ଏକ୍ସେମେସ୍ଟେନ

ଏହା ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଏକ୍ସେମେସ୍ଟେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରୋମାସିନ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରାରମ୍ଭିକ ଇଷ୍ଟ୍ରୋଜେନ ପଜିଟିଭ ରିସେପ୍ଟର ରୋଗ ବା ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଟାମୋକ୍ସିଫେନ୍ ପ୍ରତିରୋଧକ ହୋଇପାରିଛି ।[୩] ଏହା ପାଟିରେ ଦିଆଯାଏ ।[୨]

ଏକ୍ସେମେସ୍ଟେନ
Clinical data
Pronunciation/ˌɛksəˈmɛˌstn/
EK-sə-ME-stayn
Trade namesAromasin
SynonymsFCE-24304
AHFS/Drugs.commonograph
MedlinePlusa607006
Pregnancy
category
  • US: D (Evidence of risk)
Routes of
administration
By mouth
Legal status
Legal status
Pharmacokinetic data
Bioavailability~60%[ଆଧାର ଲୋଡ଼ା]
Protein binding90%
MetabolismLiver (CYP3A4, aldo-keto reductase)
Elimination half-life24 hours
Duration of action4–5 days[ଆଧାର ଲୋଡ଼ା]
ExcretionUrine and feces ~ 1:1 (mainly metabolites)
Identifiers
  • 6-Methylideneandrosta-1,4-diene-3,17-dione[୧]
ECHA InfoCard100.171.149 Edit this at Wikidata
Chemical and physical data
FormulaC20H24O2
Molar mass୨୯୬.୪୧ g·mol−1
3D model (JSmol)
  • O=C\1\C=C/[C@]3(C(=C/1)/C(=C)C[C@H]4[C@@H]2CCC(=O)[C@]2(CC[C@H]34)C)C
  • InChI=1S/C20H24O2/c1-12-10-14-15-4-5-18(22)20(15,3)9-7-16(14)19(2)8-6-13(21)11-17(12)19/h6,8,11,14-16H,1,4-5,7,9-10H2,2-3H3/t14-,15-,16-,19+,20-/m0/s1 checkY
  • Key:BFYIZQONLCFLEV-DAELLWKTSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଲାଲିମା, ଥକ୍କା, ଗଣ୍ଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ଅଧିକ ସ୍ୱେଦ ନିର୍ଗମନ ହୋଇଥାଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ ଅନ୍ତର୍ଭୁକ୍ତ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୩] ଏହା ଏକ ଆରୋମାଟେଜ୍ ଇନହିବିଟର ଯାହା ଇଷ୍ଟ୍ରୋଜେନ ସୃଷ୍ଟିକୁ ଅବରୋଧ କରିଥାଏ ।[୩] [୪]

୧୯୯୮ ମସିହାରେ ଯୁକ୍ତରାଜ୍ୟରେ ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏକ୍ସେମେସ୍ଟେନକୁ ଅନୁମୋଦନ କରାଯାଇଥିଲା ।[୫] [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ଏହାର ଏକ ମାସର ଖର୍ଚ୍ଚର ମୂଲ୍ୟ ପ୍ରାୟ ୨୧ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ।[୭]

ଆଧାର ସମ୍ପାଦନା

  1. Exemestane Archived 2015-12-23 at the Wayback Machine. at ChEBI
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 998. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ "DailyMed - EXEMESTANE tablet". dailymed.nlm.nih.gov. Archived from the original on 21 March 2021. Retrieved 17 December 2021.
  4. "Exemestane". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 17 December 2021.
  5. "Aromasin - Summary of Product Characteristics (SmPC) - (emc)". www.medicines.org.uk. Archived from the original on 13 May 2021. Retrieved 17 December 2021.
  6. "Exemestane Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 17 December 2021.
  7. "Exemestane Prices, Coupons & Savings Tips - GoodRx". GoodRx. Archived from the original on 21 October 2016. Retrieved 17 December 2021.