ଓଡ଼ିଆ ବ୍ରେଲି ଭାରତୀ ବ୍ରେଲି ଅକ୍ଷର ଧାରା ମଧ୍ୟରୁ ଅନ୍ୟତମ । ଏଥିରେ ଥିବା ଅକ୍ଷରର ମାନ (କେବଳ ଓଡ଼ିଆ ଓ ହିନ୍ଦୀ æ ଏହି ଧାରର ବ‌ହିର୍ଭୂତ) ଭାରତୀ ଅକ୍ଷରର ମାନ ସ‌ହିତ ସମାନ ।[୧]

ଓଡ଼ିଆ ବ୍ରେଲି
ପ୍ରକାର
ଭାଷାସମୂହଓଡ଼ିଆ ଭାଷା
Parent systems
Print basis
ଓଡ଼ିଆ ଲିପି

ଅକ୍ଷର ସମ୍ପାଦନା

ଏହି ଅକ୍ଷର ନିମ୍ନ ପ୍ରକାରର:[୧]

ସାଧାରଣତଃ ଯୁକ୍ତାକ୍ଷର ବଦଳରେ ସ୍ୱରବର୍ଣ୍ଣ, ଯାହା ବ୍ୟଞ୍ଜନ ବର୍ଣ୍ଣ ପରେ ବ୍ୟବ‌ହାର ହୋଇଥାନ୍ତି-ଯେଉଁ ଭଳି ସେମାନେ କ‌ଥାବାର୍ତ୍ତାରେ ବ୍ୟବ‌ହୃତ ହୋଇଥାନ୍ତି । ଅକ୍ଷରସଜାଣି ଓ ଆକାର ପ୍ରକାର ବାବଦରେ ଜାଣିବା ପାଇଁ ଭାରତୀ ବ୍ରେଲି ବାବଦରେ ଦେଖିପାରିବେ ।

ଛପା
ISO a ā i ī u ū e ai o au
ବ୍ରେଲି                    
ଛପା ଅକ୍ଷର
ISO r̥̄ l̥̄
ବ୍ରେଲି            
ଛପା ଅକ୍ଷର
ISO k kh g gh
ବ୍ରେଲି          
ଛପା ଅକ୍ଷର
ISO c ch j jh ñ
ବ୍ରେଲି          
ଛପା ଅକ୍ଷର ଡ଼ ଢ଼
ISO ṭh ḍh ṛh
ବ୍ରେଲି               
Print
ISO t th d dh n
ବ୍ରେଲି          
ଛପା ଅକ୍ଷର
ISO p ph b bh m
ବ୍ରେଲି          
ଛପା ଅକ୍ଷର ୱ/ବ[୨]
ISO y r l v
ବ୍ରେଲି            
ଛପା ଅକ୍ଷର
ISO ś s h
ବ୍ରେଲି        

There are two pre-formed conjuncts,

ଛପା ଅକ୍ଷର କ୍ଷ ଜ୍ଞ
ISO kṣ
ବ୍ରେଲି    

and the full range of syllable codas,

ଛପା ଅକ୍ଷର କ୍ କଂ କଃ କଁ କଽ
ISO Halant Anusvara Visarga Candrabindu Avagraha
ବ୍ରେଲି          

ମାତ୍ରା ସମ୍ପାଦନା

ଭାରତୀ ବ୍ରେଲି#ମାତ୍ରା.

ଆଧାର ସମ୍ପାଦନା

  1. ୧.୦ ୧.୧ World Braille Usage, UNESCO, 2013
  2. These have the same sound value in Oriya, and Unesco (2013) does not distinguish them.