ଉଚ୍ଚୈଃଶ୍ରବା
ସମୁଦ୍ର ମନ୍ଥନରୁ ବାହାରିଥିବା ଘୋଡ଼ା
ଉଚ୍ଚୈଃଶ୍ରବା ହିନ୍ଦୁ ବିଶ୍ୱକୋଷରେ ବର୍ଣ୍ଣିତ ସମୁଦ୍ର ମନ୍ଥନଦ୍ୱାରା ବାହାରିଥିବା ଚଉଦ ରତ୍ନ ମଧ୍ୟରୁ ଗୋଟିଏ ଥିଲେ । [୧] ପୌରାଣିକ ପ୍ରଥା ଅନୁସାରେ ୟେ ଧଳା ରଙ୍ଗର ଏବଂ ସାତୋଟି ମୁଖଧାରୀ ଘୋଡ଼ା ଥିଲେ ଯାହା ଦେବତା (ଇନ୍ଦ୍ର)ଙ୍କୁ ପ୍ରାପ୍ତ ହେଲେ ।
ଗୀତାରେ କୃଷ୍ଣ ଭଗବାନ ଶ୍ରେଷ୍ଠତମ ବସ୍ତୁ ମାନଙ୍କରୁ ନିଜର ତୁଳନା କ୍ରମରେ ନିଜକୁ ଅଶ୍ୱରେ ଉଚ୍ଚୈଃଶ୍ରବା ବୋଲି କହିଥିଲେ ।[୨][୩] କୁମାରସମ୍ଭବମ୍ରେ କାଳିଦାସ, ଏହାକୁ ଇନ୍ଦ୍ରଙ୍କଠାରୁ ତାଡ଼କାସୁରଦ୍ୱାରା ଛଡ଼ାଇ ଯାଇଥିବାର ବର୍ଣ୍ଣନା କରିଛନ୍ତି ।[୪]
ଏହାକୁ ମଧ୍ୟ ଦେଖନ୍ତୁ
ସମ୍ପାଦନା- କାଳକୂଟ (ହଳାହଳ)
- ଐରାବତ
- କାମଧେନୂ
- ଉଚ୍ଚେଃ ଶ୍ରବା
- କୌସ୍ତୁଭମାଣି
- କଳ୍ପବୃକ୍ଷ
- ରମ୍ଭା ନାମକ ଅପ୍ସରୀ
- ଲକ୍ଷ୍ମୀ
- ବାରୁଣୀ , ମଦୀରା
- ଚନ୍ଦ୍ରମା
- ପାରିଜାତ
- ଶଙ୍ଖ
- ଧନ୍ୱନ୍ତରୀ
- ଅମୃତ
ଆଧାର
ସମ୍ପାଦନା- ↑ ଛାଞ୍ଚ:ପୁସ୍ତକ ସନ୍ଦର୍ଭ
- ↑ " ଉଚ୍ଚେଃ ଶ୍ରବସମଶ୍ୱନାଂ ବିଦ୍ଧି ମାମମୃତୋଦ୍ଭବମ୍" - ଶ୍ରୀମଦ ଭଗବଦଗୀତା ୧୦.୨୭ ।।
- ↑ ଶ୍ରୀମଦ ଭାଗବତ ଗୀତା। ।୧୦.୨୭।।
- ↑ ଦେବଧର, ସୀ॰ ଆର॰, ed. (1997). "2.47". Kumāra-Sambhava of Kālidāsa. ମୋତିଲାଲ ବନାରସୀ ଦାସ. p. 25.
{{cite book}}
: Unknown parameter|trans_title=
ignored (|trans-title=
suggested) (help)