ଏପକୋରିଟାମାବ

ଏହା ଏକ ଔଷଧ ଯାହା ଡିଫ୍ୟୁଜ ଏହା ବିରାଟ ବି-ସେଲ ଲିମ୍ଫୋମା (DLBCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଏପକୋରିଟାମାବ (ଇଂରାଜୀ ଭାଷାରେ Epcoritamab), ବିକ୍ରୟ ନାମ ଏପକିନଲି (Epkinly), ହେଉଛି ଏକ ଔଷଧ ଯାହା ଡିଫ୍ୟୁଜ ଏହା ବିରାଟ ବି-ସେଲ ଲିମ୍ଫୋମା (DLBCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ଏପକୋରିଟାମାବ
Monoclonal antibody
TypeBi-specific T-cell engager
SourceHumanized
TargetCD3E, CD20
Clinical data
Trade namesEpkinly
SynonymsEpcoritamab-bysp, GEN3013
data
Routes of
administration
Subcutaneous
Legal status
Legal status
Chemical and physical data
FormulaC6471H9999N1735O2007S44
Molar mass୧,୪୫,୬୨୪.୯୫ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇଟୋକାଇନ ରିଲିଜ ସିଣ୍ଡ୍ରୋମ, ଥକ୍କା, ମାଂସପେଶୀ-ଅସ୍ଥି ଯନ୍ତ୍ରଣା, ଇଞ୍ଜେକସ ଦେବା ସ୍ଥାନରେ ପ୍ରତିକ୍ରିୟା, ଜ୍ୱର, ପେଟ ଯନ୍ତ୍ରଣା, ଅଇ, ଏବଂ ତରଳ ଝାଡ଼ା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ବାଇସ୍ପେସିଫିକ ସିଡି୨୦ (CD20)- ନିର୍ଦ୍ଦେଶିତ ସିଡି୩ (CD3) ଟି-ଜୀବକୋଷ ଜଡିତ ଅଟେ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏପକୋରିଟାମାବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୮,୦୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Epcoritamab-bysp- epcoritamab injection, solution Epcoritamab-bysp- epcoritamab injection, solution, concentrate". DailyMed. 16 May 2023. Archived from the original on 25 May 2023. Retrieved 24 May 2023.
  2. "Epkinly Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 15 August 2023. Retrieved 15 August 2023.