ଉଇକିପିଡ଼ିଆ:ଲିଖନ ଶୈଳୀ/ରଚନାବଳୀ ତାଲିକା
ପୁସ୍ତକର ନାମ ତେରେଛା (ସ୍ତୁତି ଚିନ୍ତାମଣି) ଓ ସେଥିରେ ଥିବା ପ୍ରତିଟି ଲେଖା ଦୁଇ-ଓଲଟା କମା ("ରେବତୀ") ଭିତରେ ରହିବ । ଲେଖକଙ୍କ ରଚନାବଳୀ ତାଲିକା ଓଲଟା ବର୍ଷ କ୍ରମରେ ରହିବ । ସବା ଉପରେ ନିକଟରେ ପ୍ରକାଶିତ ପୁସ୍ତକର ନାମ ଓ ସବା ତଳେ ସବୁଠାରୁ ପୁରୁଣା ପୁସ୍ତକର ନାମ ରହିବ । ଉଭୟ ଲେଖା ଓ ବହିର ନାମ ଥାଇ ଉଦାହରଣ କିଛି ତଳେ ରହିଲା:
- ପରଜା (୧୯୪୫), ଉପନ୍ୟାସ
- "ରେବତୀ" (୧୮୯୮), ଗଳ୍ପ
- ସ୍ତୁତି ଚିନ୍ତାମଣି । ଭୀମ ଭୋଇ ବିରଚିତ । ନେମାଳ: ୧୮୦୦ଶ ଶତକ । (୧୯୮୬ର କରୁଣାକର କର ସଂକଳିତ ଭକ୍ତକବି ଭୀମଭୋଇ ଗ୍ରନ୍ଥାବଳୀରେ ସ୍ଥାନୀତ)