ଏକ୍ସେମେସ୍ଟେନ
ଏକ୍ସେମେସ୍ଟେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରୋମାସିନ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରାରମ୍ଭିକ ଇଷ୍ଟ୍ରୋଜେନ ପଜିଟିଭ ରିସେପ୍ଟର ରୋଗ ବା ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଟାମୋକ୍ସିଫେନ୍ ପ୍ରତିରୋଧକ ହୋଇପାରିଛି ।[୩] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Pronunciation | /ˌɛksəˈmɛˌsteɪn/ EK-sə-ME-stayn |
Trade names | Aromasin |
Synonyms | FCE-24304 |
AHFS/Drugs.com | monograph |
MedlinePlus | a607006 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~60%[ଆଧାର ଲୋଡ଼ା] |
Protein binding | 90% |
Metabolism | Liver (CYP3A4, aldo-keto reductase) |
Elimination half-life | 24 hours |
Duration of action | 4–5 days[ଆଧାର ଲୋଡ଼ା] |
Excretion | Urine and feces ~ 1:1 (mainly metabolites) |
Identifiers | |
| |
ECHA InfoCard | 100.171.149 |
Chemical and physical data | |
Formula | C20H24O2 |
Molar mass | ୨୯୬.୪୧ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଲାଲିମା, ଥକ୍କା, ଗଣ୍ଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ଅଧିକ ସ୍ୱେଦ ନିର୍ଗମନ ହୋଇଥାଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ ଅନ୍ତର୍ଭୁକ୍ତ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୩] ଏହା ଏକ ଆରୋମାଟେଜ୍ ଇନହିବିଟର ଯାହା ଇଷ୍ଟ୍ରୋଜେନ ସୃଷ୍ଟିକୁ ଅବରୋଧ କରିଥାଏ ।[୩] [୪]
୧୯୯୮ ମସିହାରେ ଯୁକ୍ତରାଜ୍ୟରେ ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏକ୍ସେମେସ୍ଟେନକୁ ଅନୁମୋଦନ କରାଯାଇଥିଲା ।[୫] [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ଏହାର ଏକ ମାସର ଖର୍ଚ୍ଚର ମୂଲ୍ୟ ପ୍ରାୟ ୨୧ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ।[୭]
ଆଧାର
ସମ୍ପାଦନା- ↑ Exemestane Archived 2015-12-23 at the Wayback Machine. at ChEBI
- ↑ ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 998. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ ୩.୪ "DailyMed - EXEMESTANE tablet". dailymed.nlm.nih.gov. Archived from the original on 21 March 2021. Retrieved 17 December 2021.
- ↑ "Exemestane". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 17 December 2021.
- ↑ "Aromasin - Summary of Product Characteristics (SmPC) - (emc)". www.medicines.org.uk. Archived from the original on 13 May 2021. Retrieved 17 December 2021.
- ↑ "Exemestane Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 17 December 2021.
- ↑ "Exemestane Prices, Coupons & Savings Tips - GoodRx". GoodRx. Archived from the original on 21 October 2016. Retrieved 17 December 2021.