ଏସମୋଲୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ବ୍ରେଭିବ୍ଲକ, ହେଉଛି ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଉଚ୍ଚ ରକ୍ତଚାପ ଏବଂ ମାୟୋକାର୍ଡିଆଲ ଇସକେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଔଷଧର ପ୍ରଭାବ ଏକ ମିନିଟ୍ ମଧ୍ୟରେ ଆରମ୍ଭ ହୋଇପାରେ ଏବଂ ୩୦ ମିନିଟ୍ ପର୍ଯ୍ୟନ୍ତ ରହିପାରେ ।[୧]

ଏସମୋଲୋଲ
Clinical data
AHFS/Drugs.commonograph
Pregnancy
category
  • AU: C
  • US: C (Risk not ruled out)
Routes of
administration
Intravenous[୧]
Pharmacokinetic data
Bioavailability-
Protein binding60%
MetabolismErythrocytic
Onset of actionWithin a min[୧]
Elimination half-life9 minutes[୨]
Duration of actionUp to 30 min[୧]
ExcretionKidney
Identifiers
  • methyl (RS)-3-{4-[2-hydroxy-3-(propan-2-ylamino)propoxy]phenyl}propanoate
Chemical and physical data
FormulaC16H25NO4
Molar mass୨୯୫.୩୮ g·mol−1
3D model (JSmol)
  • O=C(OC)CCc1ccc(OCC(O)CNC(C)C)cc1
  • InChI=1S/C16H25NO4/c1-12(2)17-10-14(18)11-21-15-7-4-13(5-8-15)6-9-16(19)20-3/h4-5,7-8,12,14,17-18H,6,9-11H2,1-3H3 checkY
  • Key:AQNDDEOPVVGCPG-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଝାଳ ବୋହିବା, ମୁଣ୍ଡବିନ୍ଧା, ବାନ୍ତି, ଏବଂ ଇଞ୍ଜେକସନ ସ୍ଥାନରେ ପ୍ରଦାହ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଫୁସଫୁସ ଇଡିମା ଏବଂ ମୂତ୍ର ଧାରଣ ହୋଇପାରେ ।[୩] ଏହା ଏକ କାର୍ଡିଓସିଲେକ୍ଟିଭ ବିଟା1 ରିସେପ୍ଟର ବ୍ଲକର୍ ଯାହା ସିମ୍ପାଥେଟିକ ସ୍ନାୟୁ ପ୍ରଣାଳୀକୁ ପ୍ରତିରୋଧ କରିଥାଏ ।[୪] [୫] ଏହା ଦ୍ୱିତୀୟ ଶ୍ରେଣୀର ଏକ ଆଣ୍ଟିଆରିସମିକ୍ ।[୬]

୧୯୮୦ ମସିହାରେ ଏସମୋଲୋଲ ପେଟେଣ୍ଟ ହୋଇଥିଲା ଏବଂ ୧୯୮୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୭] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ପ୍ରତି ୧୦୦ ମିଗ୍ରା ଭାଏଲ ପାଇଁ ପ୍ରାୟ ୧୦ ପାଊଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୦୨୧ ସୁଦ୍ଧା ପ୍ରାୟ ୬ ଡଲାର ଥିଲା ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Esmolol Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 23 July 2021.
  2. Benowitz, Neal L. (2020). "11. Antihypertensive agents". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 193. ISBN 978-1-260-45231-0. Archived from the original on 2021-10-10. Retrieved 2021-12-05.
  3. ୩.୦ ୩.୧ ୩.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 166. ISBN 978-0-85711-369-6.{{cite book}}: CS1 maint: date format (link)
  4. Barash, Paul G.; Cullen, Bruce F.; Stoelting, Robert K.; Cahalan, Michael; Stock, M. Christine (1 January 2011). Clinical Anesthesia (in ଇଂରାଜୀ). Lippincott Williams & Wilkins. p. PT1598. ISBN 978-1-4511-2297-8. Archived from the original on 28 August 2021. Retrieved 23 July 2021.
  5. Sharar, Sam R.; Cullen, Bruce F.; Stock, Christine M.; Ortega, Rafael; Holt, Natalie; Nathan, Naveen; Connor, Christopher (9 July 2021). Clinical Anesthesia Fundamentals (in ଇଂରାଜୀ). Lippincott Williams & Wilkins. p. PT335. ISBN 978-1-9751-1302-5. Archived from the original on 28 August 2021. Retrieved 23 July 2021.
  6. Marx, John; Hockberger, Robert; Walls, Ron (1 August 2013). Rosen's Emergency Medicine - Concepts and Clinical Practice E-Book: 2-Volume Set (in ଇଂରାଜୀ). Elsevier Health Sciences. p. 1038. ISBN 978-1-4557-4987-4. Archived from the original on 28 August 2021. Retrieved 23 July 2021.
  7. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 462. ISBN 978-3-527-60749-5. Archived from the original on 2021-06-10. Retrieved 2021-03-18.
  8. "Esmolol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 August 2021. Retrieved 23 July 2021.