ଏଷ୍ଟ୍ରୋପିପେଟ
ଏଷ୍ଟ୍ରୋପିପେଟ (ଇଂରାଜୀ ଭାଷାରେ Estropipate), ଅନ୍ୟମାନଙ୍କ ମଧ୍ୟରେ ଓଗେନ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଋତୁବନ୍ଦ ଏବଂ ଓଭାରି ବିଫଳତାର ଲକ୍ଷଣକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ।[୧] ଋତୁବନ୍ଦ ପରବର୍ତ୍ତୀ ଓଷ୍ଟିଓପୋରୋସିସ ରୋକିବା ପାଇଁ ମଧ୍ୟ ଏହା ପୂର୍ବରୁ ବ୍ୟବହୃତ ହୋଇଥିଲା ।[୧] ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Harmogen, Improvera, Ogen, Ortho-Est, Sulestrex, others |
Synonyms | Piperazine estrone sulfate;[୧] Estrone sulfate piperazine salt; Pipestrone |
AHFS/Drugs.com | monograph |
Routes of administration | By mouth |
Identifiers | |
| |
ECHA InfoCard | 100.027.906 |
Chemical and physical data | |
Formula | C22H32N2O5S |
Molar mass | ୪୩୬.୫୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ସ୍ତନ ଯନ୍ତ୍ରଣା, ଅନିୟମିତ ଯୋନୀପଥ ରକ୍ତସ୍ରାବ, ପେଟ କଷ୍ଟ ଏବଂ ଅଇ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା ସ୍ତର, ଫୁଲା, କେଶ ଝଡ଼ିବା ଏବଂ ଯୋନୀପଥ ଖମୀର ସଂକ୍ରମଣ ହୋଇପାରେ ।[୧] କ୍ୱଚିତ୍ ରକ୍ତ ଜମାଟ ବାନ୍ଧିବା କିମ୍ବା ପିତ୍ତାଶୟ ରୋଗ ହୋଇପାରେ ।[୧] ଏହା ଏକ ଇଷ୍ଟ୍ରୋଜେନ୍, ବିଶେଷ ଭାବରେ ଇଷ୍ଟ୍ରନ୍ ସଲଫେଟ୍ ଲବଣ ଏବଂ ପିପେରାଜିନ ଯାହା ଶରୀରରେ ଏଷ୍ଟ୍ରୋନ୍ ଏବଂ ଏଷ୍ଟ୍ରାଡିଓଲରେ ପରିଣତ ହୁଏ ।[୨] [୩]
୧୯୫୦ ମସିହାରେ ପ୍ରଥମେ ଆମେରିକାରେ ଏଷ୍ଟ୍ରୋପିପେଟ ବ୍ୟବସାୟିକ ଭାବରେ ତିଆରି କରାଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୦.୭୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[୫] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଛି ।[୬] [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - ESTROPIPATE tablet". dailymed.nlm.nih.gov. Archived from the original on 11 January 2022. Retrieved 17 December 2021.
- ↑ Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 900–. ISBN 978-1-4757-2085-3. Archived from the original on 27 June 2021. Retrieved 19 October 2020.
- ↑ Morton IK, Hall JM (6 December 2012). Concise Dictionary of Pharmacological Agents: Properties and Synonyms. Springer Science & Business Media. pp. 114–. ISBN 978-94-011-4439-1.
- ↑ Report on Carcinogens: Carcinogen Profiles (in ଇଂରାଜୀ). Department of Health and Human Services, Public Health Service, National Toxicology Program. 2000. p. RA1-PA26. Archived from the original on 2022-01-11. Retrieved 2021-12-17.
- ↑ "Estropipate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 17 December 2021.
- ↑ "Estropipate Prices and Estropipate Coupons - GoodRx". GoodRx. Retrieved 17 December 2021.
- ↑ "Drugs@FDA: FDA-Approved Drugs". www.accessdata.fda.gov. Archived from the original on 22 March 2021. Retrieved 19 December 2021.