ଉବ୍ରୋଗେପାଣ୍ଟ
ଉବ୍ରୋଗେପାଣ୍ଟ (ଇଂରାଜୀ ଭାଷାରେ), ଏକ ବେପାର ନାମ ଉବ୍ରେଲଭି (Ubrelvy), ହେଉଛି ଅଧକପାଳି ରୋଗ ଆକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏଥିରେ ଏକ ଅରା (aura) ବା ଘବରେଇବା ଅନୁଭବ ଉପସ୍ଥିତ ଥିଲା କି ନାହିଁ ଜଣାଯାଇ ନାହିଁ ।[୨] ଏହା ଅଧକପାଳି ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ନାହିଁ । [୩] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Ubrelvy |
Synonyms | MK-1602 |
AHFS/Drugs.com | monograph |
MedlinePlus | a620016 |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C29H26F3N5O3 |
Molar mass | ୫୪୯.୫୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ ଏବଂ ଶୁଖିଲା ପାଟି ହୋଇପାରେ ।[୨] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଶକ୍ତିଶାଳୀ ସିୱାଇପି୩ଏ୪ (CYP3A4) ଇନହିବିଟର ସହିତ ଏକତ୍ର ବ୍ୟବହାର ସୁପାରିଶ କରାଯାଏ ନାହିଁ | [୨] ଏହା ଏକ ଛୋଟ-ଅଣୁ- କାଲସିଟୋନିନ୍ ଜିନ୍ ସମ୍ବନ୍ଧୀୟ ପେପ୍ଟାଇଡ୍ ରିସେପ୍ଟର ଆଣ୍ଟାଗନିଷ୍ଟ । [୨]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଉବ୍ରୋଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୮୭ ଡଲାର ଥିଲା ।[୬] ୨୦୨୧ ସୁଦ୍ଧା ଏହା ୟୁରୋପରେ ଅନୁମୋଦିତ ହୋଇନାହିଁ [୭]
ଆଧାର
ସମ୍ପାଦନା- ↑ "Ubrelvy- ubrogepant tablet". DailyMed. Archived from the original on 4 June 2021. Retrieved 4 June 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ubrogepant Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 August 2021.
- ↑ "FDA approves new treatment for adults with migraine" (Press release). 23 December 2019. Archived from the original on 23 December 2019. Retrieved 23 December 2019.
- ↑ "Ubrogepant (Ubrelvy) Use During Pregnancy". Drugs.com (in ଇଂରାଜୀ). Archived from the original on 5 March 2021. Retrieved 12 August 2021.
- ↑ Scott, LJ (February 2020). "Ubrogepant: First Approval". Drugs. 80 (3): 323–328. doi:10.1007/s40265-020-01264-5. PMID 32020557.
- ↑ "Ubrogepant Prices, Coupons & Savings Tips - GoodRx". GoodRx. Retrieved 12 August 2021.
- ↑ "Ubrogepant". SPS - Specialist Pharmacy Service. Archived from the original on 27 August 2021. Retrieved 13 August 2021.