ଋତୁସ୍ରାବ ଯନିତ ଅନ୍ଧବିଶ୍ୱାସ
ମହିଳାମାନଙ୍କ ମାସିକ ପୁଷ୍ପବତୀ ହେବାକୁ ନେଇ ସମାଜରେ କିଛି ଅନ୍ଧବିଶ୍ୱାସ ରହିଛି । କେତେକ କ୍ଷେତ୍ରରେ ଏହି ସମୟକୁ ଅଶୁଦ୍ଧ ବୋଲି ମଧ୍ୟ କୁହାଯାଏ । ଏହାକୁ ଲଜ୍ଜ୍ୟା ଜନକ ସମୟ ବୋଲି କୁହାଯାଏ । ମିଡ଼ିଆ ଏବଂ ବିଜ୍ଞାପନ ମାଧ୍ୟମରେ ଏହା ସହ ନିଜ ପରିବାର ସଦସ୍ୟଙ୍କୁ ସଚେତନ କରାଯାଉଛି । କିଛି ପରମ୍ପରା ଏବଂ ମାନସିକତା ମଧ୍ୟ ଲୋକଙ୍କ ମଧ୍ୟ ଏବେ ବି ଅନେକ ଭୁଲ ଧାରଣା ରହିଛି[୧] ।
ଧାର୍ମିକ ବିଶ୍ୱାସ
ସମ୍ପାଦନାବିଭିନ୍ନ ପରମ୍ପରା ଅନୁସାରେ ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ୧୯୮୦ ମସିହାରେ ୟୁନାଇଟେଡ଼ ଷ୍ଟେଟରେ କିଛି ଅଲଗା ଧାରଣା ମଧ୍ୟ ରହିଥିଲା[୨]। ଯେମିତିକି ଋତୁଶ୍ରାବ ସମୟରେ କୌଣସି ପୁଅ ସହିତ ଝିଅଟିଏ କଥା ହୋଇନପାରିବା । ୧ରୁ ୩ ପ୍ରତିଶତ ଝିଅ ତାଙ୍କ ସଠିକ ଭାବେ ବାପାଙ୍କ ସହ ଆଲୋଚନା କରିବା ଉଚିତ ମନେ କରନ୍ତି ନାହିଁ ।
ହିନ୍ଦୁ ପରମ୍ପରା ବିଶ୍ୱାସ
ସମ୍ପାଦନାହିନ୍ଦୁ ପରମ୍ପରା ଅନୁସାରେ ମଧ୍ୟ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି । ଯେମିତିକି ମହିଳାମାନଙ୍କୁ ରୋଷେଇ ଘରକୁ ଯିବା ପାଇଁ ବାରଣ କରାଯାଇଥାଏ[୩] । ଏହାସହ ମନ୍ଦିର ଯିବାକୁ ମଧ୍ୟ ବାରଣ କରାଯାଇଥାଏ । ଏପରିକି ମହିଳାଙ୍କୁ ପୁରୁଷ ମାନଙ୍କୁ ଛୁଇଁବାକୁ ମଧ୍ୟ ମନାକରାଯାଇଥାଏ[୪] ।
ଆଧାର
ସମ୍ପାଦନା- ↑ Durkheim, E. 1963. [1898] La prohibition de l’inceste et ses origines. L’Année Sociologique 1: 1-70. Reprinted as Incest. The nature and origin of the taboo, trans. E. Sagarin. New York: Stuart.
- ↑ Research & Forecasts, Inc. (1981). "The Tampax Report: Summary of Survey Results on a Study of Attitudes towards Menstruation". New York: Research and Forecasts.
- ↑ Bhartiya, Aru (November 2013). "Menstruation, Religion and Society". International Journal of Social Science and Humanity.
- ↑ Dunnavant, Nicki (2012). "Restriction and Renewal, Pollution and Power, Constraint and Community: The Paradoxes of Religious Women's Experiences of Menstruation". Sex Roles: A Journal of Research.