ଏସିଆ ରାଜମାର୍ଗ ୧ (ଏ ଏଚ ୧) "ଏସିଆ ରାଜମାର୍ଗ ଜାଲ"ର ସବୁଠାରୁ ଲମ୍ବା ରାଜମାର୍ଗ ଅଟେ । ଏହାର ମୂଳ ଲମ୍ବା ୨୦,୫୫୭ କିଲୋମିଟର (୧୨,୭୭୪ ମିଲି) ଅଟେ । ଏହା ଟୋକିୟୋ, ଜାପାନରୁ ଆରମ୍ଭ କରି କୋରୀୟା, ଚୀନ ଜନବାଦୀ ଗଣରାଜ୍ୟ, ହଙ୍ଗକଙ୍ଗ, ଦକ୍ଷୀଣ-ପୂର୍ବ ଏସିଆ, ବଙ୍ଗଳା ଦେଶ, ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ହୋଇ ତୁର୍କୀ ଏବଂ ବୁଲ୍ଗାରିୟା ପର୍ଯ୍ୟନ୍ତ ଯାଇଥାଏ ।

Route information
Length:୨୦,୫୫୭ km (୧୨,୭୭୪ mi)
Major junctions
ପୂର୍ବ end:ଟୋକିଓ, ଜାପାନ
ପଶ୍ଚୀମ end:ଇସ୍ତାବୁଲ, ତୁର୍କୀ

ଜାପାନ ସମ୍ପାଦନା

 
AH1 at Nihonbashi, ଟୋକିଓ, "ଶୁନ୍ୟ milepost"କୁ ମାପିବା ପାଇଁ ରାଜମାର୍ଗ ଦୂର ଟୋକିଓ ପାଇଁ

ଜାପାନର ଏହି ମାର୍ଗର ୧୨୦୦ କିଲୋମିଟର ଲମ୍ବା ଭାଗ[୧] ଜୁଲାଇ ୨୦୦୩ରେ ଯୋଡାଗଲା ।[୨] ଏହା ନିମ୍ନ ଲିଖିତ ଟୋଲ ଦୃତମାର୍ଗ ସହିତ ଚାଲିଥାଏ:[୩]

  •   ଶୁତ ଦୃତମାର୍ଗ - ସୀ ୧ ଭିତର ପରିଧିୟ ମାର୍ଗ, ଏଡୋବାସୀ ଜଂକ୍ସନରୁ ତାନିମାସୀ ଜଂକ୍ସନ ।
  •   ଶୁତ ଦୃତମାର୍ଗ - ମାର୍ଗ ୩ ଶିବୁୟା ଲାଇନ, ତାନିମାଶି ଜଂକ୍ସନରୁ ୟୋଗା ଏକ୍ସିଟ
  •    ଟୋମେଈ ଦୃତମାର୍ଗ,[୪] ଟୋକିୟୋ ଅଦଳ ବଦଳରୁ କୋମାକୀ
  •   ମିଶିନ ଦୃତମାର୍ଗ, କୋମାକୀରୁ କ୍ୟୋଟୋ ହୋଇ ସୁଇଟା
  •   ଚୁଗୋକୁ ଦୃତମାର୍ଗ, ସୁଈଟାରୁ କୋବୋ
  •   ସାନ ୟୋ ଦୃତମାର୍ଗ, କୋବୋରୁ ହିରୋସୀମାରୁ ହୋଇ ୟାମାଗୁଚୀ
  •   ଚୁଗୋକୁ ଦୃତମାର୍ଗ, ୟାମାଗୁଚୀରୁ ସିମୋନୋଶେକୀ
  •   କାନମୋନକ୍ୟୋ କେନାଲ, ସିମୋନୋଶେକୀରୁ କୀଟାକ୍ୟୁଶୁ
  •   କ୍ୟୁଶୁ ଦୃତମାର୍ଗ, କୀଟାକ୍ୟୁଶୁରୁ ଫୁକୁଓକା
  •   ଫୁକିଓକା ଦୃତମାର୍ଗ - ମାର୍ଗ ସଂଖ୍ୟା ୪ 
  •   ଫୁକିଓକା ଦୃତମାର୍ଗ - ମାର୍ଗ ସଂଖ୍ୟା ୧

ଫୁକୁଓକାରୁ କମୀଲୟା ଲାଇନର ନୌକାଦ୍ୱାରା ଏଏଚ ୧, "ଦକ୍ଷୀଣ କୋରୀୟା"ର ବୁସାନ ନଗର ପର୍ଯ୍ୟନ୍ତ ପହଞ୍ଚିଥାଏ । ଏହି ରାଜମାର୍ଗକୁ ଏକ ନିଶ୍ଚିତ ପଥ ପ୍ରଦାନ କରିବା ପାଇଁ ଜାପାନରୁ କୋରୀୟା ପର୍ଯ୍ୟନ୍ତ ପାଣି ତଳେ ଏକ ସୁରଙ୍ଗ ପ୍ରସ୍ତାବିତ କରାଯାଇଛି ।

ଦକ୍ଷୀଣ କୋରୀୟା ସମ୍ପାଦନା

  ଦକ୍ଷୀଣ କୋରୀୟାରେସ୍ଥିତ ଅନୁଭାଗ ମୁଖ୍ୟୃପେ ଗ୍ୟେଓଙ୍ଗବୁ ରାଜମାର୍ଗ ସହିତ ଚାଲିଥାଏ । ରାଜମାର୍ଗ ଦକ୍ଷୀଣ ଓ ଉତ୍ତର କୋରୀୟାର ସୀମା ତିଆରି ହୋଇଥାଏ ।

  •   ବୁସାନ ମହାନଗରୀୟ ସଡକ ୭୧ : ବୁସାନ-କେନ୍ଦ୍ର - ବୁସାନ-ଦାଙ୍ଗ-ଗୁ
  •   ବୁସାନ ମହାନଗରୀୟ ସଡକ 11: ବୁସାନ-ଦାଙ୍ଗ-ଗୁ - ବୁସାନ-ଜୁଞ୍ଜେଓଙ୍ଗ-ଗୁ
  •   ଗ୍ୟେଓଙ୍ଗଜୁ ଦୃତମାର୍ଗ: ବୁସାନ-ଜୁଞ୍ଜେଓଙ୍ଗ-ଗୁ -ଗ୍ୟେଓଙ୍ଗଜୁ  - ଦାଏଗୁ - ଦୀଜେଓଂ - ସିଓଲ - ସୋଞ୍ଚୋ-ଗୁ
  •   ସିୟୋଲ ମହାନଗରିୟ ସଡକ ୪୧: ସିୟୋଲ-ସୋଞ୍ଚୋ-ଗୁ - ସିୟୋଲ-ଗଙ୍ଗନମ-ଗୁ - ସିୟୋଲ-ୟୋଙ୍ଗସନ-ଗୁ
  •   ନାମସନ ୧ ସୁରଙ୍ଗ: ସିୟୋଲ-ୟୋଙ୍ଗସନ-ଗୁ - ସିୟୋଲ-ଜଙ୍ଗ-ଗୁ
  •   ସିୟୋଲ ମହାନଗରୀୟ ସଡକ ୨୧: ସିୟୋଲ-ଜଙ୍ଗ-ଗୁ - ସିୟୋଲ-ଏଉଂପ୍ୟେଓଙ୍ଗ-ଗୁ
  •   ରାଷ୍ଟ୍ରୀୟ ମାର୍ଗ ୧: ସିୟୋଲ-ଏଉଂପୟେଓଙ୍ଗ-ଗୁ - ପନମୁନଜୀଓମ

ଉତ୍ତର କୋରୀୟା ସମ୍ପାଦନା

  • ପନମୁଞ୍ଜୋମ - କାଏସୋଙ୍ଗ
  •   ପ୍ୟୋଙ୍ଗୟାଙ୍ଗ-କାଏସୋଙ୍ଗ ହାଇୱେ: କାଏସୋଙ୍ଗ ପ୍ୟୋଙ୍ଗୟାଙ୍ଗ -ସିନୁଇଜୁ
  •   ପ୍ୟୋଙ୍ଗୟାଙ୍ଗ-ସିନୁଇଜୁ ହାଇୱେ (ନିର୍ମାଣଧିନ): ପ୍ୟୋଙ୍ଗୟାଙ୍ଗ - ସିନୁଇଜୁ

ଚୀନ ସମ୍ପାଦନା

  •   ରାଷ୍ଟ୍ରୀୟ ରାଜମାର୍ଗ ୩୦୪: ଦଣ୍ଡୋଗ
  •   ଜୀ ୧୧୧୩ ଦଣ୍ଡୋଗ-ଫୁକ୍ସିନ ଏକ୍ସପ୍ରେସ: ଦଣ୍ଡୋଗ - ଶେନୟାଙ୍ଗ
  •   ଜୀ୧ ବୀଜିଙ୍ଗ-ହାର୍ବୀନ ଏକ୍ସପ୍ରେସ:ଶେନୟାଙ୍ଗ- ବୀଜିଙ୍ଗ
  •  : ବୀଜିଙ୍ଗ - ଶୀଜୀୟାଜୂଆଙ୍ଗ - ଝେଙ୍ଗଝୋଊ - ସିନୟାଙ୍ଗ - ବୂହାନ - ଚାଙ୍ଗଶା - ଗୁଆଙ୍ଗଜୌ
  •  : ଗୁଆଙ୍ଗଜୌ - ଶୋଞ୍ଜେନ - ଶୋଞ୍ଜେନରେ ନିୟନ୍ତ୍ରଣ ବିନ୍ଦୁ - ହଙ୍ଗକଙ୍ଗ
  •  : ଗୁଆଙ୍ଗଜୌ
  •  : ଗୁଆଙ୍ଗଜୌ - ନାନନୀଙ୍ଗ
  •  : ନାନନୀଙ୍ଗ - ୟୋୟୁଈଗୁଆନ

ହଙ୍ଗକଙ୍ଗ ବିଶେଷ ପ୍ରଶାସନିକ କ୍ଷେତ୍ର ସମ୍ପାଦନା

  •   ମାର୍ଗ ୧୦ (ଅଂଶ):ଶେଞ୍ଜେନର ନିୟନ୍ତ୍ରଣ ବିନ୍ଦୁ - ହଙ୍ଗକଙ୍ଗ ସୀମା - ଲାମ ତେଈ

ଭିଏତନାମା ସମ୍ପାଦନା

  •  : ହୁଈ ନାଘି କ୍ୱାନ - ଡ଼ଙ୍ଗ ଡ଼ାଙ୍ଗ - ହନୋଈ - ବିହ୍ନ - ଡ଼ୋଙ୍ଗ ହୋଇ - ଡ଼ୋଙ୍ଗ ହା - ହୁୟେ - ଡ଼ା ନାଙ୍ଗ - ହୋଇ ଆନ - କ୍ୱି ହ୍ନୋଂ - ନା ଟ୍ରାଙ୍ଗ - ଫାନ ଥିଏଟ - ବୀଏନ ହୋଆ - ହୋ ଚୀ ମିହ୍ନ ସହର
    •  : ବୀଏନ ହୋଆରୁ ବୂଙ୍ଗ ଟାଉ ପାଇଁ ଶାଖା
  •  : ହୋ ଚୀ ମିହ୍ନ ସହର - ମକ ବାଈ

କମ୍ବୋଡ଼ିଆ ସମ୍ପାଦନା

  •   ମାର୍ଗ ୧: ବାବତ - ନୋମ ପେହ୍ନ
  •   ମାର୍ଗ ୫: ନୋମ ପେହ୍ନ - ପୋପଟ

ଥାଇଲ୍ୟାଣ୍ଡ ସମ୍ପାଦନା

  •   ମାର୍ଗ ୩୩:ଅରଣ୍ୟପ୍ରଦତ୍ତ - କ୍ୟାବିନ ବେରୀ - ହିନ କାଙ୍ଗ 
  •   ମାର୍ଗ ୧: ହିନ କାଙ୍ଗ - ବଙ୍ଗ ପା ଇନ 
    •   ମାର୍ଗ ୧: ଶାଖା - ବଙ୍ଗ ପା ଇନ - ବ୍ୟାଙ୍କକ
  •   ମାର୍ଗ ୩୨: - ବଙ୍ଗ ପା ଇନ - ଚାଇ ନାଟ
  •   ମାର୍ଗ ୧: ଚାଇ ନାଟ - ଟାକ
  •   ମାର୍ଗ ୧୨: ଟାକ - ମାଇ ସୋତ

ମିଆଁମାର ସମ୍ପାଦନା

  • ରାଷ୍ଟ୍ରୀୟ ରାଜମାର୍ଗ ୮: ମ୍ୟାୱାଡ୍ଡୀ - ପାୟଗ୍ୟାଇ
    • ଶାଖା ୟାଂଗୁନ-ମାଣ୍ଡଳ୍ୟ ଏକ୍ସପ୍ରେସ: ପାୟଗ୍ୟାଇ - ୟାଂଗୁନ
  • ୟାଂଗୁନ-ମଣ୍ଡଳ ଏକ୍ସପ୍ରେସ: ପାୟଗ୍ୟାଇ - ମେଇକ୍ଟିଲା - ମାଣ୍ଡଳ୍ୟ
  • ରାଷ୍ଟ୍ରୀୟ ରାଜମାର୍ଗ୭ (ବୁର୍ମା) (  ସହିତ): ମାଣ୍ଡଳ୍ୟ - ତାମୂ

ବଙ୍ଗଳାଦେଶ ସମ୍ପାଦନା

 
ତାମବିଲା, ବଙ୍ଗଳାଦେଶର ଏନ ୨ ରାଜମାର୍ଗ
  •   ଏନ ୨ ରାଜମାର୍ଗ: ତାମବିଲା - ସିଲେଟ ଙ୍ଗର ନିଗମ - କାଞ୍ଚପର -
ଢାକା
  •   ଏନ ୮ ରାଜମାର୍ଗ: ଢାକା - ମାବା ନୌକା ଟର୍ମିନାଲ[୫][୬]
  •   ନୌକା କନେକଶନ
  •   ଏନ ୮ ରାଜମାର୍ଗ: କୋରକନ୍ଦୀ ନୌକା ଟର୍ମିନାଲ - ଭାଙ୍ଗା ଉପଜିଲ୍ଲା - ଫରୀଦାପୁର
  •   ଏନ ୭ ରାଜମାର୍ଗ: ଫରୀଦାପୁର ଜିଲ୍ଲା - ଜେସ୍ସୋର
  • N706 ଏନ ୭୦୬ ରାଜମାର୍ଗ: ଜେସ୍ସୋର -ବେନାପୋଲ[୭]

ଭାରତ ସମ୍ପାଦନା

  •  :ପେଟ୍ରାପୋଲ - କଲିକତା
  • ବେଲଘୋରିୟା ଏକ୍ସପ୍ରେସୱେ: କଲିକତା - ଡଙ୍କୁନୀ
  •  : ଡଙ୍କୁନୀ - ଦୁର୍ଗାପୁର - ଆସନସୋଲ - ଧନବାଦ - ବରହୀ - ଇଲ୍ଲାହାବାଦ - କାନପୁର- ଆଗ୍ରା - ନୂଆ ଦିଲ୍ଲୀ
  •  : ନୂଆ ଦିଲ୍ଲୀ - ଜଳନ୍ଧର
  •  : ଜଳନ୍ଧର - ଅମୃତସର - ଅଟ୍ଟାରୀ

ପାକିସ୍ତାନ ସମ୍ପାଦନା

 
ଖ୍ୟବେର ପାସ
  • ୱାଘା - ଲାହୋର
  •   ଲାହୋର - ଇସ୍ଲାମାବାଦ
  •   ଇସ୍ଲାମାବାଦ - ପେଶାବର
  •   ପେଶାବର - ତୋରଖମ

ଆଫଗାନିସ୍ତାନ ସମ୍ପାଦନା

  • ଆଫଗାନିସ୍ତାନର ପରିଧି ରାଜମାର୍ଗ: ଜଲାଲବାଦ - କାବୁଲ - କାନ୍ଧାର - ଦେଲାରାମ - ହେରାତ - ଇସ୍ଲାମ କଳା

ଇରାନ ସମ୍ପାଦନା

  •   : ଇସ୍ଲାମ କଳା - ତୟବାଦ
  •   : ତୟବାଦ - ସାଙ୍ଗ ବାସ୍ଟ
  •   : ସାଙ୍ଗ ବାସ୍ଟ - ଶାହାରୁଦ - ଦଙ୍ଘନ - ସେମନାନ - ତେହରାନ
  •    : ତେହରାନ - କଜ୍ୱୀନ - ତବରେଜ
  •   : ତବରେଜ (ତେହରାନ) - ବଜରଙ୍ଗା

ତୁର୍କୀ ସମ୍ପାଦନା

 
ୟାଭୁଜ ସୁଲ୍ତାନ ସଲୀମ ପୁଲ
  •   ରାସ୍ତା ଡୀ୧୦୦: ଗୁରବୁଲକ - ଦୋଗୁବୟଜିଟ - ଏସ୍କଲେ - ରେଫହିୟେ
  •   ରାସ୍ତା ଡୀ୨୦୦: ରେଫାହିୟେ - ସିବାସ - ଅଙ୍କାର
  •   ଓଟୋୟୋଲ ୪: ଅଙ୍କାର - ଗେରେଡା - ଇସ୍ତାବୁଲ
  •   ଓଟୋୟୋଲ ୭: ଇସ୍ତାବୁଲ
  •   ଓଟୋୟୋଲ ୩: ଇସ୍ତାବୁଲ - ଏଡିର୍ନେ - କପିକୁଲେ (  Bulgaria,  Maritsa ହାଇୱେ)

ଇ୮୦କୁ କନେକ୍ସନ ସମ୍ପାଦନା

 
ଦକ୍ଷୀଣ ୟୁରୋପ ଏବଂ ତୁର୍କୀ ଦେଇ ଗତିକରିଥିବା ଇ୮୦

ଏଏଚ ୧କୁ ତୁର୍କୀରେ    ମଧ୍ୟ କୁହାଯାଏ । ଇ୮୦ ତୁର୍କୀ ପରେ କାପିକୁଳେ ଷ୍ଟେସନରୁ ବୁଲ୍ଗାରିୟାର ସୋଫିୟାରେ ପ୍ରବେଶ କରିଥାଏ, ଯେଉଁଠାରୁ ଇ୮୦ ରାଜମାର୍ଗର ଶ୍ରଙ୍ଖଳାଏଁ ନିସ, ପ୍ରେଷ୍ଟିନା, ଡୁବ୍ରୋବନିକ, ପିସ୍କାରା, ରୋମ, ଜୋନୋଆ, ନିସ, ତୁଲୁଜ, ବର୍ଗୋସ, ବାଲଡୋଲିଡ ଏବଂ ସାଲାମାନକା ଇତ୍ୟାଦି ସହରରୁ ହୋଇ ଅନ୍ତଃରେ ଆଣ୍ଟଲାଟିକା ମହାସାଗରରେ ଲିସବୋନ ପର୍ଯ୍ୟନ୍ତ ଯାଇଥାଏ ।

ଏସିଆନ ହାଇୱେ ନେଟ୍ୱାର୍କ ସମ୍ପାଦନା

ଏସିଆ ମହାମାର୍ଗ (ଏଏଚ) ପରିୟୋଜନା, ଯେପରି ଗ୍ରେଟ ଏସିଆ ରାଜମାର୍ଗ ମଧ କୁହାଯାଏ । ଏସିଆରେ ରାଜମାର୍ଗ ବ୍ୟବସ୍ଥାକୁ ସୁଦୃଢ ବନେଇବା ପାଇଁ, ଏସିଆ ଓ ୟୁରୋପର ଦେଶ ଏବଂ ସଂୟୁକ୍ତ ରାଷ୍ଟ୍ରର ଆର୍ଥିକ ଏବଂ ସାମାଯିକ ଆୟୋଗ ପାଇଣ ଏସିଆ ଏବଂ ପ୍ରଶାନ୍ତ (ESCAP) ମଧ୍ୟରେ ଏକ ସହକାରୀ ପରିୟୋଜନା ରହିଛି । ଏହା ଏସିଆନ ଲ୍ୟାଣ୍ଡ ଟ୍ରାନ୍ସପୋର୍ଟ ଇନ୍ଫାସ୍ଟ୍ରକ୍ଚର ଡେଭଲପମେଣ୍ଟ (ALTID) ପ୍ରୋଜେକ୍ଟର ତିନି ସ୍ତମ୍ଭରୁ ଗୋଟିଏ ଅଟେ , ଯେପରି ୧୯୯୨ ମସିହାରେ ୪୮ବିଂ ସତ୍ରରେ ESCAP କମିଶନଦ୍ୱାରା ଅନୁମୋଦିତ କରାଯାଇଥିଲା, ଯେଉଁଥିରେ ଏସିଆ ରାଜମାର୍ଗ, ଟାର୍ନ୍ସ ଏସିଆ ରେଳମାର୍ଗ (TAR) ଏବଂ ଭୂମି ପରିବହନ ପରିୟୋଜନାର ସୁବିଧା ସାମିଲ ରହିଛି । ରାଜମାର୍ଗ ମହାଦ୍ୱୀପକୁ ପାରି କରିବା ପାଇଁ ଏବଂ ୟୁରୋପ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୩୨ଟି ଦେଶର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରାଯାଇଛି ।

ମାର୍ଗ ସମ୍ପାଦନା

ଋଟ ଏଏଚ ୧କୁ ଟୋକିଓରୁ ବିସ୍ତାରିତ କରିବାର ପ୍ରସ୍ତାବ ବୁଲ୍ଗାରିଆ, ଇସ୍ତାବୁଲ ଏବଂ ଏଡିର୍ନର ପଶ୍ଚୀମ ସୀମାରୁ ଗତିକରି କୋରୀୟା, ଚୀନ ଏବଂ ଅନ୍ୟ ଦେଶ ଦେଇ ଗତିକରିଥାଏ । ଅଳିନ୍ଦରୁ ପୂର୍ବ ଏସିଆ ଦେଶ, ଭାରତ ଏବଂ ଋଷ ମଧ୍ୟରେ ବ୍ୟାପାର ସମ୍ବନ୍ଧରେ ସୁଧାରର ଆଶା ରହିଛି । ମାର୍ଗକୁ ପୂରା କରିବା ପାଇଁ, ଉପସ୍ଥିତ ସଡକର ଉନ୍ନୟନ ଏବଂ ନେଟ୍ୱାର୍କ୍କୁ ଜୋଡିବା ପାଇଁ ନୂଆ ସଡକର ନିର୍ମାଣ କରାଯିବ । ୟୁଏସ $25 ବିଲିୟନ ଖର୍ଚ କିମ୍ବା 2007 ମସିହା ପାଇଁ ପ୍ରତିବଦ୍ଧ ରହିଛି, ଅତିରିକ୍ତ ୟୁଏସ $18 ବିଲିୟନ ସହିତ 26,000 & nbsp; କିମି ହାଇୱେର ଉନ୍ନୟନ ଏବଂ ସୁଧାର ପାଇଁ ଆବଶ୍ୟକ ରହିଛି ।[୮]

ଆଧାର ସମ୍ପାଦନା

  1. Economic and Social Commission for Asia and the Pacific, 2003 Asian Highway Handbook Archived 2012-04-14 at the Wayback Machine., 2003, page 54
  2. Economic and Social Commission for Asia and the Pacific, 2003 Asian Highway Handbook Archived 2012-04-14 at the Wayback Machine., 2003, page 3
  3. アジアハイウェイ標識の設置場所 (in Japanese). MLIT. Retrieved December 5, 2011.{{cite web}}: CS1 maint: unrecognized language (link)
  4. Economic and Social Commission for Asia and the Pacific, 2003 Asian Highway Handbook Archived 2012-04-14 at the Wayback Machine., 2003, page 54 shows an aerial photo of the Yokohama Aoba Interchange, placing AH1 clearly on the Tomei Expressway rather than the other Tokyo-Nagoya expressway, the Chūō Expressway.
  5. Regional Road Connectivity Bangladesh Perspective (PDF) (in English). RHD. Archived from the original (PDF) on February 19, 2017. Retrieved February 19, 2017. {{cite web}}: Invalid |script-title=: missing prefix (help)CS1 maint: unrecognized language (link)
  6. "Asian Highway Route Map" (PDF) (in English). ESCAP. Retrieved February 19, 2017.{{cite web}}: CS1 maint: unrecognized language (link)
  7. "ଆର୍କାଇଭ୍ କପି" (PDF). Archived from the original (PDF) on 2017-10-13. Retrieved 2017-11-11. {{cite web}}: Cite has empty unknown parameter: |1= (help)
  8. "Priority Investment Needs for the Development for the Asian Highway Network" Archived July 20, 2007, at the Wayback Machine., accessed July 14, 2007