ଓଟ ମାଙ୍କଡ଼ସା
ଏସିଆ ଓ ଆଫ୍ରୀକାରେ ଦେଖାଯାଉଥିବା ଏକ ବିଚିତ୍ର ପ୍ରକାରର ମାଙ୍କଡ଼ସା ହେଲା ଓଟ ମାଙ୍କଡ଼ସା ବା କ୍ୟାମେଲ ସ୍ପାଇଡର । ସେମାନେ ସଲିଫୁଜାଇ ପ୍ରଜାତି ଅନ୍ତଭୃକ୍ତ । ଆକାରରେ ସାଧାରଣ ମାଙ୍କଡ଼ସାଠାରୁ ଢେର ବଡ଼ । ସେମାନେ ଛୋଟ ଛୋଟ ସାପ, ବେଙ୍ଗ ଏବଂ ଝିଟିପିଟି ଆଦିକୁ ଶିକାର କରିପାରନ୍ତି । ଭୟ ପାଇଲେ ମଣିଷକୁ ମଧ୍ୟ ଛାଡ଼ନ୍ତି ନାହିଁ, କାମୁଡ଼ି ମାଂସ ଉଠାଇ ଦିଅନ୍ତି ।[୧]
ଓଟ ମାଙ୍କଡ଼ସା | |
---|---|
A male Galeodes (from R. A. Lydekker, 1879) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Arthropoda |
ବର୍ଗ: | Arachnida |
ଉପବର୍ଗ: | Dromopoda |
ଗଣ: | Solifugae Sundevall, 1833 |
Families | |
see text |
ବିଶେଷ
ସମ୍ପାଦନାଅନ୍ୟ ବୁଢିଆଣି ପରି ଏମାନେ ଜାଲ ବୁଣନ୍ତିନାହିଁ । ପଥର ସନ୍ଧିରେ ରହନ୍ତି । ଖୁବ ବେଗରେ ଦଉଡିପାରନ୍ତି ।
ଓଟ ମାଙ୍କଡ଼ସାକୁ ନେଇ କାହାଣି
ସମ୍ପାଦନାମରୁଭୂମିରେ ଓଟଙ୍କ ପେଟ ଚିରିପକାଉଥିବା ବିଶ୍ୱାସରୁ ସେମାନଙ୍କୁ ଓଟ ମାଙ୍କଡ଼ସା ନାମ ଦିଆଯାଇଛି । ରାତିରେ ତମ୍ବୁରେ ଶୋଇଥିବା ଏକୁଟିଆ ମଣିଷ ପାଇଲେ ସେମାନେ ନିଜ ଲାଳରେ ତାକୁ ସାମୟିକ ଭାବେ ନିସ୍ତେଜ କରି ମାଂସ ଝୁଣି ଖାଉଥିବାର କାହାଣି ଅଛି । ଇରାନ ଯୁଦ୍ଧ ବେଲେ ଏକାଧିକ ଆମେରିକାନ ସୈନିକ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାଯାଏ ।
ଆଧାର
ସମ୍ପାଦନା- ↑ "Egyptian giant solpugid (camel spider) Galeodes arabs". National Geographic. Archived from the original on January 21, 2010. Retrieved June 10, 2011.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Solifugae
ବାବଦରେ ମାଧ୍ୟମ ରହିଛି ।
- Mikkelson, Barbara & David P. "Camel Spiders" at Snopes.com: Urban Legends Reference Pages.
- "Camel Spiders: Behind an E-Mail Sensation From Iraq". National Geographic. June 29, 2004.
- "The Arachnid Order Solifugae". Archived from the original on 2021-03-10. Retrieved 2012-08-15.