ଉବ୍ରୋଗେପାଣ୍ଟ (ଇଂରାଜୀ ଭାଷାରେ), ଏକ ବେପାର ନାମ ଉବ୍ରେଲଭି (Ubrelvy), ହେଉଛି ଅଧକପାଳି ରୋଗ ଆକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏଥିରେ ଏକ ଅରା (aura) ବା ଘବରେଇବା ଅନୁଭବ ଉପସ୍ଥିତ ଥିଲା କି ନାହିଁ ଜଣାଯାଇ ନାହିଁ ।[୨] ଏହା ଅଧକପାଳି ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ନାହିଁ । [୩] ଏହା ପାଟିରେ ଦିଆଯାଏ ।[୨]

ଉବ୍ରୋଗେପାଣ୍ଟ
Clinical data
Trade namesUbrelvy
SynonymsMK-1602
AHFS/Drugs.commonograph
MedlinePlusa620016
data
Routes of
administration
By mouth
Legal status
Legal status
Identifiers
  • (6S)-N-[(3S,5S,6R)-6-Methyl-2-oxo-5-phenyl-1-(2,2,2-trifluoroethyl)-3-piperidinyl]-2'-oxo-1',2',5,7-tetrahydrospiro[cyclopenta[b]pyridine-6,3'-pyrrolo[2,3-b]pyridine]-3-carboxamide
Chemical and physical data
FormulaC29H26F3N5O3
Molar mass୫୪୯.୫୫ g·mol−1
3D model (JSmol)
  • CC1C(CC(C(=O)N1CC(F)(F)F)NC(=O)C2=CC3=C(CC4(C3)C5=C(NC4=O)N=CC=C5)N=C2)C6=CC=CC=C6
  • InChI=1S/C29H26F3N5O3/c1-16-20(17-6-3-2-4-7-17)11-22(26(39)37(16)15-29(30,31)32)35-25(38)19-10-18-12-28(13-23(18)34-14-19)21-8-5-9-33-24(21)36-27(28)40/h2-10,14,16,20,22H,11-13,15H2,1H3,(H,35,38)(H,33,36,40)/t16-,20-,22+,28+/m1/s1
  • Key:DDOOFTLHJSMHLN-ZQHRPCGSSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ ଏବଂ ଶୁଖିଲା ପାଟି ହୋଇପାରେ ।[୨] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଶକ୍ତିଶାଳୀ ସିୱାଇପି୩ଏ୪ (CYP3A4) ଇନହିବିଟର ସହିତ ଏକତ୍ର ବ୍ୟବହାର ସୁପାରିଶ କରାଯାଏ ନାହିଁ | [୨] ଏହା ଏକ ଛୋଟ-ଅଣୁ- କାଲସିଟୋନିନ୍ ଜିନ୍ ସମ୍ବନ୍ଧୀୟ ପେପ୍ଟାଇଡ୍ ରିସେପ୍ଟର ଆଣ୍ଟାଗନିଷ୍ଟ । [୨]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଉବ୍ରୋଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୮୭ ଡଲାର ଥିଲା ।[୬] ୨୦୨୧ ସୁଦ୍ଧା ଏହା ୟୁରୋପରେ ଅନୁମୋଦିତ ହୋଇନାହିଁ [୭]

ଆଧାର ସମ୍ପାଦନା

  1. "Ubrelvy- ubrogepant tablet". DailyMed. Archived from the original on 4 June 2021. Retrieved 4 June 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ubrogepant Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 August 2021.
  3. "FDA approves new treatment for adults with migraine" (Press release). 23 December 2019. Archived from the original on 23 December 2019. Retrieved 23 December 2019.
  4. "Ubrogepant (Ubrelvy) Use During Pregnancy". Drugs.com (in ଇଂରାଜୀ). Archived from the original on 5 March 2021. Retrieved 12 August 2021.
  5. Scott, LJ (February 2020). "Ubrogepant: First Approval". Drugs. 80 (3): 323–328. doi:10.1007/s40265-020-01264-5. PMID 32020557.
  6. "Ubrogepant Prices, Coupons & Savings Tips - GoodRx". GoodRx. Retrieved 12 August 2021.
  7. "Ubrogepant". SPS - Specialist Pharmacy Service. Archived from the original on 27 August 2021. Retrieved 13 August 2021.