ଏଷ୍ଟ୍ରୋପିପେଟ

ଏହା ଋତୁବନ୍ଦ ଏବଂ ଓଭାରି ବିଫଳତାର ଲକ୍ଷଣକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ।

ଏଷ୍ଟ୍ରୋପିପେଟ (ଇଂରାଜୀ ଭାଷାରେ Estropipate), ଅନ୍ୟମାନଙ୍କ ମଧ୍ୟରେ ଓଗେନ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଋତୁବନ୍ଦ ଏବଂ ଓଭାରି ବିଫଳତାର ଲକ୍ଷଣକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ।[] ଋତୁବନ୍ଦ ପରବର୍ତ୍ତୀ ଓଷ୍ଟିଓପୋରୋସିସ ରୋକିବା ପାଇଁ ମଧ୍ୟ ଏହା ପୂର୍ବରୁ ବ୍ୟବହୃତ ହୋଇଥିଲା ।[] ଏହା ପାଟିରେ ଦିଆଯାଏ । []

ଏଷ୍ଟ୍ରୋପିପେଟ
Clinical data
Trade namesHarmogen, Improvera, Ogen, Ortho-Est, Sulestrex, others
SynonymsPiperazine estrone sulfate;[] Estrone sulfate piperazine salt; Pipestrone
AHFS/Drugs.commonograph
Routes of
administration
By mouth
Identifiers
  • [(8R,9S,13S,14S)-13-Methyl-17-oxo-7,8,9,11,12,14,15,16-octahydro-6H-cyclopenta[a]phenanthren-3-yl] hydrogen sulfate; piperazine
ECHA InfoCard100.027.906 Edit this at Wikidata
Chemical and physical data
FormulaC22H32N2O5S
Molar mass୪୩୬.୫୭ g·mol−1
3D model (JSmol)
  • O=S(=O)(O)Oc1cc4c(cc1)[C@@H]3[C@H]([C@@H]2CCC(=O)[C@@]2(C)CC3)CC4.N1CCNCC1
  • InChI=1S/C18H22O5S.C4H10N2/c1-18-9-8-14-13-5-3-12(23-24(20,21)22)10-11(13)2-4-15(14)16(18)6-7-17(18)19;1-2-6-4-3-5-1/h3,5,10,14-16H,2,4,6-9H2,1H3,(H,20,21,22);5-6H,1-4H2/t14-,15-,16+,18+;/m1./s1 checkY
  • Key:HZEQBCVBILBTEP-ZFINNJDLSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ସ୍ତନ ଯନ୍ତ୍ରଣା, ଅନିୟମିତ ଯୋନୀପଥ ରକ୍ତସ୍ରାବ, ପେଟ କଷ୍ଟ ଏବଂ ଅଇ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା ସ୍ତର, ଫୁଲା, କେଶ ଝଡ଼ିବା ଏବଂ ଯୋନୀପଥ ଖମୀର ସଂକ୍ରମଣ ହୋଇପାରେ ।[] କ୍ୱଚିତ୍ ରକ୍ତ ଜମାଟ ବାନ୍ଧିବା କିମ୍ବା ପିତ୍ତାଶୟ ରୋଗ ହୋଇପାରେ ।[] ଏହା ଏକ ଇଷ୍ଟ୍ରୋଜେନ୍, ବିଶେଷ ଭାବରେ ଇଷ୍ଟ୍ରନ୍ ସଲଫେଟ୍ ଲବଣ ଏବଂ ପିପେରାଜିନ ଯାହା ଶରୀରରେ ଏଷ୍ଟ୍ରୋନ୍ ଏବଂ ଏଷ୍ଟ୍ରାଡିଓଲରେ ପରିଣତ ହୁଏ ।[] []

୧୯୫୦ ମସିହାରେ ପ୍ରଥମେ ଆମେରିକାରେ ଏଷ୍ଟ୍ରୋପିପେଟ ବ୍ୟବସାୟିକ ଭାବରେ ତିଆରି କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୦.୭୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଛି ।[] []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - ESTROPIPATE tablet". dailymed.nlm.nih.gov. Archived from the original on 11 January 2022. Retrieved 17 December 2021.
  2. Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 900–. ISBN 978-1-4757-2085-3. Archived from the original on 27 June 2021. Retrieved 19 October 2020.
  3. Morton IK, Hall JM (6 December 2012). Concise Dictionary of Pharmacological Agents: Properties and Synonyms. Springer Science & Business Media. pp. 114–. ISBN 978-94-011-4439-1.
  4. Report on Carcinogens: Carcinogen Profiles (in ଇଂରାଜୀ). Department of Health and Human Services, Public Health Service, National Toxicology Program. 2000. p. RA1-PA26. Archived from the original on 2022-01-11. Retrieved 2021-12-17.
  5. "Estropipate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 17 December 2021.
  6. "Estropipate Prices and Estropipate Coupons - GoodRx". GoodRx. Retrieved 17 December 2021.
  7. "Drugs@FDA: FDA-Approved Drugs". www.accessdata.fda.gov. Archived from the original on 22 March 2021. Retrieved 19 December 2021.