କ୍ରମାଙ୍କ |
କାମ |
ଦାୟୀତ୍ୱରେ ଥିବା ବ୍ୟକ୍ତି |
ଏବେକାର ସ୍ଥିତି |
ଅଧିକ ସୂଚନା
|
୧ |
ତାରିଖ ଓ ସ୍ଥାନ ନିର୍ଣ୍ଣୟ |
ସମସ୍ତ ଉଇକିଆଳି |
ସମାହିତ ହେଲା |
|
୨ |
କାର୍ଯ୍ୟକ୍ରମ ପୃଷ୍ଠା ନିର୍ମାଣ |
ଶିତିକଣ୍ଠ ଦାଶ, ମୃତ୍ୟୁଞ୍ଜୟ କର, ସୁଭାସିସ ପାଣିଗାହି |
ସମାହିତ ହେଲା |
ମୁଖ୍ୟ ପୃଷ୍ଠା, ଟେମ୍ପଲେଟ, ପଞ୍ଜୀକରଣ ଫର୍ମକାମ ସରିଛି
|
୨ |
ହଲ ବୁକିଂ |
ସୁଭାସିସ ପାଣିଗାହି |
ସମାହିତ ହେଲା |
୨୧ ତାରିଖରେ ଜଣାପଡ଼ିବ ଚୂଡ଼ାନ୍ତ, ୨୫୦୦ ଟଙ୍କା ଅଗ୍ରୀମ ଦେବାକୁ ପଡ଼ିବ ବୁକିଂ ପାଇଁ
|
୩ |
ପୁସ୍ତିକା ଆଦିର ଛପା ଓ ବିତରଣ |
ଶିତିକଣ୍ଠ ଦାଶ, ଜ୍ଞାନରଞ୍ଜନ ସାହୁ, ମୃତ୍ୟୁଞ୍ଜୟ କର |
ସମାହିତ ହେଲା |
|
୪ |
ସିଡ଼ି ତିଆରି ଓ ବିତରଣ |
ଶିତିକଣ୍ଠ ଦାଶ |
ସମାହିତ ହେଲା |
|
୫ |
ଅତିଥି ଆମନ୍ତ୍ରଣ |
ସୁଭାସିସ ପାଣିଗାହି |
ସମାହିତ ହେଲା |
|
୬ |
ଖାଦ୍ୟ |
ସୁବାସ ଚନ୍ଦ୍ର ରାଉତ, ଶୈଲେଶ ପଟ୍ଟନାୟକ |
ସମାହିତ ହେଲା |
|
୭ |
ଅତିଥି ମାନଙ୍କୁ ନିମନ୍ତ୍ରଣ |
ସୁଭାସିସ ପାଣିଗାହି |
ସମାହିତ ହେଲା |
ଦେବୀବାବୁ, ସୁବ୍ରତବାବୁ, ସମ୍ପଦବାବୁ, ଉଦୟବାବୁ ସମ୍ପୂର୍ଣ୍ଣଭାବେ ସମ୍ମତି ଦେଇଛନ୍ତି, ବାକିମାନେ ଜଣାଇଲେ ଖୁବ ଶୀଘ୍ର ଉଲ୍ଲେଖ କରିବି
|
୮ |
ପ୍ରେସ ଓ ମିଡ଼ିଆ ଆମନ୍ତ୍ରଣ |
ଦୀପ୍ତିମାନ ପାଣିଗ୍ରାହୀ, ସୁଭାସିସ ପାଣିଗାହି |
ସମାହିତ ହେଲା |
ଦୀପ୍ତିମାନ ନିମନ୍ତ୍ରଣ ତିଆରି କରିସାରିଛି, ମୁଁ କିଛି ମିଡ଼ିଆଙ୍କୁ ଜଣାଇଛି, ବାକି ସୋମ-ମଙ୍ଗଳବାର ଭିତରେ ସରିଯିବ
|
୯ |
ସହଯୋଗୀ ଅନୁଷ୍ଠାନମାନଙ୍କୁ ଆମନ୍ତଣ |
ସୁଭାସିସ ପାଣିଗାହି |
ସମାହିତ ହେଲା |
ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ସଂସାର ପତ୍ରିକା ସମ୍ମତି ପ୍ରଦାନ କରିଛନ୍ତି , ଫଟୋଗ୍ରାଫି ପାଇଁ ଜଣେ ଫଟୋଗ୍ରାଫର ହଁ କରିଛନ୍ତି, ଚାରୋଟି ୱେବ (ଓଡ଼ିଆ ଲାଙ୍ଗୁଏଜ ଡଟ କମ, ଦିବ୍ରୋକନସ୍କୁଟର, ଫୁଲଓଡ଼ିଶା ଓ ଓଡ଼ିଶାଡାଏରି) ଆଗ୍ରହ ପ୍ରକାଶ କରିଛନ୍ତି, ବାକିମାନଙ୍କ ଠାରୁ ଶୁଣିବା ପାଇଁ ଅପେକ୍ଷା କରିଛି
|