ସହଯୋଗ ଆଲୋଚନା:ସାଧନ/ଲିପ୍ୟାନ୍ତର/ପୁରୁଣା ଏନକୋଡ଼ିଂ-ୟୁନିକୋଡ଼
(ଉଇକିପିଡ଼ିଆ ଆଲୋଚନା:ଟୁଲ/ଏନକୋଡ଼ିଙ୍ଗ କନଭର୍ଟରରୁ ଲେଉଟି ଆସିଛି)
Latest comment: ୫ ବର୍ଷ ପୂର୍ବେ by Jnanaranjan sahu in topic ୟୁନିକୋଡ୍ ଫଣ୍ଟରେ ଓ କନ୍ଭର୍ଟରରେ ତ୍ରୁଟି
କନଭର୍ଟରରେ କିଛି ଅସୁବିଧା ଥିଲେ, ମତାମତ କିମ୍ବା ସହଯୋଗ ଚାହୁଁଥିଲେ ଏଇଠି ଲେଖନ୍ତୁ ।
ସମ୍ପାଦନାୟୁନିକୋଡ୍ ଫଣ୍ଟରେ ଓ କନ୍ଭର୍ଟରରେ ତ୍ରୁଟି
ସମ୍ପାଦନାଆକୃତିରେ ଦ୍ଦ ଲେଖିଲେ କନ୍ଭର୍ଟରେ ତାହା ଦ୍ଧ, ଶ+ର ଫଳା+ଉକାର ଦେଇ ଲେଖଲେ ତାହା ଶ୍ରୁ ହୋଇଯାଉଛି। କନ୍ଭର୍ଟର କିମ୍ବା ୟୁନିକୋଡ୍ ଫଣ୍ଟରେ ଥବା ଏହି ଦୋଷକୁ ସୁଧାରିବା ଦରକାର।
- ଜଣେଇଥିବାରୁ ଧନ୍ୟବାଦ । ସଜଡା ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୨୨, ୨୪ ଅକ୍ଟୋବର ୨୦୧୯ (IST)