SubhashishPanigr: asigali bhaimane
Sailesh: IRC kmti start hue?
SubhashishPanigr: emiti, tame lekhiba, bakimane padhibe au utara debe
Sailesh: haan mu achi
-->| subas: (1b30c523@gateway/web/freenode/ip.27.48.197.35) has joined #wikipedia-or
SubhashishPanigr: Sir Namaskara
subas: namaskar
=-= YOU are now known as subha
-->| Sailesh_ (a8ebc542@gateway/web/freenode/ip.168.235.197.66) has joined #wikipedia-or
NickServ This nickname is registered. Please choose a different nickname, or identify via /msg NickServ identify <password>.
|<-- Sailesh_ has left freenode (Client Quit)
subha: ସମସ୍ତେ ଏଇ ପୃଷ୍ଠାଟା ଦେଖିଛନ୍ତି ତ? https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AC.98.E0.AD.8B.E0.AC.B7.E0.AC.A3.E0.AC.BE
-->| Sailesh_ (a8ebc542@gateway/web/freenode/ip.168.235.197.66) has joined #wikipedia-or
|<-- Sailesh has left freenode (Ping timeout: 246 seconds)
subha :coldbreeze16, subas ଆପଣମାନେ ଦ୍ଦେଖିଛନ୍ତି?
Sailesh_: kan sir?
coldbreeze1:6 କଣ ଭାଇ
coldbreeze1:6 ନମସ୍କାର ନମସ୍କାର
Sailesh_: cold breeze bhai jananka kiye?
coldbreeze1:6 ମୁଁ ନସିମ୍, ଏଇଟା ମୋର ରେଗୁଲାର ଅନ୍‍ଲାଇନ୍ ନାଁ
subas: aasnta barsar program /
subha :ଆଜି IRCର ମୁଖ୍ୟ ବିଷୟ ହେଲା: ବିଗତ ଦିନରେ କଣ କଣ ସଫଳ ହେଲା, କଣ କଣ ବିଫଳ ହେଲା ଜାଣିବା ଆଉ ଆଗକୁ କଣ କଣ କରିବା ସେ ବାବଦରେ ଆଲୋଚନା କରିବା ।
Sailesh:_ na sir
subha: ତେଣୁ ଆପଣମାନେ କହନ୍ତୁ ଆପଣଙ୍କ ମତରେ କଣ କଣ ସଫଳ ହେଲା
coldbreeze1:6 ମୁଁ ବିଶେଷ କିଛି କାର୍ଯ୍ୟକ୍ରମରେ ଭାଗ ନେଇନି, ତେଣୁ ମୁଁ ଶୁଣୁଛି, ଆପଣମାନେ କୁହନ୍ତୁ
Sailesh_: bhai apana nka parichaya janile tike subidha haba
subha: ସୁବାସ ସାର ଆଉ ଶୈଳେଶ କହନ୍ତୁ
subas :ଆପଣ ଆଡମିନ ହିସାବରେ ଦେଖୁଛନ୍ତି ଓ ଅନୁଶୀଳନ କରୁଛନ୍ତି । ଆମେ ତ କେବଳ ଲେଖୁଚୁ । ସଫଳ ବିଫଳ ଆପଣ କହିଲେ ଠିକ ହେବ ।
=-= coldbreeze16 is now known as nasim
=-= nasim is now known as NasimAli
subha ସାର, ଆଜିର IRC କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆପଣମାନଙ୍କ ମତ ଜାଣିବା, ମୋ ମତ ମୁଁ ଯୋଜନା ପୃଷ୍ଠାରେ ବଖାଣିବି । ତେଣୁ ଆପଣ ଦୟାକରି କହନ୍ତୁ ।
Sailesh_ Iimc ta mo matare biphala laguchi
-->| tuxnani (~rahmanudd@103.227.99.99) has joined #wikipedia-or
-->| Dsasanka (310e062b@gateway/web/freenode/ip.49.14.6.43) has joined #wikipedia-or
subha ଆଉ କଣ କଣ ବିଫଳ ହେବା ଭଳିଆ ଲାଗୁଛି?]
subha ଶଶାଙ୍କ ଭାଇ, ଜୁହାରDsasanka
subha ଶଶାଙ୍କ ଭାଇ, ଆମେ ବିଗତ ବର୍ଷରେ କଣ କଣ ବିଫଳ ଆଉ ସଫଳ ହେଲା ତା ବାବଦେ କଥା ହେଉଛୁ । ତମ ମତରେ କଣ କଣ ବିଫଳ ହେଲା ଆଉ କଣ କଣ ସଫଳ ହେଲା?
subas ତାହା ବିଫଳ ହେବ, ଆମେ ବର୍ଷରେ ଥରେ ଗଲେ କିଏ ଲେଖିବ । ତାଙ୍କର ସୁବିଧା ଅସୁବିଧା କିଏ ବୁଝିବ । ତାଙ୍କର ଶିକ୍ଷକ ଯଦି ଫଲୋ କରନ୍ତେ ତାହେଲେ ହୁଅନ୍ତା ।
Sailesh_ aau bises kichi laguni but ame community build karibare v biphala hauche. institutional partnership re kebala Iimc hi biphala lagila mate
tuxnani TOPIC discussion
-->| Guguly (724f8f84@gateway/web/freenode/ip.114.79.143.132) has joined #wikipedia-or
Dsasanka ଭାଇ ଜୁହାର
Dsasanka ସେମିତି ଦେଖିବାକୁ ଗଲେ ବିଫଳତା କିଛି ନାହିଁ ।
Guguly ଜୟ ଜଗନ୍ନାଥ
NasimAli IIMC ଛଡା ଆଉ କୋ‍ଉ institution ଅଛି କି?
NasimAli ଶୁଭ ସନ୍ଧ୍ୟା guguly bhai
subha ଶଶାଙ୍କ ଭାଇ, ନାଁ, ବିଫଳତା ନହେଲେ ବି କମ ସଫଳ କେଉଁ କେଉଁଟା କୁହ
Guguly ଶୁଭ ସନ୍ଧ୍ଯା ନାସିମ ଭାଇ
Sailesh_ Ravi ( program director) nka thu janibaku paili je tamil wiki kichi conference na kari v agauchi , Telugu conference kariki agauchi then amaku majha majhi bata khojibaku haba
subha ନସିମ ଭାଇ, କିସ ଆଉ କିଟ
Dsasanka ଆଠ ଦଶ ଜଣଙ୍କୁ ଯାହାକିଛି ହେଉଛି , ବହୁତ ଭଲ ଉଦ୍ୟମ ।
subha ଶୈଳେଶ, ଆଗେ ଆମେ ସଫଳତା ଆଉ ବିଫଳତା କଥା ସାରିଲା ପରେ ଆଗାମୀ ଯୋଜନା କଥା ଭାଷିବା
subas ଆଉଟରିଚ ମୋତେ ଠିକ ଲାଗୁନି । ଭୁବନେଶ୍ଵରରେ ଅନେକ ଅଛନ୍ତି, କିନ୍ତୁ ଫଳ କାହିଁ । ଲେଖିବାର ସ୍ପୃହା ମୋତେ ଦେଖାଯାଉନାହିଁ । ଉଇକିପାଠାଗାରରେ ଅନେକ ଏଭଳି ଲେଖୁଛନ୍ତି ଯେ ପ୍ରତି ଧାଡିରେ ୩ ରୁ ୪ ଭୁଲ
NasimAli ^ ମୁଁ ପୂରା ସମ୍ମତ
subas ତାମିଲି ବାଲାଙ୍କ ସ୍ପୃହା ଅନନ୍ୟ
Guguly ବନାନ ଅଶୁଦ୍ଧି ହେଲେ ଅସୁବିଧା
Sailesh_ Rahim good evening Jay Jagannath
-->| spectator (3d033f13@gateway/web/freenode/ip.61.3.63.19) has joined #wikipedia-or
Dsasanka ଆମର କର୍ମଶାଳା ମାଧ୍ୟମରେ ଅଧିକରୁ ଅଧିକ ଜନସଚେତନାର ଆବଶ୍ୟକତା ରହିଛି ।
-->| Sushanta (7a32e823@gateway/web/freenode/ip.122.50.232.35) has joined #wikipedia-or
subha subas Sailesh_ NasimAli Guguly Dsasanka ସମସ୍ତେ ଟିକେ ଭାବନ୍ତୁ କଣ କଣ ଭଲ ଫଳ ଦେଲା ନାହିଁ । କେଉଁ କେଉଁଥିରେ ଆମେ ଖୁବ କମ ସଫଳ ହୋଇଛେ?
subha Sushanta ଭାଇ ଜୁହାର, ଆପଣ ନିଜ ପରିଚୟ ଦେବେ କି?
<--| Sushanta has left #wikipedia-or
NasimAli ମୁଁ ଭାବୁଛି ଲୋକ ଯାହା ବି ଆସୁଛନ୍ତି ସେମାନେ ଅଳ୍ପ କିଛି କାମ କଲା ପରେ ଇଚ୍ଛା ଆଉ ରହୁନି
subas ଆମେ ଏତେ ପିଲାଙ୍କୁ ଶିଖେଇଲେ, ତଥାପି ଫଳ ମିଲୁନି । ଗୋଟିଏ ବ୍ୟାଚରୁ ଦୁଇ ଜଣ ବି ବାହାରୁ ନାହାନ୍ତି । କଅଣ କରାଯିବ ?
Sailesh_ Sushant bhai mo fb post ru asichanti mu badhe ei kei din tale tanka saha sanga heichi
Guguly ଖରା ଛୁଟି ଆସୁଛି, ବିଦ୍ୟାଳୟ ପ୍ରକଳ୍ପ ଆରମ୍ଭ କରାଯାଉ
subha ଆମେ ସମାଧାନ ବିଷୟରେ ଆଲୋଚନା କରିବା ଆଉ ଟିକେ ପରେ, ସମସ୍ତେ ଆଗେ କି କି ଜିନିଷରେ ଆମେ ବେଶି ସଫଳ ହୋଇପାରିନୁ ତାହା କହନ୍ତୁ
Guguly ପିଲା ଲୋକ ନୂଆ ନୂଆ ଜିନିଷ ପ୍ରତି ଆଗ୍ରହ ଦେଖେଇବେ
NasimAli ବରଂ ଏଠି ଯେତେ ଅନୁଭବୀ ଅଛନ୍ତି ପ୍ରତ୍ୟେକଙ୍କୁ, ଯିଏ କେହି ନୂଆ ଆସିଲେ, କିଛି କିଛି assign କଲେ ଭଲ ହୁଅନ୍ତା
[19:56] subas ସଚେତନତା ନାହିଁ ଓ ଇଚ୍ଛା ବି ନ ଥିଲା ଭଳି ଲାଗୁଛି ।
[19:56] Guguly ଆମ ସଫଳତା ରେ ବିଫଳତା ଲୁଚିଯାଉଛି
[19:56] subha Sailesh_ Guguly ଟିକେ ଏ ଆଲୋଚନାଟା ସରିଗଲେ ଆଗାମୀ ଯୋଜନା କଥା କଥା ହେବା
[19:56] Dsasanka ପଛକୁ ଫେରି ଦେଖିବା ଅର୍ଥ ବିଫଳତା ସବୁବେଳେ ମନକୁ ଦୁର୍ବଳ କରିବ ।
[19:56] Guguly ଏତେ କମ ଲୋକ ରେ ଏତେ କିଛି କରିପାରୁଛୁ
[19:57] Guguly ତଥାପି ବିଫଳତା ଆଡେଇ ହବନି
[19:57] Guguly ବିଫଳତା ହଉଛି...ନୂଆ ଆଉ ଆଗ୍ରହୀ ଉଇକିଆଳି ସୃଷ୍ଟି ହେଇପାରୁନାହାନ୍ତି
[19:58] subha ଶଶାଙ୍କ ଭାଇ, ପଛକୁ ଫେରି ନ ଦେଖିଲେ ଆଗକୁ ଏକା ଅସୁବିଧା ଆସିଲେ ସାମନା କେମିତି କରିବ? ବିଫଳତାରୁ ଶିଖିବା ସବୁଠୁ ଜରୁରୀ
[19:58] Guguly ନୂଆ ନୂଆ ପ୍ରକଳ୍ପ ରେ ଲେଖା ପଛେଇଯାଉଛି
[19:58] Sailesh_ Biphalata HeLa last dui barsha HeLa Wiki re kmti lekha haba wiki kan ta bsyre kichi workshop heini
[19:59] Guguly ଶୈଳେଶ ଠିକ କହିଲା
[19:59] subas ଶୈଳେଶ, ତୁମେ ଆପାର୍ଟମେଣ୍ଟ ଲୋକଙ୍କୁ ଭେଟି ପାରୁନ, ପିଲାଙ୍କୁ କଅଣ ଶିଖେଇବା । ଏଥି ନିମନ୍ତେ ଯେଉଁ ସାମୁହିକ ଇଛ ଦରକାର ତାହା ନାହିଁ । କେମିତି ହେବ ଜଣାଯାଉନାହିଁ ।
[19:59] Guguly ଲେଖା ପଛେଇଯାଉଛି
[20:00] Sailesh_ Sir mate sabu dosa mundei dele habani
[20:00] Sailesh_ mora agaku padha v achi aau mu jete bele appartment ra idea deithili kehi khatir karinathile
[20:00] subha ଆମେ ବିଫଳତା ପାଇଁ କାହାକୁ ଦାୟୀ ନ କଲେ ଭଲ, ସମସ୍ତେ ସ୍ୱେଚ୍ଛାସେବୀ । ତେଣୁ, ଯଦି ଜଣେ କାଲି ଲେଖୁଥିଲା ଆଜି ଲେଖୁନି ତାହେଲେ ଆମେ ତାକୁ ଜୋରକରି କହିପାରିବାନି ।
[20:01] Sailesh_ sethire v mu mora bahut prachestha chaleichi wiki pai
[20:02] subas ସଫଳତାର ମାପକାଠି କଅଣ ?
[20:02] subha ତେଣୁ, କଣ ପାଇଁ ପିଲାମାନେ ଅଧିକ ଦିନ ଧରି ଲେଖୁନାହାନ୍ତି ତା' ବିଷୟରେ ବେଶୀ ଚିନ୍ତିତ ନହୋଇ କଣ କଣ ଆମେ କରିବା ତା' ଆଉ ଟିକେ ପରେ ଆଲୋଚନା କରିବା ।
[20:02] NasimAli ତାକୁ ପର୍ସନାଲି ଗାଳି ଦିଅନ୍ତୁନି
[20:02] Dsasanka ଦଶଟା ପିଲା ଜନ୍ମକରି ଯଦି ଯତ୍ନ ନନେଇ ପାରିବ, ଏତେ ପିଲାର ପରିକଳ୍ପନା କରିବା ନିରର୍ଥକ ।
[20:03] subha ଶଶାଙ୍କ ଭାଇ, ତମ ମତରେ କଣ କଣ କମ ସଫଳ ହୋଇଛି?
[20:03] subas ସଶାଙ୍କ ଠିକ କହୁଛନ୍ତି ।
[20:04] subha ବାକିମାନେ ନିଜ ନିଜ ମତ ରଖିଲେ, ତମେ ମତ ଦେଲେ ଆମେ କଣ କଣ ସଫଳତା ମିଳିଛି ତା' ବାବଦେ ଆଲୋଚିବା
[20:04] subha Dsasanka ଭାଇ
[20:05] Sailesh_ Wikisource ta ama pai successful but jadi Haraprasad babunka katha ku neba Nirmala kumari nka kchi bahi achi jeunta Wikisource pai thik baki sabu nuhan ta picha paisa sari scan kariba HeLa samaya o paisa barbad
[20:06] Dsasanka କର ଭାଇନା କହୁଥିଲେ, ତେଲୁଗୁ ବାଲା ଅଧିକ ସମାରୋହ କରୁଛନ୍ତି , କିନ୍ତୁ ବହୁ ପ୍ରସଙ୍ଗ ଧାଡିଏ ଦୁଇଧାଡି । ଆମର ପ୍ରସଙ୍ଗକୁ ଖୁବ ବଡ ତଥ୍ୟଭିତ୍ତିକ ।
[20:07] NasimAli bhai telugu ki tamil re tathapi loka achanti. amara ta ghor abhab. sangathan au tike bada hele compare kariba
[20:08] NasimAli kama katha kichi kuhantu
[20:08] Sailesh_ Bhai Kar bhaina thik kahuthibe but mate TTT ru jaha jana padila Vishnu samastanku kahuthile je Telugu wiki Prasanga re v bhala aau tanka loka mainly stub improve karuchanti
[20:08] |<-- subas has left freenode (Quit: Page closed)
[20:09] |<-- wm-bot3 has left freenode (Remote host closed the connection)
[20:09] -->| Sipun (1b308607@gateway/web/freenode/ip.27.48.134.7) has joined #wikipedia-or
[20:10] subha ସମସ୍ତେ ଗୋଟେ କଥା ମନେରଖନ୍ତୁ, ତେଲୁଗୁ କି ତାମିଲିଏ ଆରମ୍ଭରେ ଆମ ଭଳି ଛୋଟ ଥିଲେ । ସେମାନେ ବି ହଜାରେ ଜିନିଷରେ ବିଫଳ ହୋଇଥିଲେ । ଯଦି ଛୁଆର ଦେହ ଖରାପ ହେଲା ଆମେ ତାକୁ ଖତ ଗଦାକୁ ଫିଙ୍ଗି ଦଉନା, ଡାକ୍ତର ପାଖକୁ ନେଉ । ତେଣୁ ସବୁବେଳେ ଲୋକ ନାହାନ୍ତି, କିଛି କାମ ହେଉନି ବୋଲି କହିଲେ କାମ କରୁଥିବା ଲୋକେ ବି ଛାଡ଼ି ଚାଲିଯିବେ
[20:10] subha ତେଣୁ ମୋ ବିନୀତ ଅନୁରୋଧ ସମସ୍ତେ ଟିକେ ଆଶା ଆଉ ଧୈର୍ଯ୍ୟ ରଖନ୍ତୁ । ଆମେ କାମ କରିଚାଲିଲେ ଫଳ ମିଳିବ ।
[20:11] NasimAli han seya
[20:11] subha Sipun ଶିତି ଭାଇ ପାଛୋଟା
[20:11] NasimAli ame ebe thu bada asha kale frustrated haba katha
[20:11] Sailesh_ Subas sir chadi dele
[20:11] Sipun
[20:11] Sipun ଡେରି ହେଇଗଲା
[20:11] Sailesh_ :'D
[20:11] Dsasanka ଆମେ ସବୁବେଳେ କଳାକାରମାନଙ୍କୁ ଧରୁଛେ, କିନ୍ତୁ ନିର୍ଦ୍ଦେଶକମାନଙ୍କୁ ଧରୁନେ । ଯଦି ନିର୍ଦ୍ଦେଶକ ସଂଳାପକୁ କିଛି କଳାକାରଙ୍କୁ ଧରାନେ ଆମେ କିଛି ସଫଳତା ପାଆନ୍ତେ ।
[20:11] subha ଭାଇମାନେ, ଆମେ ଯେଉଁ ଯେଉଁ ଜିନିଷରେ ବିଫଳ/କମ ସଫଳ ହେଲୁ ସେଥିରୁ କିଛି ଶିକ୍ଷା ଆପଣମାନେ ଆହରିଛନ୍ତି କି?
[20:12] NasimAli shubha sandhya bhai
[20:12] Sipun ଆଜିର ଆଲୋଚ୍ୟ ବିଷୟ କଅଣ ?
[20:12] -->| wm-bot3 (wm-bot@wikimedia/bot/wm-bot) has joined #wikipedia-or
[20:12] subha ଆମ ବିଗତ ବର୍ଷ କାମର ବିଫଳତା ଓ ତହିଁରୁ ଶିକ୍ଷା, ସଫଳତା ଓ ଆଗାମୀ ଯୋଜନା
[20:13] |<-- tuxnani has left freenode (Ping timeout: 256 seconds)
[20:13] Sailesh_ Sasanka bhai apana jadi Kalakara aau nirdesaka article mananku prefer karuchanti den mu kahibi ama wiki eve Ollywood pedia hei galani x|
[20:15] subha ଶୈଳେଶ, ଶଶାଙ୍କ ଭାଇଙ୍କ କଥାର ଅର୍ଥ ହେଲା ଯେ ଆମେ କମ ଦକ୍ଷ ଲୋକଙ୍କୁ ଧରୁଛେ, ମୁଣ୍ଡିମାନଙ୍କୁ ଧରୁନେ ।
[20:17] subha Sipun Sailesh_ NasimAli Guguly Dsasanka ଭାଇମାନେ, କଣ କଣ ଶିକ୍ଷା ମିଳିଛି ଆମ ବିଫଳତାରୁ?
[20:17] |<-- Sailesh_ has left freenode (Ping timeout: 246 seconds)
[20:18] |<-- Dsasanka has left freenode (Ping timeout: 246 seconds)
[20:18] Sipun ଆମେ ଡାକିକି ଆଣିଲେ, ତେଲ ମାରି ଲେଖିବା ପାଇଁ କହିଲେ ସେମାନେ ଲେଖିବେ ନାହିଁ । ବା କିଛି ଦିନ ପରେ ଚାଲିଯିବେ ।
[20:18] NasimAli nai sashanka bhai thik kahile
[20:19] NasimAli khali thare batei dele kama habani
[20:19] NasimAli gai jagila bhalia constant attention darkar
[20:19] -->| Sailesh (a8ebc542@gateway/web/freenode/ip.168.235.197.66) has joined #wikipedia-or
[20:19] Sipun ଯଦି ଆଗ୍ରହୀ ବ୍ୟକ୍ତି ନିଜେ ଚେଷ୍ଟା କରିବେ ଆମେ କେବଳ କିଛି ସହଯୋଗ କରିବା ......... ସେମାନେ ପଡି ଉଠି ଶିଖନ୍ତୁ ..... ଭଲ ହେବ
[20:19] NasimAli ei dekhuna mu ete din hela kichi lekhi nathili, aji alochana haba boli interest asila gote lekhiba start karichi
[20:19] Sailesh Mora session expired hei jaithila
[20:19] subha ନସିମ ଭାଇ, ମଞ୍ଜ କଥାଟେ କହିଲଆଜି ସମସ୍ତେ ବଢ଼ିଆ ବଢ଼ିଆ ଆଇଡ଼ିଆ ଦଉଛନ୍ତି
[20:20] subha ଶୈଳେଶ, ଉଏଳକମ ବାକ
[20:20] Sailesh Badhia lahila nasim bhai
[20:20] NasimAli sei lagi kahuchi jie bi nua join karuchanti
[20:20] NasimAli gote mentor program bhali
[20:21] Sailesh Tame ama Ghar wapsi ra pratham udharana.
[20:21] NasimAli puruna wikiali kaha nku tanka lagi rahantu
[20:21] Sailesh *bahuda
[20:21] NasimAli kie sipun bhai
[20:21] Sailesh Haan thik Nasim Bhai
[20:22] Sipun ଶିତିକଣ୍ଠ
[20:22] Sailesh apana v sehi kama ti karantu apana amara prathama mentor
[20:23] subha acha ebe agami jojana katha tike katha haba
[20:23] subha samaste nija nija idea share karantu
[20:23] Sailesh Agyaan bhai
[20:24] Sailesh Prathame apana kuhantu CIS ra Odia wiki pai agami jojana kana?
[20:24] [INFO] Now logging to <file:///C:/Users/SubhashishPanigrahi/AppData/Roaming/Mozilla/Firefox/Profiles/ests0k8o.default-1421155882466/chatzilla/logs/freenode/channels/%23wikipedia-or.2015-03-03.log>.
[20:24] subha ତମେ ସମସ୍ତେ ଆଗେ କହିସାର, ମୁଁ ଏଯାଏ ବେଶି କିଛି ଯୋଜନା କରିନି
[20:25] NasimAli mo pakhe gote mast idea achi...jadi karyakari huanta na
[20:25] NasimAli are GSoC asuchi
[20:25] NasimAli Google Summer of Code
[20:26] NasimAli sethire jadi odia OCR ku include kara hei paranta
[20:26] Sailesh ya bsyre aau kichi kuhantu Nasim bhai
[20:26] subha ବଢ଼ିଆ ଆଇଡ଼ିଆ, ହେଲେ କିଏ କରିବ ଆଉ କିଏ ଟେକନିକାଲ ମେଣ୍ଟରିଂ କରିବ?
[20:26] Sailesh oh badhia
[20:26] -->| hellohappy (7aa33896@gateway/web/freenode/ip.122.163.56.150) has joined #wikipedia-or
[20:27] Sailesh priti bhai juhar
[20:27] hellohappy sailesh kemiti achha
[20:28] hellohappy samastanku namaskar
[20:28] NasimAli ame kichi karibani
[20:28] -->| Dsasanka (310e062b@gateway/web/freenode/ip.49.14.6.43) has joined #wikipedia-or
[20:28] Sailesh apananka apekhyare bhai
[20:28] subha hellohappy ଭାଇ, ଜୁହାର
[20:28] Guguly ଡେରି ରେ ଉତ୍ତର ଦେଲି...ରୁମମେଟ କଥା ହଉଥିଲା...ଶୁଭ ଭାଇ.....ମୁଁ କହି ସାରିଛି ଆମ ସଂଖ୍ୟା ଅନୁସାରେ ସଫଳତା ଆଗରେ ବିଫଳତା ହାରମାନିଛି...ହେଲେ ବିଫଳତା କୁ ଆଡେଇ ହବନି...ବିଫଳତା ର ଶିକ୍ଷା ହଉଛି ଯୋଜନାର
[20:29] NasimAli khali
[20:29] NasimAli include hei gale engineering student mane karibe
[20:29] NasimAli au google tanku scholarship daba
[20:29] Sailesh hau mu engineering join kare eta karibi
[20:30] subha ଭଲ ଆଇଡ଼ିଆଟା, ଏଇଟା ମନ ଭିତରେ ରହିଲା । ପ୍ରିତି ଭାଇ, ତମ ମତରେ କଣ ସଫଳ ହୋଇଛି, କଣ ବିଫଳ ହେଇଛି ଆଉ କଣ କଣ ଶିକ୍ଷା ମିଳିଛି?
[20:30] Sailesh Han dipti bhai
[20:30] Guguly ସବୁ ବିଶ୍ୱବିଦ୍ୟାଳୟ ର ଓଡିଆ ବିଭାଗ ଛାତ୍ର ଛାତ୍ରୀ ଙ୍କ ଥେସିସ ବିଷୟକୁ ଯୋଡି ହବନି?
[20:30] Dsasanka କେତେ ମୁଦ୍ରା
[20:30] subha ଶୈଳେଶ, ହା ହା । ନସିମ ଭାଇଙ୍କୁ ଦଣ୍ଡବତ କରି ଖୁସି କରି ରଖିଥ!
[20:30] Sailesh Haha
[20:31] subha ଗୁଗୁଲି ଭାଇ, ସେମାନଙ୍କ ଲେଖାର ମାନ ଜାଣିବା କଷ୍ଟ ଆଉ ପ୍ରଫେସରଙ୍କ ଅଳିଆଗଦା (ଫାଇଲ) ଭିତରୁ ତାକୁ କାଢ଼ିବା ପାଇଁ କିଏ ଦଉଡ଼ିପାରିବ?
[20:32] subha ବାକିମାନେ ଗୁଗୁଲି ଭାଇଙ୍କ ଆଇଡ଼ିଆ ବାବଦେ କଣ ଭାବୁଛନ୍ତି?
[20:32] NasimAli hahaha
[20:32] Guguly ଅଳିଆଗଦା ଛାଡିଦିଅ....ବର୍ତ୍ତମାନ ଯେଉଁମାନେ ଲାଗିଛନ୍ତି...କିଛି ତ ସଫ୍ଟକପି ରଖୁଥିବେ
[20:32] -->| Jsahu (1b30cbee@gateway/web/freenode/ip.27.48.203.238) has joined #wikipedia-or
[20:33] NasimAli han sata katha...oriwiki ra literature au culture department ta strong hei jiba
[20:33] Sailesh Thesis ta kana ? jeun Project bana jae seta?
[20:34] Sailesh Thesis mane janichi but odia student kara kan thesis?
[20:34] subha ଠିକ ଅଛି, ଏଇଟାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଥେସିସ ଦେଖିପାରିବା ।
[20:34] subha ଆଉ କିଏ କଣ କଣ ଭାବୁଛନ୍ତି?
[20:35] |<-- Sipun has left freenode (Ping timeout: 246 seconds)
[20:35] subha ଆମେ କିସରେ ଏ ବର୍ଷ ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପରେ ବହି ଡିଜିଟାଇଜ କରିବା ବିଷୟରେ କଣ ଭାବୁଛନ୍ତି ସମସ୍ତେ? ଆର ବର୍ଷ ଭଳି
[20:35] subha Jsahu ଜ୍ଞାନ ଭାଇଟି?
[20:35] Guguly ସ୍ନାତକରେ ପ୍ରୋଜେକ୍ଟ (ପ୍ରକଳ୍ପ) କୁ ସ୍ନାତକୋତ୍ତରରେ ଆଉ ଆଉ ତାପରେ କସ କରି ଥେସିସ କହନ୍ତି ଶୈଳେଶ
[20:36] Jsahu ହଁ ଆଜ୍ଞା
[20:36] Jsahu ଲେଟ କମର
[20:36] -->| Sipn (1b308607@gateway/web/freenode/ip.27.48.134.7) has joined #wikipedia-or
[20:37] Sailesh Kiss pila bhala lekhuchanti bahut bhala but tanka lekha jagibaku nua admin bana jau wiki source pai nahele puruna admin tike bhala se jagantu
[20:37] subha ଆଉ ସ୍ନାତକ ମାନେ BA, BSc...ସ୍ନାତକୋତ୍ତର ମାନେ ମାଷ୍ଟର୍ସ
[20:37] subha ଆଡ଼ମିନ କଣ କରିବେ? ସମସ୍ତେ ଲେଖା ସମ୍ପାଦନା କରି ସୁଧାରିପାରିବେ
[20:38] Sipn କେହି ପୁରା ଆଲୋଚନାକୁ କପି କରି ରଖିଛନ୍ତି ?
[20:38] NasimAli acha bhai kiit pila kan involve hei chanti?
[20:39] Sailesh hele gote thara dekhile bahuta gudae bhul baharuchi (mu moadmin s entence pherai nauchi)
[20:40] subha କିଟ ବା ବାକି ଇଞ୍ଜିନିଅରିଂ ପିଲା ଓଡ଼ିଆ ପାଇଁ ସେତେ ଆଗଭର ହେଉନାହାନ୍ତି । ଆମେ କିଟରେ ୨-୩ଟି କର୍ମଶାଳା କରିଥିଲୁ । ହେଲେ ଫଳ ନାହିଁ
[20:41] subha ହଁ, କିସ ପିଲାଙ୍କ କଥା ଅଲଗା, ସେମାନଙ୍କ ମାତୃଭାଷା ଭିନ୍ନ ଆଉ ଓଡ଼ିଆ ତାଙ୍କ ଦ୍ୱିତୀୟ ଭାଷା । ତାଛଡ଼ା ସେମାନେ ନୂଆ ନୂଆ ଓଡ଼ିଆରେ ଲେଖୁଛନ୍ତି । ତେବେ ଆମେ ଆଗକୁ କରିବା ବାବଦରେ ମତ କଣ?
[20:41] hellohappy କେହି ପୁରା ଆଲୋଚନାକୁ କପି କରି ରଖିଛନ୍ତି ?
[20:41] hellohappy subhashish, copy karajauchhi ki ?
[20:41] Sailesh Ame Utkal. University ku institutional partner karipariba ki?
[20:41] Sipn କେତେଟା ପିଲା ଆମର କହୁଛନ୍ତି ଏଇଟା ବୋଧେ ଇ-ବିଚ ଭଳି ସଂସ୍ଥା । ମାଗଣାରେ କିଏ କାହିଁ ଲେଖିବ
[20:41] subha କାହାର ବନାନ ସୁଧାରିବା କର୍ମଶାଳା ମାଧ୍ୟମରେ ସମ୍ଭବ ନୁହେଁ । ତା' ପାଇଁ ଓଡ଼ିଆ କ୍ଲାସ ଲୋଡ଼ା
[20:42] subha ସେମାନଙ୍କୁ ଆଡ଼ କରିଦିଅ, ସବୁ ଯେ ଲେଖିବେ ସେଇଟା ଭାବିବା ଭୁଲ ।
[20:42] NasimAli last ku copy kari daba bhai
[20:42] NasimAli han engg bala nka interest nahi
[20:42] Guguly ତାପାଇଁ ବର୍ଣ୍ଣବୋଧ ଲୋଡା
[20:42] subha ପ୍ରିତି ଭାଇ, ସେମାନେ କେବଳ ଉଇକିପାଠାଗାରରେ ଲେଖୁଛନ୍ତି । ତେଣୁ କେବଳ ଟାଇପ କରୁଛନ୍ତି ।
[20:42] Dsasanka କିଟାଞ୍ଚଳ ବ୍ୟତୀତ ଆଉ କେଉଁଆଡେ ନଜର ପଡୁ
[20:42] NasimAli kintu mu bhabuchi +3 pila jahara odia subject achi semane interested hei paranti
[20:43] NasimAli time bi tankara thiba
[20:43] hellohappy mu IRC chat katha kahuchhi subhashis
[20:43] hellohappy eita archive kara jauchhi ta !
[20:43] Sailesh haan seya thik nasim bhai
[20:43] Sipn ଆମେ ସେଭଳି ଛୋଟ ଛୋଟ ବନାନ ପାଇଁ ଦୀର୍ଘ ଆଲୋଚନା ନକରି...... ସେମିତି ଛାଡିଦେଲେ ଚଳିବ । ମତାନ୍ତର ଅବିଳମ୍ବେ ମନନ୍ତରେ ରେ ପରିଣତ ହେଇଯାଉଛି
[20:43] NasimAli mu 15 min re asuchi
[20:43] subha ଆପଣମାନେ ନିଜ ନିଜ ଆଇଡ଼ିଆ ଦିଅନ୍ତୁ । ଶୈଳେଶ, ତମେ ମୋତେ ଏତେ କଥା କହୁଥିଲ । ସେସବୁ ଏଠି କୁହ, ବାକିମାନେ ନିଜ ମତ ଦେବେ
[20:43] NasimAli ttyl
[20:44] subha hellohappymu nauchi log
[20:44] Sipn ଓସିଆର କଥା ଯେଉଁ ନାସିମ ଭାଇ କହୁଥିଲେ... ଆଗରୁ ଜ୍ଞାନ ଭାଇ ସେଭଳି ଏକ ପ୍ରସ୍ତାବ ରଖିଥିଲେ
[20:44] hellohappy thik achhi. dhanyabad subhashis
[20:45] Guguly +୩ ଆଉ ଗବେଷଣା ରେ ଥେସିସ କୁ ଧରିଲେ ଭଲ ହନ୍ତା
[20:45] Sailesh bhai keu katha tike hint mora Amnesia achi
[20:45] hellohappy subhashish tike wiki re paste karidia...mu tike padhinianti...
[20:46] Sipn ଗବେଷଣା ଥେସିସ ବିଷୟ ବାହାରରୁ ହେଲେ ଗାଇଡ ରାଜି ହେବେନି
[20:46] subha https://or.wikipedia.org/s/s8q
[20:46] Guguly ଆରେ ତାଙ୍କରି ଥେସିସ ଉପରେ ହିଁ ଆମେ ବିଷୟ ଲେଖିବା
[20:47] subha ହଉ, ଆଗେ ଆମେ ଏକଥା ଦେଖିବା ସେମାନେ କଲେଜ ବାହାରକୁ ଦବାକୁ ରାଜି ହେଉଛନ୍ତି କି ନାହିଁ । ଅଲଗା ଆଲୋଚନା ଆଡ଼କୁ ମୁହାଁଇବା
[20:47] subha ଆମେ କି କି ଜିନିଷ ଉପରେ ବେଶି ଧ୍ୟାନ ଦେବା ସେ ବାବଦେ ଆପଣମାନେ ନିଜ ମତ ଦିଅନ୍ତୁ ।
[20:49] Sailesh Eve samaya asilani mahila mananku odia wiki ku phula chandan dei dakiba pai barna ama halat v haryana bhalia heijiba initially telugu wiki bhalia kichi cash prize rakhi Tanku akostha kariba
[20:49] subha
[20:50] Guguly ଶୈଳେଶ ଏବେ ସତରେ ଦ୍ଵାଦଶ ସାରିଲା ଭଳିଆ କଥା କହିଲା
[20:50] Guguly ଉଏଲକମ ଟୁ ଗ୍ରାଜୁଏସନ
[20:51] Sailesh dipti bhai bujhiparilini
[20:51] subha କ୍ୟାସ ପ୍ରାଇଜ ପାଇଁ ମୋର ବଡ଼ ନାଁ, ହେଲେ ଆମେ ପଇସା ପତର ଏ ଭିତରକୁ ନ ଆଣି ଆଗେ ଆଗ୍ରହୀ ଲୋକଙ୍କୁ ଏକାଠି କରିବା । ଆମ ଉଇକିପାଠାଗାର ପ୍ରକଳ୍ପର ସବୁଠୁ ଅଧିକ ଯୋଗଦାନ ପଙ୍କଜମାଳା ଷଡ଼ଙ୍ଗୀଙ୍କର, ତେଣୁ ସେଭଳିଆ ନାରୀମାନଙ୍କୁ ଖୋଜି ପାଇବା ଆଉ ଆଣିବାଟା ମୁଣ୍ଡ ଭିତରେ ଥାଉ । ତାକୁ ନେଇ ବ୍ରାଣ୍ଡିଙ୍ଗ କରିବା ଲୋଡ଼ା ନାହିଁ ବୋଲି ମୋ ବ୍ୟକ୍ତଗତ ମତ ।
[20:51] Guguly ପିଲା ଦିନ ସରିଲା ତୋର
[20:52] Sailesh odia Wii
[20:52] Guguly ଷଡ଼ଙ୍ଗୀଙ୍କର କିଏ?
[20:52] Sailesh wiki re eve jae kehi nari achanti?
[20:53] Guguly ଶ୍ଵେତା ଅପା
[20:53] subha ସେ ତ ଏବେ ସକ୍ରିୟ ନାହାନ୍ତି ।
[20:53] Sailesh sweta apa kiye?
[20:53] Sailesh haan twnxxy twnxxy belee bele lekhanti
[20:53] Guguly ଓହୋ ବୁଝିଗଲି
[20:53] subha ପଙ୍କଜମାଳା ଷଡ଼ଙ୍ଗୀ: https://or.wikisource.org/wiki/%E0%AC%AC%E0%AC%BF%E0%AC%B6%E0%AD%87%E0%AC%B7:%E0%AC%85%E0%AC%AC%E0%AC%A6%E0%AC%BE%E0%AC%A8/Pmsarangi
[20:54] Sailesh Wikisource pai Housewife mane badhia kama kari paribe
[20:54] Guguly ବୁଝିଗଲି....ଅଧା ବାକ୍ୟ ପଢୁଥିଲି
[20:54] subha ହଉ, ସମସ୍ତେ ଟିକେ ନିଜ ନିଜ ମତ ଦିଅନ୍ତୁ କି କି କାମ ଏ ବର୍ଷ ହାତକୁ ନେଲେ ଭଲ ହେବ
[20:55] Guguly ଶୈଳେଶ କମ୍ପୁଟର ଜାଣିଥିବା ଅଧିକ ଓଡିଆ ଗୃହିଣୀ ସବୁ ବାଙ୍ଗାଲୋର ଭଳିଆ ଜାଗାରେ
[20:56] Sipn ଜନ୍ମଦିନ ପାଳନ କୀଟ ଭିନ୍ନ ଅନ୍ୟ ବିଶ୍ଵବିଦ୍ୟାଳୟରେ ହେଉ ।
[20:56] Sailesh Tanku kidnap karibaku padiba ebe 😂😂;) subha bhai support karibe
[20:56] subha ha ha
[20:56] Sipn ପ୍ରଚାର ପତ୍ର ଇଂରାଜୀରେ ଲେଖାଯାଉ
[20:57] subha ଶିତି, ପଏଣ୍ଟ ଟୁ ବି ନୋଟେଡ଼ । ଆଉ କଣ କଣ କଲେ ଭଲ ହେବ?
[20:57] Guguly ଇଂରାଜୀ ସହ ଓଡ଼ିଆ ବି ରହୁ
[20:57] subha ହଉ
[20:57] Sailesh Prathame Kiit ra jeunthi IIMC pilanka saha bheta heithila sethi Utkal. diwas re Odia wiki training cum workshop cum new User registration jadi karipariba
[20:58] Sailesh 2 barsha pare jainki workshop haba
[20:59] Sipn ଛୋଟ ଆଲୋଚନା - ଅଳ୍ପ ବୟସର ଓଡ଼ିଆ ଲେଖକଙ୍କ ସହ ।
[20:59] Sailesh ha
[20:59] Sailesh han
[20:59] Sailesh h
[21:00] NasimAli back
[21:00] subha ଛୋଟ ଆଉ ବଡ଼ ପ୍ରକଳ୍ପ କଥା ଟିକେ କଥା ହେବା । ସୁବାସ ସାର ଚିକିତ୍ସା ବିଜ୍ଞାନ ଉପରେ, IISC ବେଙ୍ଗାଳୁରୁର ପିଲେ କିଛି ବିଜ୍ଞାନ ବିଷୟରେ, ଶୈଳେନ ବାବୁ ସାମାଜିକ ବିଜ୍ଞାନ ଉପରେ ଲେଖୁଛନ୍ତି । ଏମିତି କିଛି ଆଇଡ଼ିଆ ଅଛି କି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ?
[21:00] NasimAli are se odias on facebook group re odia gruhini mane achanti
[21:00] NasimAli london delhi bangalore adi ru
[21:00] NasimAli bes smart
[21:00] NasimAli semane kari paribe
[21:01] Sailesh oh badhia gote gote dharaNTU personal coaching dia jau
[21:02] NasimAli seya mu ta kahuthili
[21:02] subha ତାଙ୍କ ପାଇଁ କିଛି ଭଲ ଟପିକ ଆଉ ତାଙ୍କ ସାଙ୍ଗେ ଲାଗିବାକୁ ପଡ଼ିବ । ମାନେ କଣ୍ଟିନିଅସ ଏନଗେଜମେଣ୍ଟ । ମୁଁ କିଛି ମାତ୍ରାରେ କରିପାରୁଛି, ହେଲେ ଜଣ ଜଣକା ଏ କାମ ପାଇଁ ଟିକେ ସମୟ ଅଧିକା ଦବାକୁ ପଡ଼େ । କିଏ ନିୟମିତ ଏତେ ସମୟ ଦେଇପାରିବ କି?
[21:02] Sipn personal coaching ଜମାରୁ ଭଲ ଆଇଡିଆ ଲାଗୁନି ।
[21:03] |<-- Dsasanka has left freenode (Ping timeout: 246 seconds)
[21:03] Sipn ଅବଶ୍ୟ ସମସ୍ତଙ୍କ କଥା ଏକା ନୁହେଁ
[21:03] -->| pabitra (75ee5277@gateway/web/freenode/ip.117.238.82.119) has joined #wikipedia-or
[21:03] pabitra Hi
[21:03] Guguly ଶିତି ଭାଇ ରାଉରକେଲା ଏନ ଆଇ ଟି ରେ ମୋର ସାଙ୍ଗ ସୌମ୍ୟ ପି ଏଚ ଡି କରୁଛି, ଇଲେକଟ୍ରିକାଲ ଡିପାର୍ଟମେନ୍ଟ ରେ
[21:03] Sailesh Bhai gote topic re jananku engage kariba pai mu sahamata nuhan
[21:04] Guguly ଧର ତାକୁ, ସେ ଜାଣିଛି ଉଇକିପିଡିଆ ବାବଦରେ
[21:04] subha pabitra ଜୁହାର ଆଜ୍ଞା
[21:04] Sailesh hey pabitra
[21:04] Jsahu ନା ଆମେ ଖାଲି advertise କରିବା ଯଦି କେହି interested thibe ତ automatic ଆସିବେ
[21:04] pabitra Hello all
[21:04] Sipn ଜ୍ଞାନ ଭାଇ ଠିକ କହିଲେ । ଆମେ ଖାଲି ଆଡଭରଟାଇଜ କରିବା
[21:05] Sipn ଯାହାର ଆଗ୍ରହ ଥିବ ସେ ଆସିବ
[21:05] subha (y)
[21:05] subha ପବିତ୍ର ଭାଇ, ଆମେ ଉଇକିପିଡ଼ିଆ ଆଉ ଉଇକିପାଠାଗାର ପାଇଁ ନୂଆ ନୂଆ ଆଇଡ଼ିଆ ଏକାଠି କରୁଛୁ । ତମ ମତ ଦିଅ ।
[21:05] Sipn ପବିତ୍ର ଭାଇ ନମସ୍କାର
[21:05] NasimAli product thile advertise kara jae bhai
[21:05] NasimAli ama product ebe kancha mati bhalia
[21:05] NasimAli loka nku patei ki nei ki asibaku haba
[21:05] Jsahu ଗତ ବର୍ଷମାନଙ୍କରେ ଦେଖାଯାଇଛି କେବଳ ନିଜ ଇଚ୍ଛାରେ ଯେଉଁମାନେ ଆସୁଛନ୍ତି ସେମାନେ active ରହୁଛନ୍ତି
[21:06] Sipn ଗୁଗୁଲି ଭାଇ ମୋର ଏତେ ବାଟ କିଏ ଯିବ । ପରେ କଥା ହେବ ସେ ବାବଦରେ ।
[21:06] Sailesh thik kahile bhai
[21:07] pabitra advertisement foe what? to get new users?
[21:07] Guguly ତମେ ରାଉରକେଲା ଏନ ଆଇ ଟି ରେ ଏମଟେକ କରୁଛ ପରା?
[21:08] Jsahu ଆରେ ଭାଇ product କଣ ମନକୁ ହେବ ଯେତିକି ଅଛି ସେତିକି ଦେଖେଇବାକୁ ପଡିବ ବଢେଇ ଚଢେଇ ? ସେମାନେ ଆସିଲେ ଲେଖିଲେ ସିନା ହେବ ଆଉ ଖାଲି ଯଦି ଦେଖିକି ପଳେଇବେ ଲାଭ କଣ ହେବ ଯେ
[21:08] subha ପବିତ୍ର ଭାଇ, ଓଡ଼ିଆରେ ଲେଖିପାରିଲେ ଭଲ ହେବ । ସମସ୍ତେ ଫେସବୁକରେ, ନିଜ ଚିହ୍ନା ଜଣାରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜଣେଇବା କଥା କଥା ହେଉଛନ୍ତି ।
[21:09] Jsahu ନୂଆ ଲୋକ ମାନଙ୍କୁ engage କରେଇବା ପାଇଁ କିଛି idea ଦିଅନ୍ତୁ
[21:10] Sipn @Guguly ନା
[21:10] Jsahu ମୁଁ ଭାବୁଛି ଶୈଲେଶ କହିବା ହିସାବରେ editathon ଭଲ impact ପକେଇପାରେ
[21:10] NasimAli han emiti majhire majhire contest bhalia kichi kale huanta
[21:10] NasimAli abasya monetary prize nai
[21:11] subha ହଁ, ପ୍ରତିଯୋଗୀତା, ଏଡ଼ିଟାଥନ ଭଲ ପ୍ରସ୍ତାବ
[21:11] |<-- Sailesh has left freenode (Ping timeout: 246 seconds)
[21:11] Jsahu ଅଫଲାଇନ ଅପେକ୍ଷା ଅନଲାଇନ connectionକୁ ଅଧିକ ଗୁରୁତ୍ଵ ଦିଆଯାଉ
[21:11] subha (y)
[21:11] pabitra mora views je advertisement karki contributor na badhe pare, but user badhibe. odia wikipedia ra views kete asuchi ki. mo mata re jedi views badhila den contributors bhi badhebi.
[21:12] subha bhala idea
[21:12] pabitra Kerala ki south re contributors manaku kemiti mobilze kara hauchi?
[21:12] subha 5.3 lakha pakhapakhi hauchi masaku
[21:13] -->| Sailesh (a8ebc542@gateway/web/freenode/ip.168.235.197.66) has joined #wikipedia-or
[21:13] subha semananka community adhika dina dhari active achi, au alaga alaga online contest, project chalichi
[21:14] pabitra april 1st pain kichi plan achi
[21:14] Sailesh kahara? sorry mora session out he jaithila
[21:14] -->| Dsasanka (310e062b@gateway/web/freenode/ip.49.14.6.43) has joined #wikipedia-or
[21:15] subha ମୁଁ ୩-୪ଟା ଜିନିଷ ଭାବୁଥିଲି, ତେବେ ବାକିମାନେ ଆଉ କିଛି ପ୍ରକଳ୍ପ ବାବଦେ କହିବେ ଯଦି ଆଗେ କହନ୍ତୁ । ସରିଲେ ମୁଁ କହିବି
[21:15] pabitra @sailesh, other regional wikipedia like kerala
[21:15] Sipn ଜନ୍ମଦିନ ପାଇଁ ଆଲୋଚନା ଆରମ୍ଭ ହେଉ । ଆଉ ମାତ୍ର ମାସେ ରହିଲା
[21:15] Sailesh Mora kichi suniki age mata diantu
[21:15] subha kuha sailesh
[21:16] Sailesh 1. Wiki takes Bhubaneswar (prachar pai)
[21:16] |<-- NasimAli has left freenode (Ping timeout: 264 seconds)
[21:16] Sailesh 2. Online article writing competition (prachar pai)
[21:17] Sailesh 3. Odia wiki workshop im schools where odia is compulsory upto 10th
[21:17] Sailesh (users pai)
[21:17] -->| coldbreeze16 (~anonymous@27.49.68.211) has joined #wikipedia-or
[21:17] coldbreeze16 disconnect hei jai thila
[21:17] Sailesh 4. Nua puruna odia re thiba wikiali NLA masa ku thare bheta
[21:18] Sailesh 5. Lokanku common topic article ru bahar kariba
[21:18] subha ବଢ଼ିଆ ଆଇଡ଼ିଆ ଶୈଳେଶ । ମୁଁ ସବୁଗୁଡ଼ାକ ଟିପି ରଖିଲି ।
[21:19] Sailesh 6. Bibhina background ru Users aniba (eyi sabu pai mu nije prachesta karibaku raji)
[21:19] Guguly (y)
[21:19] subha ୫ ନମ୍ବରଟା ଟିକେ ବୁଝେଇକି କୁହ ।
[21:20] Sailesh Jemiti apana kahile ki Lokanku gote topic re bandhi rakhiba pai semti na kari ame Tanku kichi alga re engage kari pariba
[21:21] Sailesh 6. Atleast gote barsha pai nua wikiali jiye 3ti article bhaala lekhuchi taku india chapter ku request kari utsahita kariba
[21:21] pabitra school students sangre school teachers ku bhi mobilize kara jai pariba ki
[21:22] subha (y)
[21:22] subha ଏମିତି ନମ୍ବର କରି କହିବାରୁ ବଢ଼ିଆ ଲାଗୁଛି ।
[21:23] Sailesh 7. Mu bhabuchi Wikiali mananku sange sange goodies dei dele se chadi deuchanti, So Ravi jmti mo sange karile je 1000edit hele jae Tshirt debe se bhalia prathame wiki goodies ra mana bujheiba aau ebhalia kichi program kariba
[21:23] subha ତେବେ କେଉଁ ସ୍କୁଲ? ସ୍କୁଲ ପିଲାଙ୍କୁ ଉଇକିପିଡ଼ିଆ ଅପେକ୍ଷା ଉଇକିପାଠାଗାର କି ଉଇକିଅଭିଧାନ ସଙ୍ଗେ ଆଗେ ପରିଚିତ କରାଯାଇପାରେ । ଆଜିକାଲି ପିଲାଙ୍କ ଓଡ଼ିଆ ପୂରା ଦେଢ଼ିଆ, ଅଧିକ ଆଶାବାଦୀ ହେବା କଥା ନୁହେଁ ପିଲାଙ୍କ ଉପରେ ।
[21:24] subha Sailesh, saheru sahe sata
[21:24] Sailesh 8. Southern aau South west Odisha ku tike madiba aau tank culture festival popular person samastanku jodiba
[21:25] coldbreeze16 hmm mast idea guda dauchi
[21:25] coldbreeze16 toka amara thesis lekhi daba
[21:25] pabitra haan school students thu teachers kichi identify kari haba ki
[21:25] |<-- Dsasanka has left freenode (Quit: Page closed)
[21:26] Sailesh Bhai aji kali pilanku show off kariba bhala lage mu jetebele mora ist wiki tshirt pai thili Week re 3 thara tuition pindhi jauthili xd
[21:26] Sailesh xd
[21:26] subha ହଁ
[21:26] subha ତେବେ କେଉଁ ସ୍କୁଲ କଥା କହୁଥିଲ ଶୈଳେଶ? ଭୁବନେଶ୍ୱର ଭିତରେ ନାଁ ବାହାରେ? ତାଙ୍କ ସ୍କୁଲରେ ଇଣ୍ଟରନେଟ ଅଛି କି?
[21:26] pabitra salishesh pain *clap* *clap*
[21:26] subha ତାଳି ତାଳି
[21:27] Sailesh Bhubaneswar bhitare specially Mothers and all davs and Sai
[21:28] Guguly _||_ _||_
[21:28] Sailesh Then Master stroke eta kariba jae ei sabu school ku nei wiki ccompetition karibajie jitiba wiki goodies
[21:28] coldbreeze16 english medium pila karibe ti?
[21:28] pabitra bahut gude odia govt high school re enough number of computers achi. Projector re padhaebara bebastha madhya achi.. internet biseyere mun sure nuhen but offline infrastructre achi... Nayagarh district around 110 high school re emiti facility achi
[21:28] subha ହେଉ ତାହେଲେ । ତମର ଆଉ କିଛି ପଏଣ୍ଟ ରହିଲା ଯଦି କୁହ । ବାକିମାନେ ନିଜ ମତ ଦିଅନ୍ତୁ ।
[21:28] Sailesh Government school re v kariba
[21:28] |<-- coldbreeze16 has left freenode (Remote host closed the connection)
[21:29] -->| ravidreams (7aa787cb@gateway/web/freenode/ip.122.167.135.203) has joined #wikipedia-or
[21:29] Guguly ହଁ ନୟାଗଡ଼ ରେ ଶିକ୍ଷା ବ୍ୟବସ୍ଥା ଟିକେ ଭଲ
[21:29] ravidreams ମୁଁ ଉଇକିମିଡ଼ିଆ ଇଣ୍ଡିଆରୁ ରବି
[21:29] Sailesh wow Ravi awesome
[21:30] Sailesh i was sharing my experience about that tshirt with all
[21:30] subha ravidreams ଓଳଗି ସାଆନ୍ତେ(hello sir)
[21:30] ravidreams Hi all, with that greeting in Odia allow me to speak in English please
[21:30] ravidreams subha: Thanks for the translation
[21:30] subha ravidreams mention not!
[21:31] ravidreams Sorry, I couldn't join early. But just wanted to come and wish you for whatever you are discussing
[21:31] pabitra mote eyi chat re thiba bhai manaka biseyere besi jana nahin but mun sure je ahuri bahut sara loka thibe jou mane odia bhasa pain kama karibaku intrested thibe. Semane kintu internet ba tara usability thu banchita.. emiti gap ku fill kara jai pariba ki
[21:32] ravidreams Sailesh: Did you complete the 1000+ edits
[21:32] pabitra There would many people who would be intrested to work for Odia Language but they are unaware about internet and usability of it. So how can we bridge that gap and make them involved
[21:33] Sailesh Ravi: Going onbut i swear i will complete it by 7th
[21:33] ravidreams Sailesh: That's the spirit
[21:33] pabitra While I was in Kerala, FOSS, free and open source software groups were very active. This works in creating a ecospace where value of wikipedia and free information is realized. I see a absence of those things in Odisha.
[21:33] Sailesh Pabitra: Yes' We can
[21:34] -->| Aadie (6a43aceb@gateway/web/freenode/ip.106.67.172.235) has joined #wikipedia-or
[21:34] ravidreams pabitra: Print media articles are the best way to bring such people
[21:34] subha ପବିତ୍ର ଭାଇ, ମୋଦି ପାଖେ ବି ଏ ଉତ୍ତର ନଥିବଆମେ ବଡ଼ ବଡ଼ ଅସୁବିଧା ଛାଡ଼ି ନିର୍ଦ୍ଦିଷ୍ଟ ଅସୁବିଧା ଆଉ ତା' ସମାଧାନ ଉପରେ ଆଖିପକେଇପାରିବା । କାରଣ ବଡ଼ ଅସୁବିଧାସବୁ ସମାଧାନ ପାଇଁ ଆମ ପାଖେ ବେଶି ସମ୍ବଳ ବା ବାଟ ବା ଲୋକ ନାହାନ୍ତି ।
[21:34] ravidreams Worked in Malayalam Wikipedia
[21:34] subha ravidreams (y)
[21:34] Sailesh Thanks Ravi And Thanks to Chapter for inspiring me again to wiki
[21:34] subha it worked for us as well thrice. May be we need more
[21:35] ravidreams Thanks to TTT for making the connections
[21:35] subha
[21:35] ravidreams I am kind of feeling not sure if I am disturbing the flow of conversation here
[21:35] ravidreams Please go ahead discussing in Odia
[21:35] Sailesh Yeah TTT and CIS too
[21:35] ravidreams I will be happy to provide my 2 cents when specifically addressed to me
[21:35] subha Aadie ଆଦିତ୍ୟ ଭାଇ, ଯା ହେଉ ଆସିଗଲ
[21:36] subha ravidreams sure, you could hang around and share your ideas
[21:36] Sailesh Suggest us something RaviOdia Wiki needs Chapters suggestions
[21:36] ravidreams pabitra: Yes, it is a challenge if there is no eco system. Odia Wiki community has theadded responsibility to initiate that.
[21:36] subha ଭାଇମାନେ ମୁଁ କିଛି ଲେଖିକି ରଖିଛି, ସେଆର କରିବି ନାଁ ଆପଣମାନେ କିଛି ଆଇଡ଼ିଆ ଦେବା ବାକି ରହିଲା?
[21:36] -->| Amrit (cb6ef617@gateway/web/freenode/ip.203.110.246.23) has joined #wikipedia-or
[21:36] ravidreams Not only FOSS movements, even talking and writing in Odia in Social media can help
[21:37] Sailesh How we can grow with chapter?
[21:37] ravidreams Companies like Google take their decisions based on usage of native languages online
[21:37] Sailesh Aditya bhainka idea drkar
[21:38] Sailesh se sedina kichi kahuthile ju Users asiki palauchanti
[21:38] ravidreams Sailesh: Let me invite Odia community on behalf of chapter for a IRC chat with Indian community later
[21:38] ravidreams I would like to see the real agenda for this IRC already set by Odia community to progress now
[21:40] subha ravidreams it was 1) discussing about what worked and what didn't, 2) identifying problems, 3) learning, 4) plans for future (dropping existing projects, more focus on certain things, new projects, etc.)
[21:40] subha now we are gathering ideas (4th one)
[21:40] ravidreams Thanks for the context
[21:40] hellohappy @subhashis tama idea dia ebe
[21:42] subha ୧) ଥିମ ପ୍ରକଳ୍ପ (ଯଥା: ଚିକିତ୍ସା ବିଜ୍ଞାନ, ବିଜ୍ଞାନ ପ୍ରକଳ୍ପ): ଏଥିରେ ଜଣେ କି କେଇ ଜଣ ମୁଖିଆ ବାକିମାନଙ୍କ ସହ ମିଶି ଏକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରସଙ୍ଗ ଲେଖିବେ, ଅନୁବାଦ କରିବେ ଆଉ ଅଧିକ ଲୋକଙ୍କୁ ଆଣିବେ
[21:42] subha ୨) ଅନଲାଇନ କ୍ୟାମ୍ପେନ: ଫେସବୁକରେ ଫଟୋ ଦେଲେ ଲୋକେ ଅଧିକ ଉତ୍ତର ଦେଉଛନ୍ତି । ଗୋଟେ ଫଟୋ ଦେଇ କିଛି ଆଲୋଚନା ମାଧ୍ୟମରେ ଆଗ୍ରହୀ ଲୋକଙ୍କୁ ଟାଣିବା
[21:42] subha ୩) ୨-୩ ଟି ଅନୁଷ୍ଠାନରେ ଅଧିକ ଦିନ ଧରି ଏକାଧିକ କର୍ମଶାଳା ମାଧ୍ୟମରେ ଛାତ୍ରଙ୍କୁ ଉଇକି-ଶିକ୍ଷାଦାନ
[21:42] subha ୪) ଅଧିକ ଜଣାଶୁଣା ଲେଖକଙ୍କ ବହି ଉଇକିପାଠାଗାରରେ ଆଣିବା
[21:44] hellohappy sabu bindu re tama saha ekamata subhashish
[21:44] hellohappy Aditya kichhi kahiba !
[21:44] Sailesh Mast (y)
[21:44] Guguly ଖରା ଛୁଟି ଆସୁଛି
[21:44] Guguly ସେତେବେଳେ କଲେ ଭଲ ହବ
[21:44] Aadie mu padhuthili upara alochana
[21:45] Sailesh Subha bhai 3ta tike deflict karuchi
[21:45] subha ୫) କେବଳ ନୂଆ ବହି ନୁହେଁ, ପୁରୁଣା ବହି ସାଉଁଟି ତାକୁ ଡିଜିଟାଲକରଣ କରିବା
[21:45] subha ୬) ୧-୨ IEG ଗ୍ରାଣ୍ଟ ଆଣି ସେଥିରେ କିଛି ପ୍ରକଳ୍ପ କରିବା (ଓଡ଼ିଶାର ବିରଳ ପୋଥିସଂଗ୍ରହ ଓ ଡିଜିଟାଲକରଣ, ଏକ ମିଉଜିଅମ ବା ଅଭିଲେଖ ଥିବା ଅନୁଷ୍ଠାନରେ ଅଧିକ ଦିନ ଧରି ଏକ ପ୍ରକଳ୍ପ ଜରିଆରେ ନୂଆ ବହି, ଦଲିଲ ଆଦିର ଡିଜିଟାଲକରଣ)
[21:46] subha ଶୈଳେଶ, ସେଥିରେ ସମୟ କିଛି ଅଧିକ ଯିବ । ଯଦି ଭୁବନେଶ୍ୱର/IIMCରେ କରିବା ତାହେଲେ ସମ୍ଭବ । ଆଉ କେଉଁଠି ସମ୍ଭବ ହେବା ଲାଗୁନି ଏବେ ପରିସ୍ଥିତିରେ ।
[21:46] subha ଆଦିତ୍ୟ ଭାଇ, ମଉନ କିଆଁ?
[21:46] <--| Amrit has left #wikipedia-or
[21:47] Sailesh 6. ta bsyre tike bhala se bujhantu kana kari haba IEG kana mu janichi but digitisation ku mana ra?
[21:47] Aadie alochana log dekhuthili
[21:47] Sailesh Hello Amrit please introduce yourself
[21:49] subha ଧର ଓଡ଼ିଶାରେ କେତେକ ଅଞ୍ଚଳରେ ୧୨-୧୯ ଶତକର ପୋଥି ଧୀରେ ଧୀରେ ଲୋପ ପାଇଯାଉଛି । ତାକୁ ଖୋଜି, ଫଟୋ ଉଠାଇ କମନ୍ସରେ ଅପଲୋଡ଼ କରିବା କାମଟେ ୪-୮ ମାସ ଲାଗିବ । ଆଉ ଜଣେ ପୂରା ସମୟ ଏ କାମ କରିବା ପାଇଁ କିଛି ସମ୍ବଳ ନେଇ ଏ କାମଟି କରିପାରିବ ।
[21:50] Sailesh 3 no. point ta kebala apana asile hi sambhava hauchi jadi sethare apananka saha coordinate kariba
[21:51] Sailesh Okay mu interested sethi pai mora April aau may exam june july august pura free august ru new college so mu kari paribi if community approves.
[21:51] subha (y)
[21:52] Aadie " ଅଧିକ ଜଣାଶୁଣା ଲେଖକଙ୍କ ବହି ଉଇକିପାଠାଗାରରେ ଆଣିବା"- ଏଥିପାଇଁ ଉପାୟ କଣ ?
[21:52] subha କିମ୍ବା, ଓଡ଼ିଶାର ଗାଁ ଗଣ୍ଡାରେ ଅନେକ ଓଡ଼ିଆ ଚଳଣିର ଅଭିନ୍ନ ଅଙ୍ଗ ଥିବା ଜିନିଷର (ତନ୍ତବୁଣା, ପାଚିଆ/ଝୁଡ଼ି ବୁଣା, ବେତ/ବାଉଁଶ କାମ, ଝାମୁଯାତ, ସାହିଯାତ, ଦୋଳମେଳଣ, ଓ ଅନେକ ପର୍ବପର୍ବାଣୀ ବାବଦରେ ବିଶଦ ଲେଖା ଓ ଭିଜୁଆଲ ଡକୁମେଣ୍ଟେସନ
[21:53] subha ଆଦିତ୍ୟ ଭାଇ, ତାଙ୍କ ସଙ୍ଗେ ଭଲ ସମ୍ବନ୍ଧ ସ୍ଥାପନ କରି ତାଙ୍କୁ ବୁଝାଇ ବହି CC-by-SA ଲାଇସେନ୍ସକରଣ କରିବା ।
[21:53] subha ଏ କାମଟି ମୋତେ କରିବାକୁ ହେବ । ତେବେ ଯଦି ଆପଣଙ୍କ ଭିତରୁ କାହାର ଜଣାଶୁଣା ଲେଖକଙ୍କ ସହ ଯୋଗାଯୋଗ ଥାଏ ତା' କାମରେ ଆସିବ ।
[21:53] Sailesh Mo pakhe Camera khali nahin jadi Camera pai grant milijiba mu nija kharcha re pura sabu karidebi. Hele eta possible nuhan badhe
[21:54] |<-- pabitra has left freenode (Ping timeout: 246 seconds)
[21:54] subha ଶୈଳେଶ, ହଁ । କିନ୍ତୁ ମୁଁ କିଛି ପ୍ରାରମ୍ଭିକ ଟ୍ରେନିଙ୍ଗ ପାଇଁ ଆସିପାରିବି । ଆସି ଅଧିକ ଦିନ ରହିବାଟା ଟିକେ ଅଡ଼ୁଆ ।
[21:55] subha ଶୈଳେଶ, ତମେ ସବୁଥିରେ ହାତ ମାରିବ କାହିଁକି?ଗୋଟେ କି ଯୋଡ଼େ ଜିନିଷରେ ଯୋଡ଼ି ହୁଅ । ତମ ପଢ଼ା ଅଛି, ତା ସଙ୍ଗେ ଏତେ ବୁଲାବୁଲି ସବୁ ସମ୍ଭବ?
[21:55] Sailesh Bhala se tike khali bujhantu bujhi helani
[21:56] Sailesh haansambhaba
[21:56] Sailesh bujhili
[21:57] subha ଶୈଳେଶ, ମୋ କହିବା କଥା ହେଲା ତମେ ସବୁଗୁଡ଼ାକ ପ୍ରକଳ୍ପରେ ଯୋଡ଼ି ହେବା ସମ୍ଭବ ହେବନି । ତମେ ଯଦି ASI ଆଉ ଆଦିବାସୀ ମିଉଜିଅମ କାମଟା ହାତକୁ ନେଉଛ ସେଥିରେ ଅନେକ ସମୟ ଯିବ । ତେଣୁ ସବୁ ଜିନିଷରେ ହାତ ନମାରି ଯେଉଁସବୁ ତମେ ଆରମ୍ଭ କରିଛ ତା' ଉପରେ ଫୋକସ କର
[21:57] |<-- Aadie has left freenode (Quit: Page closed)
[21:58] subha ଅନେକ ବେଳ ହେଲାଣି ମୁଁ ବକର ବକର ହେଉଛି ସମସ୍ତେ ଏବେ କହନ୍ତୁ
[21:58] hellohappy bhaimane 10ta bajiba. Aau kichhi nua jojana kaha manare achi jadi kuhantu
[21:58] Sailesh Okaybut mate sethiru camera milibani haha(majak karuthili)
[21:59] Sailesh results kuhantu time up
[21:59] subha ମୁଁ ଏ ଯେଉଁ ୬ଟି ଜିନିଷ କହିଲି ତା' ଭିତରୁ କିଛି ଅଖାଡ଼ୁଆ ଲାଗୁଛି? କରି ହେବ ଏସବୁ?
[21:59] hellohappy sabu sambhaba subhashish
[22:00] subha
[22:00] hellohappy Jou bhali kama ama bhaimane ejain kari asichhanti, asambhaba kichhi nuha
[22:00] subha Jsahu Sipn Guguly ମଉନ ସାରମାନେ ଏବେ ଟିକେ ମୁହଁ ଖୋଲନ୍ତୁ
[22:00] Guguly ଖାଉଛି
[22:01] subha ପ୍ରିତି ଭାଇ, ତମେ ଏଯାଏ ମୁହାଁ ମୁହିଁ ଦେଖା ନ ଦେଇ ଏତେ ପ୍ରେରଣା ଦେଇଚାଲିଛ, ଏ କଣ କମ?
[22:01] Sailesh bhai parcel kara
[22:01] hellohappy tebe mote laguchhi ame wikiabhidhana o pathagarare bahut bhala kama karichhe
[22:01] subha ଶୈଳେଶ ପୂରା ଚଗଲା ହେଇଗଲ!
[22:01] hellohappy samastanku antarika dhanyabad
[22:01] Sailesh Priti bhainka kama HeLa se atleast gote wiki conference attend karantu
[22:02] subha hellohappy sata katha
[22:02] Guguly ତୁ ତ ଘରେ ଖାଉଛୁ, ଭାଗ୍ୟ ଭଲ। ତୁ ପାର୍ସଲ କରେ। ଏଠି ଅନ୍ୟ ହତରନ୍ଧା ଖାଇ ଖାଇ ସୁଆଦ କଣ ଭୁଲିଗଲିଣି
[22:03] subha ହା ହା
[22:04] subha ଗୁଗୁଲି ଭାଇ, ପ୍ରିତି ଭାଇ ସିଗନାଲ ଦେଇସାରିଲେଣି? ଆଉ କିଛି ନୂଆ/ଅଲଗା ବିଷୟ ଅଛି ନାଁ ସାରିବା ଆଜି ପାଇଁ?
[22:04] hellohappy mote lage,ame samaste prati saptahare gotie lekha lekhile bi wikipediara bhala unnati hei pariba
[22:04] Guguly ସାରିଦିଅ
[22:04] subha ପ୍ରିତି ଭାଇ, କସ କଥା ଗୋତେ କହିଛ । ସପ୍ତାହକୁ ଗୋଟେ ଲେଖା ଲେଖା ସମ୍ଭବ । ଆଉ ଦିନରେ ଟିକେ ଟିକେ ଯୋଡ଼ିଲେ ବି ହେବ ।
[22:05] Guguly ଆଜି ଅପ୍ରୀଜାଲ ଇଣ୍ଟରଭିଉ ଦେଇ ମୁଣ୍ଡ କାମ କରୁନି
[22:05] subha ତମେ ହଁ କହିଲେ ସାରିବି ଗୁଗୁଲି
[22:05] Guguly ସାରିଦି
[22:05] Guguly ଅ
[22:05] subha ଅଳ ଦି ବେସଟ
[22:05] -->| coldbreeze16 (~anonymous@27.49.68.211) has joined #wikipedia-or
[22:05] subha ହେଲେ ତମେ ପ୍ରିତି ଭାଇଙ୍କ କଥା ଅନୁସାରେ ସପ୍ତାହରେ ଗୋଟେ ଲେଖା ଲେଖିବ ତ?
[22:06] subha ଭାଇମାନେ, ସାରିବା ଆଗରୁ ଗୋଟେ ଜରୁରୀ ବିଷୟ ପଚାରିଦିଏ । ସମସ୍ତେ ନିଜ ମତ ଖୋଲିକି କହିଲେ ଭଲ
[22:06] Guguly ଛୋଟ ହଉ ପଛେ ଲେଖିବାକୁ ପଡିବ
[22:06] |<-- ravidreams has left freenode (Quit: Page closed)
[22:07] subha ସିଆଇଏସ-ଏଟୁକେର କୌଣସି କାମ ବଦଳୁ ବୋଲି ଚାହୁଁଛନ୍ତି ନାଁ ଯେମିତି ଚାଲିଛି ସେମିତି ଚାଲିଥିବ?
[22:07] subha ଗତ ବର୍ଷ ଯାହା ଯାହା ଏଟୁକେ ତରଫରୁ କରାଯାଇଥିଲା ସେଥିରେ କିଛି ବଦଳ ଲୋଡ଼ା କି?
[22:08] Sailesh Subha bhai Mate Viswa kahuthile je jadi Malayalam wiki aau Odia wiki misi gote kama. kari pariba ki ame prati saptha re gote randomly active user choose kari ta talk page re post kariba Odisha related kichi article malayalam aur Malayalam related article odia re semane kmti haba?
[22:08] subha (y)
[22:08] Guguly ସବୁ ଅଲଗା ଭାଷା ରାଜ୍ୟ ପାଇଁ ଗୋଟେ ରେପ୍ରେସେନ୍ତତିଭ ରଖ
[22:08] subha bhala haba
[22:08] Sailesh Gorva bhai join karithante kariparileni meeting thila call karithile
[22:08] subha ଗୁଗୁଲି, ସେଇଟା ଅସମ୍ଭବ
[22:09] subha ତେବେ ସମସ୍ତେ ଟିକେ କହନ୍ତୁ ଏଟୁକେ କାମରେ କିଛି ବିଶେଷ ବଦଳ ଲୋଡ଼ା କି?
[22:10] Guguly କମ ଲୋକ ରେ ଏତେ କାମ କେମିତି ହବ
[22:10] subha କାରଣ ଆମେ ଏବେ ଆଗାମୀ କାମ ପାଇଁ ଯୋଜନା ତିଆରି କରିବା ଆରମ୍ଭ କରୁଛୁ । ବଦଳ ଲୋଡ଼ା ଥିଲେ ମୁଁ ସେଥିରେ ଉଲ୍ଲେଖ କରିବି ।
[22:10] Guguly ଜନସଂଖ୍ୟା ସହ କର୍ମଚାରୀ ବି ବଢାଅ
[22:11] Sailesh Mo bapa gote CT school re wiki pai appointment nei jaichanti
[22:11] subha ଗୁଗୁଲି, ମୋ ହାତରେ ସେଇଟା ନାହିଁ, ତେଣୁ ଆଲୋଚନା କରି କି ଲାଭ?
[22:11] hellohappy @subhashish CIS-A2K bisayare mo'ra kichhi kahibara nahi, karana mu bisesh jani nahi. Tebe Odia wikipedia unnati pathare agaku badhichaliba.
[22:11] Sailesh Bhai Mate personally A2k ra kama Telugu pai bhala laguchi kintu odia pai nuhan
[22:11] subha ଶୈଳେଶ, (Y)
[22:11] hellohappy Jai Jagannath..
[22:12] <--| hellohappy has left #wikipedia-or
[22:12] subha ଶୈଳେଶ, କଣ ପାଇଁ ଟିକେ କୁହ
[22:14] Sailesh Mu dekhili TTT re k
[22:14] subha ବୁଝିପାରିଲିନି
[22:14] Sailesh Telugu pai bahut kchi hauchi but odia pai nai
[22:15] subha ଟିଟିଟିରେ ୮ ଜଣ ତେଲୁଗୁରୁ ଥିଲେ, ୨ ଜଣ ଓଡ଼ିଆରୁ (ମୋତେ ମିଶେଇ) । ତେଣୁ ତାଙ୍କୁ ଆମ ସାଙ୍ଗେ ତୁଳନା କରି ଲାଭ ନାହିଁ । ସେମାନେ ୮-୯ ବର୍ଷ ହେଲାଣି ସକ୍ରିୟ, ଆମେ ଜମା ୪ ବର୍ଷ
[22:16] coldbreeze16 A2K kan project karuchi ki?
[22:16] subha ଏତେ ଦୁଃଖି ହେଲେ ହେବ? ଆମେ ବଢ଼ୁଛେ ଆମ ଗତିରେ, ବାକି କାହାଠୁ ଶିଖିବା ଭଲ, ହେଲେ ମନ ମାରିଲେ କି ଲାଭ?
[22:16] Sailesh oh thiksorry
[22:16] subha https://meta.wikimedia.org/wiki/India_Access_To_Knowledge/Work_plan_July_2014_-_June_2015/Odia#Implementation_Plan
[22:17] Guguly ସାଙ୍ଗ କର
[22:17] subha ଏଇଟା ଗତ ବର୍ଷର, ଏ ବର୍ଷଟା ଆରମ୍ଭ ହେବ ।
[22:17] Guguly ନିଦ ଲାଗିଲାଣି
[22:17] Sipn ଓଡ଼ିଆ ଉଇକିରେ ସବୁଠାରୁ ଲମ୍ବା irc ଆଲୋଚନା
[22:17] Guguly ମରନିଙ୍ଗ ସିଫ୍ଟ ମୋର
[22:17] Sailesh 150 pila achanti se CT re ( school ju teacher training)
[22:17] Sailesh sarideba
[22:18] subha ହଁ , ହଉ ତାହେଲେ । ପୁଣି ଭେଟ ହେବ । ମୁଁ ହୁଏ ତ ଏ ନିକଟରେ ଓଡ଼ିଶା ଆସିପାରେ । ଶୈଳେଶ, ତମେ ଯେଉଁ ମେଲ ପାଇଁ କହିଥିଲ ତାକୁ କାଲି ପଠେଇବି ।
[22:19] subha ମୁଁ ତମକୁ ଆମର କିଛି ଟୁଟୋରିଆଲ ଦେବି, ତାକୁ ପ୍ରିଣ୍ଟ କରି ସାଙ୍ଗରେ ଧରି ଯିବ । ଆଉ ସବୁ ପିଲାଙ୍କ ଇଉଜର ନେମ ଆଗୁଆ ତିଆରି କରିଥିବ ।
[22:19] subha 'ତାଙ୍କ ନାଁ, ଇମେଲ ଆଇଡ଼ି ମୋତେ ଦେଲେ ମୁଁ କରିଦେବି ।
[22:19] subha କାରଣ ସେଠି ୬ରୁ ଅଧିକ ଇଉଜରନେମ ତିଆରି କରିହବନି
[22:19] subha ହଉ ସଭା ସାଙ୍ଗ କରିବା ତାହେଲେ, ଜୟ ଜଗନ୍ନାଥ!
[22:20] Sipn ଶେଷରେ ଗୋଟିଏ କଥା କହିବି - ଶୈଲେଶର କଥା ସବୁ ଶୁଭ ଭାଇଙ୍କ ଭଳି ଶୁଣା ଯାଉଥିଲା
[22:20] subha ha ha
[22:20] Sipn ବୋଧେ ଭଲ କରି ଟିଉସନ ହେଇ ଆସିଛନ୍ତି
[22:20] subha kana pain je?
[22:20] subha ha ha ha
[22:20] coldbreeze16 hahah
[22:21] coldbreeze16 bhai pura mentoring karuchanti
[22:21] Sipn ପରେ କହିବି - ଶୁଭରାତ୍ରି
[22:21] Guguly ହା ହା
[22:21] coldbreeze16 shubha ratri
[22:21] subha mu log update kali, au kichi baki rahila jadi ogali pakaw
[22:21] Guguly ଜୟ ଜଗନ୍ନାଥ
[22:21] coldbreeze16 btw subha bhai aji gote font conversion praya sarila
[22:21] Guguly ଜୟ କଳା