ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।[୧] ଏହି ଔଷଧ ପାଟିରେ, ମାଂସପେଶୀ ଇଞ୍ଜେକସନ ବା ଅନ୍ତଃଶିରା ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର କାମ ଖାଇବାର ୧୫ ମିନିଟ ମଧ୍ୟରେ ଆରମ୍ଭ ହୁଏ, ଇଞ୍ଜେକସନ ଦେଲେ ଶୀଘ୍ର କାମ କରେ । ଏହାର ପ୍ରଭାବ ୪୫ ମିନିଟରୁ ୧୮୦ ମିନିଟ ପର୍ଯ୍ୟନ୍ତ ରହେ ।[୧]

ଏର୍ଗୋମେଟ୍ରିନ
Clinical data
SynonymsErgonovine, lysergic acid beta- propanolamide
AHFS/Drugs.commonograph
Pregnancy
category
  • X
Routes of
administration
Oral
ATC code
Legal status
Legal status
  • List I precursor (US)
Pharmacokinetic data
MetabolismLiver
ExcretionKidney
Identifiers
  • (6aR,9R)-N-((S)-1-Hydroxypropan- 2-yl)-7-methyl-4,6,6a,7,8,9-hexahydroindolo[4,3-fg]quinoline-9-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.441 Edit this at Wikidata
Chemical and physical data
FormulaC19H23N3O2
Molar mass325.41 g/mol
3D model (JSmol)
  • O=C(N[C@@H](C)CO)[C@@H]3/C=C2/c4cccc1c4c(cn1)C[C@H]2N(C3)C
  • InChI=1S/C19H23N3O2/c1-11(10-23)21-19(24)13-6-15-14-4-3-5-16-18(14)12(8-20-16)7-17(15)22(2)9-13/h3-6,8,11,13,17,20,23H,7,9-10H2,1-2H3,(H,21,24)/t11-,13+,17+/m0/s1 checkY
  • Key:WVVSZNPYNCNODU-XTQGRXLLSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଉଚ୍ଚ ରକ୍ତଚାପ, ବାନ୍ତି, ଅପସ୍ମାର ବାତ, ମୁଣ୍ଡବଥାନିମ୍ନ ରକ୍ତଚାପ ମୁଖ୍ୟତଃ ଦେଖାଯାଏ । ଅନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏର୍ଗୋଟିଜ୍ମ ଦେଖାଯାଏ ।[୧] ମୌଳିକ ଭାବରେ ଏହା ରାଇ ଏର୍ଗଟ ଫିମ୍ପିରୁ ତିଆରି ହେଉଥିଲା, କିନ୍ତୁ ଅଧୁନା ଲାଇସର୍ଜିକ ଏସିଡରୁ ତିଆରି ହେଉଛି ।[୨][୩] ଏର୍ଗୋମେଟ୍ରିନରୁ ଲାଇସର୍ଜିକ ଏସିଡ ଡାଇଏଥାଇଲାମାଇଡ ବା ଏଲଏସଡି ପ୍ରସ୍ତୁତ ହୋଇପାରୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖାଯାଇଛି ।[୪]

ଏର୍ଗୋମେଟ୍ରିନ ସନ ୧୯୩୨ରେ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହାର ହୋଲସେଲ ମୂଲ୍ୟ ପିଲ ପିଛା ସନ ୨୦୧୪ରେ ୦.୧୨ରୁ ୦.୪୧ ଆମେରିକୀୟ ଡଲାର ଥଲା ।[୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୧.୭୫ ଡଲାର ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Ergonovine Maleate". The American Society of Health-System Pharmacists. Retrieved Dec 2015. {{cite web}}: Check date values in: |accessdate= (help)
  2. ୨.୦ ୨.୧ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 245. ISBN 9783527326693.
  3. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 349. ISBN 9780471899792.
  4. King, L.A. (2009). Forensic chemistry of substance misuse : a guide to drug control. Cambridge, UK: Royal Society of Chemistry. p. 190. ISBN 9780854041787.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Ergometrine Maleate". International Drug Price Indicator Guide. Retrieved 25 December 2015.[permanent dead link]
  7. "Ergometrine Maleate". International Drug Price Indicator Guide. Retrieved 25 December 2015.[permanent dead link]