ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭

୨୦୧୭ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

୨୨ ତମ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ମସିହାରେ ଆୟୋଜିତ ହେବାକୁ ଯାଉଛି । ଏହା ୬ ଜୁଲାଇ ୨୦୧୭ରୁ ୯ ଜୁଲାଇ ୨୦୧୭ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି ।[୧] ଏହି ପ୍ରତିଯୋଗିତାରେ ୪୫ଟି ଦେଶର ୮୦୦ ଆଥେଲେଟିକ୍ସ ଭାଗନେବେ ।[୨]

୨୦୧୭ ଏସିଆନ ଚମ୍ପିୟାନସିପ
ଆୟୋଜକ ସହରIndia ଭୁବନେଶ୍ୱର, ଭାରତ
ତାରିଖଜୁଲାଇ ୬-୯
ମୁଖ୍ୟ ଷ୍ଟାଡ଼ିଅମକଳିଙ୍ଗ ଷ୍ଟାଡିୟମ
ଅଂଶଗ୍ରହଣ କରିଛନ୍ତି୪୫ଟି ଦେଶରୁ
୮୦୦ ଜଣ ଆଥେଲେଟ

ଏସିଆ ଆଥେଲେଟିକ୍ସ ଚମ୍ପିୟାନ ସିପର ୨୨ତମ ସଂସ୍କରଣ ପ୍ରଥମେ ଝାଡ଼ଖଣ୍ତର ରାଞ୍ଚୀରେ ହେବା ପାଇଁ ଆୟୋଜନ କରାଯାଇଥିଲା । ମାତ୍ର ଏହି ଆୟୋଜନ କରିବାରେ ରାଞ୍ଚୀ ଅକ୍ଷମ ହେବାରୁ ଭୁବନେଶ୍ୱରକୁ ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ବଛା ଗଲା । [୩]

କଳିଙ୍ଗ ଷ୍ଟାଡିୟମରେ ନୂଆ ତିଆରି ହୋଇଥିବା କୃତ୍ରିମ ରାସ୍ତା

ସ୍ଥାନ ସମ୍ପାଦନା

ଏହା ଭାରତର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ହେଉଛି ।

ଲୋଗୋ ସମ୍ପାଦନା

୮ ମଇ ୨୦୧୭ ମସିହାରେ ଏସିଆ ଆଥେଲେଟିକ୍ସ ଚମ୍ପିୟାନସିପର ଲୋଗୋ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାରୀ କରାଯାଇଥିଲା । [୪]

ଆଧାର ସମ୍ପାଦନା

  1. "22nd Asian Athletics Championship 2017". Asian Athletics Championship. Retrieved May 6, 2017.
  2. "22ND ASIAN ATHLETICS CHAMPIONSHIPS 2017".
  3. "Bhubaneswar to host Asian Athletics Championships in July". Times of India. March 14, 2017.
  4. Jha, Jitesh (May 9, 2017). "Olive Ridley to be mascot of Asian Athletics Championships". Jagran Josh.