ରିଂଶ triṁśa
୪୦ 40 ଚତ୍ୱାରିଂଶ catwāriṁśa
୫୦ 50 ପଞ୍ଚାଶତ୍ତମ pañcāśattam
୬୦ 60 ଷଷ୍ଠିତମ ṣaṣṭhitama
୭୦ 70 ସପ୍ତତିତମ saptatitama
୮୦ 80 ଅଶୀତିତମ aśītitama
୯୦ 90 ନବତିତମ nabatitama
୧୦୦ 100 ଶତତମ śatatama
୧୦୦୦ 1000 ସହସ୍ରତମ sahasratama
୧୦୦୦୦୦ 100000 ଲକ୍ଷତମ makṣatama
୧୦୦୦୦୦୦୦ 10000000 କୋଟିତମ koṭitama

ଭଗ୍ନାଂଶ

ସମ୍ପାଦନା
(ଭଗ୍ନାଂଶ ଚିହ୍ନ)
ଓଡ଼ିଆ ଭଗ୍ନାଂଶ
ଭଗ୍ନାଂଶ ¹⁄₁₆ ³⁄₁₆ ¼ ½ ¾

୧ ଅପ୍ରେଲ ୧୯୫୭ରେ ଦଶମିକିକରଣ ପରେ ଭଗ୍ନାଂଶ ଚିହ୍ନ ଗୁଡ଼ିକ ପୁରୁଣା ଅଟେ ।

ଭଗ୍ନାଂଶ
ଭଗ୍ନାଂଶ ରୋମାନାଇଜେସନ୍
ଅଧା adhā
ସାଢ଼େ sāṛhe
ଚଉଠ cauṭha
ତିନିପା tinipā
ଦେଢ଼ deṛha
ଅଢ଼େଇ aṛhei
  1. "Odia (ଓଡ଼ିଆ)". Omniglot. Retrieved 25 September 2020.
  2. "Odia (Oriya) numbers". Omniglot. Retrieved 25 September 2020.
  3. "Chabila Madhu Barnobodha". p. 40.
  4. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF), National Institute of Open Schooling
  5. Hindu Arabic numerals (PDF)