ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୧୬/ପରିସଂଖ୍ୟାନ

up୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ସମୁଦାୟ ୫୨ଟି ପ୍ରସଙ୍ଗ ନୂଆଗଢ଼ା ବା ଉନ୍ନତ କରାଯାଇଥିଲା । ତିନି ଅଂଶଗ୍ରହଣକାରୀ ଆଭା ପ୍ରଧାନ, ପବିତ୍ର କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ସେନାପତିଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଦିନେଶ ଏବଂ ତାଙ୍କ ଦଳ 250ରୁ ଅଧିକ ଫଟୋ ଓ ଭିଡିଓ ଅପଲୋଡ଼ କରିଥିଲେ । ଉଇକି ପାଠାଗାର ଦ୍ବିତୀୟ ଜନ୍ମତିଥି ଅବସରରେ ଏହି ଅବଦାନକାରୀଙ୍କୁ ଛପା ପୋଷ୍ଟ କାର୍ଡ଼ ଏବଂ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ । (@Psubhashish:ଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କଲି । ଶୁଭ ଭାଇ ଖର୍ଚ୍ଚ ଉଲ୍ଲେଖ କରିବେ ।) ଦିନେଶଙ୍କୁ ୧୦୦୦ ଟଙ୍କାର ଇଣ୍ଟରନେଟ ସହାୟତା ଦିଆଯାଇଛି । ଆଭା ପ୍ରଧାନ, ପବିତ୍ର କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ସେନାପତିଙ୍କୁ ଇଣ୍ଟରନେଟ ଖର୍ଚ୍ଚ ୨୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯିବ ।



  • 2000/- internet charges given (nabakalebara ediathon)
  • 1600/- books purchased for ediathon
  • 1000/- given to dinesh

rest amount 3700/- returned to sailesh pattnaik (chillr transaction id: 7421003899).

pending works: ସମ୍ପାଦନା

  1. issue certificates for participants (nabakalebar ediathon - 9 nos + rathajatera edidathon 3 nos)
  2. gift for 3 participants of rathajatra ediaathon
  3. contact buddhadeba (friend of shitikantha bhai) 200/- internet charges to be given
  4. certificate for dinesh n his team for uploading ratha photos