ଏସିଟାଲୋପ୍ରାମ
ଏସିଟାଲୋପ୍ରାମ (ଇଂରାଜୀ ଭାଷାରେ Escitalopram ବିକ୍ରୟ ନାମ ସିପ୍ରାଲେକ୍ସ/ Cipralex ଓ ଲେକ୍ସାପ୍ରୋ/ Lexapro ଇତ୍ୟାଦି) ଏକ ଅବସାଧରୋଗୀ (antidepressant) ଔଷଧ ଯାହା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର (selective serotonin reuptake inhibitor (SSRI) ଶ୍ରେଣୀର ଏକ ଔଷଧ ।[୨] ଏହା ମୂଖ୍ୟତଃ ପ୍ରମୁଖ ଅବସାଦ ବେମାରୀ ବା ଉତ୍କଣ୍ଠା ବେମାରୀ (generalized anxiety disorder) ନିମନ୍ତେ ବ୍ୟବହାର କରାଯାଏ ।[୨] ଏହି ଔଷଧ ପାଟିରେ ଦିଆଯାଏ । [୨]
Clinical data | |
---|---|
Pronunciation | pronunciation (help·info) |
Trade names | Cipralex, Lexapro, others[୧] |
AHFS/Drugs.com | monograph |
MedlinePlus | a603005 |
data | |
Pregnancy category | |
Routes of administration | By mouth |
Drug class | Selective serotonin reuptake inhibitor |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 80% |
Protein binding | ~56% |
Metabolism | Liver, specifically the enzymes CYP3A4 and CYP2C19 |
Elimination half-life | 27–32 hours |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.244.188 |
Chemical and physical data | |
Formula | C20H21FN2O |
Molar mass | 324.392 g/mol (414.43 as oxalate) |
3D model (JSmol) | |
| |
| |
(what is this?) (verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ, ଯୌନ ସମସ୍ୟା (sexual problems) ଓ ଥକ୍କା ଅନୁଭବ ହୁଏ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବୟସ ୨୫ ବର୍ଷ ବୟସର ଲୋକ ଆତ୍ମହତ୍ୟା ପ୍ରବଣ ହୁଅନ୍ତି ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । [୩] ପୂର୍ବରୁ ଥିବା ସିଟାଲୋପ୍ରାମର ଏହା ସ୍ତିରିଓଆଇସୋମର, ତେଣୁ ଇଂରାଜୀରେ ସିଟାଲୋପ୍ରାମ (citalopram) ସହିତ 'ଇଏସ' ଯୋଗକରାଯିବାଦ୍ୱାରା ଏସିଟାଲୋପ୍ରାମ (Escitalopram) ହୋଇଛି ।[୨]
ସନ ୨୦୦୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୭ର ହିସାବ ଅନୁସାରେ ୨.୦୪ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ବ୍ରାଣ୍ଡ ନଥିବା ଏସିଟାଲୋପ୍ରାମ, ବ୍ରାଣ୍ଡ ଔଷଧ ଅପେକ୍ଷା ୨୦ ଗୁଣ କମ ମୂଲ୍ୟରେ ମିଳେ ।[୫] ଏସିଟାଲୋପ୍ରାମ ଦେବା ଅପେକ୍ଷା ଅନେକ ସମୟରେ ଦୁଇ ଗୁଣ ଅଧିକ ଡୋଜର ସିଟାଲୋପ୍ରାମ ମଧ୍ୟ ଦିଆଯାଉଛି ।[୬]
ଆଧାର
ସମ୍ପାଦନା- ↑ drugs.com Drugs.com international: Escitalopram Page accessed April 25, 2015
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "X". The American Society of Health-System Pharmacists. Retrieved 28 December 2017.
- ↑ "Escitalopram (Lexapro) Use During Pregnancy". Drugs.com. Retrieved 31 December 2017.
- ↑ "NADAC as of 2017-12-27". Centers for Medicare and Medicaid Services (in ଇଂରାଜୀ). Archived from the original on 2018-01-01. Retrieved 31 December 2017.
- ↑ "Escitalopram Medicinal Forms". BNF. 2018. Retrieved 27 September 2018. Link restricted to the UK.
- ↑ "Protocol for switching patients from escitalopram to citalopram". NHS. 2015. Archived from the original on 10 August 2020. Retrieved 13 February 2018.
Cited texts
ସମ୍ପାଦନା- Royal Pharmaceutical Society of Great Britain (September 2009). British National Formulary (BNF 58). UK: BMJ Group and RPS Publishing. ISBN 978-0-85369-778-7. Archived from the original on 2015-05-13. Retrieved 2018-11-07.
ବାହ୍ୟ ଲିଙ୍କ
ସମ୍ପାଦନା- U.S. National Library of Medicine: Drug Information Portal — Escitalopram
- "A Drug Maker’s Playbook Reveals a Marketing Strategy" article in The New York Times by Gardiner Harris, September 1, 2009