ଏରିବୁଲିନ, ଏକ ବିକ୍ରୟ ନାମ ହାଲାଭେନ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ଏବଂ ଲାଇପୋସାର୍କୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୬] ଅନ୍ୟାନ୍ୟ ଚିକିତ୍ସା ସବୁ ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୬] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ଏରିବୁଲିନ
Clinical data
Trade namesHalaven
SynonymsE7389, ER-086526, NSC-707389
AHFS/Drugs.commonograph
MedlinePlusa611007
data
Pregnancy
category
Routes of
administration
Intravenous
Legal status
Legal status
Identifiers
  • 2-(3-Amino-2-hydroxypropyl)hexacosahydro-3-methoxy- 26-methyl-20,27-bis(methylene)11,15-18,21-24,28-triepoxy- 7,9-ethano-12,15-methano-9H,15H-furo(3,2-i)furo(2',3'-5,6) pyrano(4,3-b)(1,4)dioxacyclopentacosin-5-(4H)-one
ECHA InfoCard100.230.372 Edit this at Wikidata
Chemical and physical data
FormulaC40H59NO11
Molar mass୭୨୯.୯୧ g·mol−1
3D model (JSmol)
  • CC1CC2CCC3C(=C)CC(O3)CCC45CC6C(O4)C7C(O6)C(O5)C8C(O7)CCC(O8)CC(=O)CC9C(CC(C1=C)O2)OC(C9OC)CC(CN)O
  • InChI=1S/C40H59NO11/c1-19-11-24-5-7-28-20(2)12-26(45-28)9-10-40-17-33-36(51-40)37-38(50-33)39(52-40)35-29(49-37)8-6-25(47-35)13-22(42)14-27-31(16-30(46-24)21(19)3)48-32(34(27)44-4)15-23(43)18-41/h19,23-39,43H,2-3,5-18,41H2,1,4H3/t19-,23+,24+,25-,26+,27+,28+,29+,30-,31+,32-,33-,34-,35+,36+,37+,38-,39+,40+/m1/s1 checkY
  • Key:UFNVPOGXISZXJD-JBQZKEIOSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, କେଶ ଝଡ଼ିବା, ପ୍ରାନ୍ତୀୟ ସ୍ନାୟୁ କ୍ଷତିଗ୍ରସ୍ତ, ପେଟ ଯନ୍ତ୍ରଣା, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ ସ୍ୱଳ୍ପ ଲାଲ ରକ୍ତ କଣିକା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋକାଲେମିଆ ବା କମ୍ ପୋଟାସିୟମ୍ହାଇପୋକ୍ୟାଲସେମିଆ ବା କମ କ୍ୟାଲସିୟମ୍, ଏବଂ କ୍ୟୁଟି(QT) ବିସ୍ତାର ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମାଇକ୍ରୋଟ୍ୟୁବୁଲ୍ ଇନହିବିଟର ।[୭]

ଆମେରିକାରେ ୨୦୨୦ ମସିହାରେ ଏବଂ ୨୦୧୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏରିବୁଲିନ ଅନୁମୋଦିତ ହୋଇଥିଲା ।[୭] [୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୦.୮୮ ମିଗ୍ରା ଏରିବୁଲିନର ମୂଲ୍ୟ ୩୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୮୦ ଡଲାର ଅଟେ ।[୯]

ଆଧାର ସମ୍ପାଦନା

  1. "Eribulin (Halaven) Use During Pregnancy". Drugs.com. 22 October 2019. Archived from the original on 11 July 2020. Retrieved 9 July 2020.
  2. "Eribulin EPAR". European Medicines Agency (EMA). Archived from the original on 9 July 2020. Retrieved 9 July 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Halaven- eribulin mesylate injection". DailyMed. 22 December 2017. Archived from the original on 9 July 2020. Retrieved 9 July 2020.
  4. "Eisai Announces Japan Launch Of Anticancer Agent Halaven" (Press release). Eisai Co., Ltd. 19 July 2011. Archived from the original on 4 June 2021. Retrieved 15 February 2021.
  5. "Anticancer Agent Halaven Approved For Treatment Of Locally Advanced Or Metastatic Breast Cancer In China" (Press release). Eisai Co., Ltd. 17 July 2019. Archived from the original on 4 June 2021. Retrieved 15 February 2021.
  6. ୬.୦ ୬.୧ ୬.୨ "Halaven". Archived from the original on 9 July 2020. Retrieved 16 December 2021.
  7. ୭.୦ ୭.୧ "EriBULin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 15 December 2021.
  8. BNF 81: March-September 2021. BMJ Group and the Pharmaceutical Press. 2021. p. 977. ISBN 978-0857114105.
  9. "Halaven Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 16 December 2021.