ଉଚ୍ଚୈଃଶ୍ରବା

ସମୁଦ୍ର ମନ୍ଥନରୁ ବାହାରିଥିବା ଘୋଡ଼ା


ଉଚ୍ଚୈଃଶ୍ରବା ହିନ୍ଦୁ ବିଶ୍ୱକୋଷରେ ବର୍ଣ୍ଣିତ ସମୁଦ୍ର ମନ୍ଥନଦ୍ୱାରା ବାହାରିଥିବା ଚଉଦ ରତ୍ନ ମଧ୍ୟରୁ ଗୋଟିଏ ଥିଲେ । [୧] ପୌରାଣିକ ପ୍ରଥା ଅନୁସାରେ ୟେ ଧଳା ରଙ୍ଗର ଏବଂ ସାତୋଟି ମୁଖଧାରୀ ଘୋଡ଼ା ଥିଲେ ଯାହା ଦେବତା (ଇନ୍ଦ୍ର)ଙ୍କୁ ପ୍ରାପ୍ତ ହେଲେ ।

ଉଚ୍ଚେଃ ଶ୍ରବାର ଚିତ୍ରାତ୍ମକ ନିରୂପଣ
ଉଚ୍ଚେଃ ଶ୍ରବା ତଥା ସମୁଦ୍ର ମନ୍ଥନରୁ ବାହାରିଥିବା ଅନ୍ୟ କିଛି ରତ୍ନ

ଗୀତାରେ କୃଷ୍ଣ ଭଗବାନ ଶ୍ରେଷ୍ଠତମ ବସ୍ତୁ ମାନଙ୍କରୁ ନିଜର ତୁଳନା କ୍ରମରେ ନିଜକୁ ଅଶ୍ୱରେ ଉଚ୍ଚୈଃଶ୍ରବା ବୋଲି କହିଥିଲେ ।[୨][୩] କୁମାରସମ୍ଭବମ୍ରେ କାଳିଦାସ, ଏହାକୁ ଇନ୍ଦ୍ରଙ୍କଠାରୁ ତାଡ଼କାସୁରଦ୍ୱାରା ଛଡ଼ାଇ ଯାଇଥିବାର ବର୍ଣ୍ଣନା କରିଛନ୍ତି ।[୪]

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

  • କାଳକୂଟ (ହଳାହଳ)
  • ଐରାବତ
  • କାମଧେନୂ
  • ଉଚ୍ଚେଃ ଶ୍ରବା
  • କୌସ୍ତୁଭମାଣି
  • କଳ୍ପବୃକ୍ଷ
  • ରମ୍ଭା ନାମକ ଅପ୍ସରୀ
  • ଲକ୍ଷ୍ମୀ
  • ବାରୁଣୀ , ମଦୀରା
  • ଚନ୍ଦ୍ରମା
  • ପାରିଜାତ
  • ଶଙ୍ଖ
  • ଧନ୍ୱନ୍ତରୀ
  • ଅମୃତ

ଆଧାର ସମ୍ପାଦନା

  1. ଛାଞ୍ଚ:ପୁସ୍ତକ ସନ୍ଦର୍ଭ
  2. " ଉଚ୍ଚେଃ ଶ୍ରବସମଶ୍ୱନାଂ ବିଦ୍ଧି ମାମମୃତୋଦ୍ଭବମ୍" - ଶ୍ରୀମଦ ଭଗବଦଗୀତା ୧୦.୨୭ ।।
  3. ଶ୍ରୀମଦ ଭାଗବତ ଗୀତା। ।୧୦.୨୭।।
  4. ଦେବଧର, ସୀ॰ ଆର॰, ed. (1997). "2.47". Kumāra-Sambhava of Kālidāsa. ମୋତିଲାଲ ବନାରସୀ ଦାସ. p. 25. {{cite book}}: Unknown parameter |trans_title= ignored (|trans-title= suggested) (help)