ଉଇକିପିଡ଼ିଆ:ସ୍ୱୟଂଚାଳକ ସାଧିତ ପ୍ରକଳ୍ପମାନ
ସ୍ୱୟଂଚାଳକ ବା ବଟ (Bots) ଉଇକିପିଡ଼ିଆରେ ବିଭିନ୍ନ ରକ୍ଷଣାବେକ୍ଷଣା କାମ ମାନ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହାକୁ ବ୍ୟବହାର କରି ଏକ ସଙ୍ଗରେ ଅନେକ କାମ (ଯେମିତି ଅନେକ ପ୍ରସଙ୍ଗରେ ଥିବା କିଛି ବନାନ ଭୁଲର ସୁଧାର) କରାଯାଇପାରେ ଯାହା ଉଇକିପିଡ଼ିଆ:ଉଇକିଆଳିମାନଙ୍କର କାମ ଭାର ଲାଘବ କରିଥାଏ । ଅଭିଜ୍ଞ କିଛି ଉଇକିଆଳି ଏହି ଭଳି ସ୍ୱୟଂଚାଳକମାନ ଚଳାଇଥାନ୍ତି । ଏହି ପ୍ରକଳ୍ପ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଏହି ସ୍ୱୟଂଚାଳକମାନଙ୍କ ଦେଇ କରାଯାଉଥିବା ବିଭିନ୍ନ କାମର ଘୋଷଣା, ସାଂଖିକ ବିବରଣୀ, ଆଗାମୀ ଯୋଜନାମାନ ଲିପିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ । ଏଥି ସମ୍ବନ୍ଧିତ ଆଲୋଚନା ପଢ଼ିବା ଓ ସେଥିରେ ଭାଗନେବା ପାଇଁ ଏହି ପୃଷ୍ଠାର ଯାଆନ୍ତୁ ।
ସକ୍ରିୟ ସ୍ୱୟଂଚାଳକମାନଙ୍କର ତାଲିକା ସମ୍ପାଦନ କରନ୍ତୁ
ସ୍ୱୟଂଚାଳକ | ଏହାକୁ ଚଳାଉଥିବା ଉଇକିଆଳି |
---|---|
ShitiBot | ଶିତିକଣ୍ଠ ଦାଶ |
PsubhashishBot | ସୁଭାସିସ |
ଆଗାମୀ ଯୋଜନା ସମ୍ପାଦନ କରନ୍ତୁ
ShitiBot ସମ୍ପାଦନ କରନ୍ତୁ
ବିଷୟ/ଶ୍ରେଣୀ | ମୁଖ୍ୟ କାମ | ବିଷୟ/ଶ୍ରେଣୀ | ମୁଖ୍ୟ କାମ |
---|---|---|---|
ଡାଇନୋସର |
|
ତାରିଖ |
|
ବର୍ଷ |
|
ବର୍ଷ |
|
ଜୀବନୀ |
|
ଅନ୍ୟନ୍ୟ |
|
PsubhashishBot ସମ୍ପାଦନ କରନ୍ତୁ
ବିଷୟ/ଶ୍ରେଣୀ | ମୁଖ୍ୟ କାମ | ||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଆଲୋଚନା ଓ ଉଇକିଆଳିଙ୍କ ମତାମତକୁ ଭିତ୍ତିକରି ଏହି ବଟକୁ ଅନୁମତି ମିଳିଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୁଁ ଏକାଧିକ ପ୍ରସଙ୍ଗରେ ଭୁଲ ଥିବା କେତୋଟି ବନାନକୁ ଏକସଙ୍ଗେ ସୁଧାରିବାର ଯୋଜନା ରହିଛି । ଡାହାଣ ପାଖ ସାରଣୀରେ କି କି ବନାନ ଏହି ପର୍ଯ୍ୟାୟରେ ସୁଧରାଯିବ ତାହା ଦେଖିପାରିବେ |
| ||||||||||||||||||||||||||||||||||||||||||||||||||||||||||
ମୁଣ୍ଡିଆ ପ୍ରସଙ୍ଗର ତାଲିକା |
(ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର ଏକ ତାଲିକା ମୁଁ ଆଗରୁ ତିଆରି କରିଥିଲି । ତେବେ ସେ ସମସ୍ତ ପ୍ରସଙ୍ଗରେ {{ମୁଣ୍ଡିଆ}} ପକାଇବା ପରେ ଯାଇ ସେମାନଙ୍କୁ ଚିହ୍ନଟ କରି ସମ୍ପାଦନା କରିବାରେ ସୁବିଧା ହେବ । ଏଥି ସହିତ ମୁଁ ଓଡ଼ିଆ/ଓଡ଼ିଶା ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗର ଶ୍ରେଣୀ (ଯଥା: ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟ ଆଦି) ମାନଙ୍କ ଭିତରେ ଥିବା ପ୍ରସଙ୍ଗମାନଙ୍କରେ ଏହି ଛାଞ୍ଚ ପକାଇ ମୁଣ୍ଡିଆ ଉପଶ୍ରେଣୀ ତିଆରି କରିପାରିବି । ଏହି ତାଲିକା ଗଣସମ୍ପାଦନା ଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧିତ ଗଣସମ୍ପାଦନା କଲାବେଳେ ବ୍ୟବହାର ଉପଯୋଗୀ ହେବ ।) |
ଆଗରୁ ହୋଇଥିବା କାମ ସମ୍ପାଦନ କରନ୍ତୁ
ShitiBot ସମ୍ପାଦନ କରନ୍ତୁ
PsubhashishBot ସମ୍ପାଦନ କରନ୍ତୁ
- ବନାନ ସଂଶୋଧନ (କିଛି ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ସମ୍ପାଦନାମାନଙ୍କରେ ମୋର ସଭ୍ୟ ନାମ ନାହିଁ ଓ ଏକ IP ଠିକଣା ଭାବେ ସମସ୍ତ ସମ୍ପାଦନା ହୋଇଛି): ୨୧ ଟି ସମ୍ପାଦନା
- ବନାନ ସଂଶୋଧନ: ୨୭୭ ଗୋଟି ପ୍ରସଙ୍ଗରେ ଓଡ଼ିଆ, ଓଡ଼ିଶା, ଆବଶ୍ୟକ ଓ ଜନଜାତି ଆଦି ଶବ୍ଦ ପରୀକ୍ଷାମୂଳକ ଭାବେ ସଂଶୋଧନ କରାଗଲା
- ମଇ ମାସର ମୁଣ୍ଡିଆ ପ୍ରସଙ୍ଗ ତାଲିକା (ଏଥିରେ ପ୍ରସଙ୍ଗର ନାମ, ଅନ୍ତିମ ସମ୍ପାଦନା କରିଥିବା ଉଇକିଆଳି ଓ ତଥ୍ୟ ଆକାର (kb ରେ) ଦିଆଯାଇଛି)